Movie prime

ରାସ୍ତା ମଝିରେ ହୁ ହୁ ହୋଇ ଜଳି ଉଠିଲା ଟ୍ରେନ ଦେଖନ୍ତୁ ହଠାତ୍ ପୁଣି ଘଟିଲା ବିରାଟ ଅ-ଘଟଣ ଦେଖନ୍ତୁ Exclusive Visual

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣମାନେ ଜାଣିଥିବେ ଜୁନ୍ ୨ ତାରିଖ ରାତି ପ୍ରାୟ ୭ଟା ସମୟରେ ବାଲେଶ୍ୱର ବାହାନଗୀ ଷ୍ଟେସନରେ ଏକ ମାଲବାହୀ ସହ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼଼ା ସୁପରପାଷ୍ଟ ଦୁ-ର୍ଘ-ଟ-ଣା-ଗ୍ର-ସ୍ତ ହୋଇଥିଲା।
ଯେଉଁଥିରେ ଏଯାବତ୍ ୨୯୧ ଜଣଙ୍କ ମୃ-ତ୍ୟୁ ହୋଇଛି। ତେବେ ବନ୍ଧୁଗଣ ବାଲେଶ୍ଵର ବାହାନାଗା ଟ୍ରେନ ଦୁ-ର୍ଘ-ଟ-ଣା ପରେ ରାଜ୍ୟରେ ବାରମ୍ବାର ଟ୍ରେନ ଦୁ-ର୍ଘ-ଟ-ଣା ଘଟିବାରେ ଲାଗିଛି। 
କେତେବେଳେ ଲାଇନଚ୍ୟୁତ ତ ଆଉ କେତେବେଳେ ଲୋକଙ୍କୁ ମାଡ଼ି ଯାଉଛି ଟ୍ରେନ। ତେବେ ବନ୍ଧୁଗଣ ଏହାରି ଭିତରେ ପୁଣି ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଛି ନିଆଁ।
Special Report
ଅନୁଗୋଳୁ ସୁକିନ୍ଦା ରେଳ-ଲାଇନର କାମାକ୍ଷାନଗର ଥାନା ରଙ୍ଗମାଟିଆ ଠାରେ ଏକ କୋଇଲା ବୋଝେଇ ଟ୍ରେନରେ ଲାଗିଛି ଏହି ନିଆଁ। ଆଜି ଅପରାହ୍ନରେ ତାଳଚେରରୁ କୋଇଲା ବୋଝେଇ ହୋଇ ଡୁବୁରି ଯାଉଥିବା ବେଳେ ହଠାତ ଟ୍ରେନର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା। 
ଏସମ୍ପର୍କରେ ରେଳବିଭାଗ ତରଫରୁ କାମାକ୍ଷାନଗର ଅଗ୍ନିଶମ ବାହୀନୀକୁ ଖବର ଦିଆଯାଇଥିଲା। କାମାକ୍ଷାନଗର ନିକଟ ରଙ୍ଗ ମାଟିଆ ଠାରେ ଏହି କୋଇଲା ଵୋଝେଇ ଟ୍ରେନଟି ଠିଆ କରାଯାଇଥିଲା ।
କମାକ୍ଷାନଗରରରୁ ଅଗ୍ନିଶମ ବାହିନୀ ପହଞ୍ଚି ତତକ୍ଷଣାତ ନିଆଁକୁ ଆୟତ ପାଇଁ ଉଦ୍ୟମ କରିଥିଲେ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହାର କାରଣ ଜଣାପଡି ନାହିଁ । ଉ
ଅଗ୍ନିସେବା ଶ୍ରମ କର୍ମଚାରୀମାନେ ପ୍ରାୟ ୩୦ ମିନିଟ ପରିଶ୍ରମ ପରେ ନିଆଁକୁ ଆୟତ କରିଥିଲେ। ତେବେ ଏହି ଟ୍ରେନର ଅନ୍ୟ ବଗି ଗୁଡିକ ସୁରକ୍ଷିତ ଥିବା ଜଣାପଡିଛି। ଟ୍ରେନଟି ଲାଇନ ଉପରେ ଛିଡାହୋଇ ରହିଥିବା ଜଣାପଡିଛି।
ଫଳରେ ଏହି ରେଳ ଲାଇନର ଟ୍ରେନ ଚଳାଚଳ ସାମୟିକ ସମୟ ପାଇଁ ବାତିଲ କରାଯାଇଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଟ୍ରେନ ଦୁ-ର୍ଘ-ଟ-ଣା ଟି ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.