Movie prime

ଆମେ ପୁଅ ଙ୍କ ସହ କଥା ହେଲେ ସାର ଙ୍କ ଦେହ ରେ ଯାଉନି,ସେ ନିଜେ କେତେ କଣ କରୁଛନ୍ତି ସେକଥା କହୁନ

 
Special Report
ନମସ୍କାର ପାଠକ ବନ୍ଧୁ।କଲେଜ୍ ଛାତ୍ରୀ ଙ୍କୁ ପ୍ରେ-ଗ୍ନେ-ଣ୍ଟ କଲେ ସେହି କଲେଜ୍ ର ପ୍ରିନ୍ସିପାଲ।ପିଲା ମାନେ ପାଠ ପଢିବା ପାଇଁ କଲେଜ୍ ଯାଆନ୍ତି।ହେଲେ ପାଠ ପଢେଇବା ବଦଳ ରେ କିଛି ଗୁରୁ ମାନେ ଏପରି କିଛି କରୁଛନ୍ତି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ଵାସ କରି ପାରିବେ ନାହିଁ।
Special Report
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଅଞ୍ଚଳ ରେ ସାଇ କଲେଜ୍ ଅଫ ସାଇନ୍ସ।ସେହି କଲେଜ୍ ରେ ପ୍ରିନ୍ସିପାଲ ଜଣେ ସିନିୟର୍ ଛାତ୍ରୀ ଙ୍କୁ ଜୋର୍ ଜବରଦସ୍ତି ଦୁ-ଷ୍କ-ର୍ମ କରିଥିଲେ।
ଏବେ ସେହି ଛାତ୍ରୀ ଜଣକ ଗ-ର୍ଭ-ବ-ତୀ ଅଛନ୍ତି।ଦୀର୍ଘ ଆଠ ବର୍ଷ ଧରି ଏଭଳି କିଛି ଘଟଣା ଘଟୁଛି କଲେଜ୍ ପରିସର ରେ।ଅନେକ ଛାତ୍ରୀ ଙ୍କ ସହିତ ସେହି କଲେଜ୍ ର ପ୍ରିନ୍ସିପାଲ ସମ୍ପର୍କ ରଖୁଛନ୍ତି।ଏହାକୁ କିଛି ଛାତ୍ରୀ ମାନେ ପ୍ରତିବାଦ କରିଥିଲେ।
ହେଲେ କିଛି ବି ସଫଳ ହୋଇ ନ ଥିଲା।ପ୍ରିନ୍ସିପାଲ କହିଥିଲେ କି ମୋ ର ବଡ ବଡ ଲୋକ ଙ୍କ ସହିତ ହାତ ଅଛି।ଯଦି କେହି ମୋ ନାମ ରେ ଥାନା ରେ ଅଭିଯୋଗ କରନ୍ତି ତେବେ ମୁଁ ତାଙ୍କୁ ପରୀକ୍ଷା ରେ ଫେଲ କରାଇ ଦେବୀ।
Special Report
ସେଥିପାଇଁ ଛାତ୍ରୀ ମାନେ ଡରି ଆଉ କିଛି କୁହନ୍ତି ନାହିଁ।ଯଦି ସେହି କଲେଜ୍ ରେ ଝିଅ ମାନେ ପୁଅ ଙ୍କ ସହିତ କଥା ହୁଅନ୍ତି ତେବେ ତାଙ୍କ ବାପା ମା ମାନଙ୍କୁ ପ୍ରିନ୍ସିପାଲ ଜଣାଇ ଦିଅନ୍ତି।
ହେଲେ ପ୍ରିନ୍ସିପାଲ ସମସ୍ତ ଙ୍କ ସହିତ ଖରାପ ସମ୍ପର୍କ ରଖି ପାରିବେ।ଏହାକୁ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଛାତ୍ରୀ ମାନେ।ସେମାନଙ୍କ ର ସିନିୟର୍ ଭଉଣୀ ଙ୍କୁ ସେହି କଲେଜ୍ ର ସାର ବାରମ୍ବାର ଦୁ-ଷ୍କ-ର୍ମ କରୁଛନ୍ତି।
ଏବେ ଛାତ୍ରୀ ଜଣକ ଗ-ର୍ଭ-ବ-ତୀ ଅଛନ୍ତି।ଏବେ ସମସ୍ତ ଛାତ୍ରୀ ଙ୍କ ଅଭିଭାବକ ମାନେ କଲେଜ୍ କୁ ଆସିଛନ୍ତି।ଥାନା ରେ ମଧ୍ୟ ଏ ବିଷୟ ରେ ଅଭିଯୋଗ କରା ଯାଇଛି।ଏବେ ସେହି କଲେଜ୍ ରେ ପ୍ରିନ୍ସିପାଲ ଫେରାର ଅଛନ୍ତି।ଓ ଖୁବ୍ ଶୀଘ୍ର ଧରା ପଡ଼ିବ ବୋଲି କୁହା ଯାଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.