Movie prime

ମିଡ଼ିଆ ଆଗରେ ଅଚାନକ ଅଭିଷେକ ଆଉ ଐଶ୍ୱର୍ଯ୍ୟା ଉପରେ ପଚାରିବାରୁ ଚିହିଁକି ଉଠିଲେ ଜୟା ! କହିଲେ ତମେ କଣ ଭାବୁଛ ନିଜକୁ ...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଅମିତାଭ ବଚ୍ଚନ ହେଉଛନ୍ତି ବଲିଉଡ ର ଏକ ବରିଷ୍ଠ କଳାକାର। ସେ ଲୋକ ମାନଙ୍କ ହୃଦୟରେ ଏବେ ମଧ୍ୟ ଘର କରି ରହିଛନ୍ତି।
ତାଙ୍କର ଅଭିନୟ ଶୈଳୀ କୁ ଦର୍ଶକ ମାନେ ଖୁବ ପଶନ୍ଦ ମଧ୍ୟ କରନ୍ତି। ତେବେ ସେ ଏତେ ଖ୍ୟାତି ଅର୍ଜନ କଲା ପରେ ମଧ୍ୟ ତାଙ୍କର ମନରେ ଗର୍ବ ନାହିଁ। ସେ ସମସ୍ତଙ୍କ ସହିତ ଖୁବ ଭଲ ଭାବରେ ଆଚରଣ କରିଥାଆନ୍ତି।
Special Report
ଯାହା ଦ୍ୱାରା ତାଙ୍କର ଆଚରଣ ଉପରେ କେହି ହେଲେ ମଧ୍ୟ ପ୍ରଶ୍ନ ଉଠାନ୍ତି ନାହିଁ। ହେଲେ ଅନ୍ୟପଟେ ହେଉଛନ୍ତି ତାଙ୍କ ପତ୍ନୀ ଜୟା ବଚ୍ଚନ ଯିଏକି ନିଜର ବ୍ୟବହାର ଓ ଆଚରଣ ପାଇଁ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପ୍ରାୟ ସମୟରେ ତାଙ୍କର ଭିଡିଓ ମଧ୍ଯ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହୋଇଥାଏ।
ତେବେ ଆପଣ ମାନେ ଜାଣିଥିବେ କି ନିକଟରେ ପାମେଲା ଚୋପ୍ରା ଙ୍କ ଦେହାନ୍ତ ହୋଇ ଯାଇଛି। ଏଥିପାଇଁ ତାଙ୍କର ଅନ୍ତିମ ସଂସ୍କାର ରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ପହଞ୍ଚି ଥିଲେ।
ଏବଂ ସେଠାରେ ଅନେକ ବରିଷ୍ଠ କଳାକାର ମଧ୍ୟ ତାଙ୍କର ଅନ୍ତିମ ସଂସ୍କାର ସମୟରେ ସାମିଲ୍ ହୋଇଥିଲେ। ଏହି ପ୍ରାର୍ଥନା ସଭା ରେ ଜୟା ବଚ୍ଚନ ଙ୍କ ସହ ତାଙ୍କ ଝିଅ ଶ୍ୱେତା ନନ୍ଦ ସାମିଲ୍ ହୋଇଥିଲେ।
ସୁଚନା ମୁତାବକ ଜୟା ବଚ୍ଚନ ଓ ପାମେଲା ଚୋପ୍ରା ବହୁତ ନିକଟତର ଥିଲେ। ହେଲେ ସେଠାରେ ଜୟା ବଚ୍ଚନ ଏଭଳି କିଛି ବ୍ୟବହାର କରିଛନ୍ତି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି।
Special Report
ତେବେ ଏଠାରେ ଦେଖିବାକୁ ମିଳିଥିଲା କି ଜୟା ବଚ୍ଚନ କୌଣସି ଏକ ବ୍ୟକ୍ତି ଙ୍କୁ ଖୁବ୍ ଜୋରେ ରାଗି ପାଟି କରୁଛନ୍ତି। ଆଉ ସେ ଏଭଳି ଭାବରେ ପାଟି କରୁଥିବା ସମୟରେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଲୋକ ମାନେ ଏବେ ଏହି ଭିଡିଓ କୁ ଦେଖି ଜୟା ବଚ୍ଚନ ଙ୍କ ବ୍ଯବହାର ଖୁ ଖୁବ ନିନ୍ଦା କରିଛନ୍ତି। ତେବେ ଆପଣଙ୍କୁ ଏହି ଭିଡିଓ ଦେଖି କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.