Movie prime

ପ୍ରିୟଙ୍କା ଚୋପ୍ରା ଙ୍କୁ ସ୍ଵାମୀ ନିକ୍ ଦେଇଥିଲେ ମହଙ୍ଗା ହାର ହେଲେ ଏହା ଦେଖି ନିତା ଅମ୍ବାନୀ ବି କହିଲେ ମୋ ସ୍ବାମୀ ବି ମତେ ଦେଇଛି ହେଲେ ଦାମ ବେଶୀ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ଦେଶ ଭିତରେ ଯଦି କିଏ ସବୁଠାରୁ ଅଧିକ ଧନୀ ବ୍ୟକ୍ତି ଥାଆନ୍ତି ତେବେ ସେ ହେଉଛନ୍ତି ମୁକେଶ ଅମ୍ବାନୀ।
ସେଥିପାଇଁ ନୀତା ଅମ୍ବାନୀ ଙ୍କୁ ମଧ୍ୟ ଭାରତର ସବୁ ଠାରୁ ଧନୀ ମହିଳା ବୋଲି ବିବେଚନା କରାଯାଇ ଥାଏ। କାରଣ ତାଙ୍କର ପୋଷାକ ଏବଂ ତାଙ୍କର ଅଳଙ୍କାର ସମସ୍ତଙ୍କ ଠାରୁ ଭିନ୍ନ ହୋଇଥିବା ବେଳେ ଏହା ଅତ୍ୟଧିକ ଦାମିକା ମଧ୍ୟ ହୋଇଥାଏ।
ହେଲେ ଏବେ ସୋସିଆଲ ମିଡ଼ିଆରେ ବଲିଉଡ ର ଆଗ ଧାଡ଼ି ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଙ୍କ ଫଟୋ ଓ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ଦେଖି ଲୋକ ମାନେ କହିଛନ୍ତି କି ସେ ନୀତା ଅମ୍ବାନୀ ଙ୍କୁ ପଛରେ ପକାଇ ଦେଇଛନ୍ତି।
Special w
ଆଜ୍ଞା ହଁ ବର୍ତ୍ତମାନ୍ ଆପଣ ମାନେ ଜାଣିଥିବେ କି ପ୍ରିୟଙ୍କା ଚୋପ୍ରା ,ନିକ୍ ଜୋନାସ ଙ୍କୁ ବିବାହ କରିବା ପରେ ବିଦେଶରେ ଯାଇ ରହୁଛନ୍ତି। ଏବଂ ସେଠାରେ ତାଙ୍କର କାମ ମଧ୍ୟ ଆରମ୍ଭ କରି ଦେଇଛନ୍ତି।
ମାତ୍ର ମଝିରେ ମଝିରେ ଯେତେବେଳେ ସେ ଭାରତ ଆସୁଛନ୍ତି ସେତେବେଳେ ସମସ୍ତଙ୍କ ନଜର ତାଙ୍କ ଉପରେ ହିଁ ଅଟକି ରହିଛି। ନିକଟରେ ଆୟୋଜିତ ହୋଉଥିଲା ମେଟ୍ ଗାଲା ରେ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ସ୍ୱାମୀ ନିକ୍ ଜୋନାସ ଙ୍କୁ ଦେଖିବାକୁ ମିଳିଥିଲା।
ପ୍ରିୟଙ୍କା ପିନ୍ଧିଥିବା ଏକ ପୋଷାକ ରେ ଖୁବ ସୁନ୍ଦର୍ ମଧ୍ଯ ଦେଖା ଯାଉଥିଲେ। ହେଲେ ତାଙ୍କର ପୋଷାକ ଅପେକ୍ଷା ସମସ୍ତଙ୍କ ନଜର ତାଙ୍କର ହାର ଉପରେ ଥିଲା।
Special report
କାରଣ ସେହି ହାର ଟିର ଦାମ୍ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ସେହି ହାର ଟିର ଦାମ୍ ହେଉଛି ୨୦୪ କୋଟି ଟଙ୍କା ଆଉ ତାହା ମଧ୍ୟ ବିଶ୍ଵର ସବୁଠାରୁ ଦାମୀ ହାର।
ଆଉ ସେ ହାର ମଧ୍ୟ ପ୍ରିୟଙ୍କା ଙ୍କ ନିଜସ୍ଵ ନୁହେଁ। ସେ ହାର କେବଳ ସେଠାକୁ ପ୍ରଦର୍ଶନୀ ପାଇଁ ପ୍ରିୟଙ୍କା ପିନ୍ଧି ଯାଇଥିଲେ। ଆଉ ଆଗକୁ ଏହି ହାର ମଧ୍ୟ ନିଲାମ ହେବା ପାଇଁ ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.