Movie prime

ରାସ୍ତା ମଝିରେ ହୁ ହୁ ହେଇ ଜଳିଲା ସ୍କୁଟି ଦେଖୁଦେଖୁ କିଛି ହେଇଗଲା ଏମିତି - Exclusive

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି ଖବର ଜାଣିପାରିବେ ଯାହା ଆପଣଙ୍କ ମନରେ ଆଶ୍ଚର୍ଯ୍ୟ ସୃଷ୍ଟି କରିବ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏହି ସବୁ ଜାଣିପାରିବେ । 
ଆପଣମାନେ ସମସ୍ତେ ତ ଏହି ରାଜରାସ୍ତାରେ ଅନେକ ଦୁର୍ଘଟଣା ଘଟଣା ଆଦି ଦେଖିଥିବେ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଘଟଣା ବିଷୟରେ ଆପଣମାନେ ଜାଣିପାରିବେ ଯାହା ବହୁତ ହୃଦୟସ୍ପର୍ଶୀ ଆଉ କଷ୍ଟଦାୟକ ଅଟେ ।
Special report
ରାସ୍ତାରେ ଏଭଳି ଅଘଟଣ ଘଟିଗଲା । ରାସ୍ତାରେ ଜଳିଗଲା ସ୍କୁଟି । ଆଉ ଆପଣ ଏହି ସ୍କୁଟି ଜଳିବାର ଦୃଶ୍ୟ ବି ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଭାବୁଥିବେ କି ଏହି ସ୍କୁଟି ହୁଏତ ବ୍ୟାଟେରୀ ସ୍କୁଟି ହୋଇଥିବ ।
କିନ୍ତୁ ଏହା ବ୍ୟାଟେରୀ ସ୍କୁଟି ନୁହେଁ ଏହା ହେଉଛି TVS କମ୍ପାନୀର ସ୍କୁଟି । ଆଉ ଏହି ସ୍କୁଟି କିଣିବାର ଏକ ମାସ ହୋଇନାହିଁ ଏଭଳି ଘଟଣା ଘଟିଛି । ଏହି ସ୍କୁଟି କିଣିବା ପରେ ମାତ୍ର ଗୋଟିଏ କିସ୍ତି ଭରା ହୋଇଛି ଆଉ ଏବେ ଏହି ସ୍କୁଟି ଜଳି ଯାଇଛି । ହୁତୁ ହୁତୁ ହୋଇ ସ୍କୁଟି ଜଳି ଯାଉଛି ।
Special report
ଆଉ ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଦୁବୁତା ଗାଁ ରାସ୍ତାରେ । ଏହି ସ୍କୁଟି ନେଇ ଜଣେ ମହିକ ଆଉ ତାଙ୍କ ଚାରି ବର୍ଷର ଝିଅ ଆସୁଥିଲେ । ଆଉ ହଠାତ୍ ଗାଡ଼ି ଏଭଳି ଜଳି ଗଲା ।
ମହିଳା ଜଣକ ସହିତ ଏହି ଘଟଣା ଘଟିଥିଲା କିନ୍ତୁ କାହାର କୌଣସି କ୍ଷତି ହୋଇନାହିଁ । ଏହି ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆପଣମାନେ ଆଗରୁ ଶୁଣିଥିବେ କି ବ୍ୟାଟେରୀ ସ୍କୁଟି ଜଳି ଯାଇଥାଏ । କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଏହା କୌଣସି ବ୍ୟାଟେରୀ ସ୍କୁଟି ନୁହେଁ ଏହା ହେଉଛି TVS ସ୍କୁଟି ।
ଏବେ ଯଦି ଆପଣମାନେ ସମସ୍ତେ ସ୍କୁଟି ଚଲାଉଥିବେ ତାହେଲେ ସାବଧାନ ହୋଇଯାଆନ୍ତୁ । କାହା ସହିତ କେତେବେଳେ କଣ ଯେ ଘଟିବ ତାହାର ହିସାବ ନାହିଁ । ଏବେ ଏହି ସ୍କୁଟି ଜଳିବା ଘଟଣା ଲୋକମାନଙ୍କୁ ଭୟଭୀତ କରାଇଛି ।