Movie prime

ରସ୍ତା ମଝିରେ ଷ୍ଟାଇଲ ମାରୁଥିଲେ ଏବେ ନାମ ନେଲେ ଦେଖନ୍ତୁ ସୋସିଆଲ ମିଡିଆରେ ଗୁଳି ଭଳି VIRAl ହେଉଛି ଏହି ଭିଡିଓ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସର୍ବଦା ସୋସିଆଲ ମିଡିଆରେ ହିରୋ ହେବା ପାଇଁ ଏବେ ଏକପ୍ରକାର ପାଗଳ ହୋଇଯାଇଛନ୍ତି ଯୁବ ଗୋଷ୍ଠୀ। ହେଲେ ରିଲ୍ସ କରିବା ନିଶାରେ ଏହି ଯୁବଗୋଷ୍ଠୀ ମାନେ କେଉଁ ସ୍ଥାନରେ କଣ କରିବା ଉଚିତ୍ ତାହା ଭୁଲି ଯାଇଛନ୍ତି।
Special report
ଫଳରେ ଅନେକ ସମୟ ରେ ମୂଲ୍ୟବାନ ଜୀବନ ମଧ୍ୟ ଚାଲି ଯାଉଛି। ତେବେ ବନ୍ଧୁଗଣ ଆଜି ପୁଣି ଥରେ ଏପରି ଏକ ଦୃଶ୍ୟ ସହେଦେବଖୁଣ୍ଟା ରାସ୍ତାରେ ଦେଖିବାକୁ ମିଳିଥିଲା। ତେବେ ବନ୍ଧୁଗଣ ଟ୍ରାଫିକ ନିୟମକୁ ଭାଙ୍ଗି ରାସ୍ତା ମଝିରେ ବାଇକରେ ବସି ବିପଦ ଷ୍ଟଣ୍ଟ କରୁଥିଲେ ଯୁବକ। 
ହିରୋ ହେବା ନିଶାରେ ଏହି ଯୁବକମାନେ ଭୁଲି ଯାଇଥିଲେ କ୍ୟାମେରା ସବୁ ଦେଖୁଛି। ତେବେ ବନ୍ଧୁଗଣ କ୍ୟାମେରାରେ କଏଦ ହୋଇଯାଇଥିଲା ଏହି ଯୁବକ ମାନଙ୍କ କାରନାମା।
ଆଉ ଏହି ଘଟଣା ଯେତେବେଳେ ସାମ୍ନାକୁ ଆସିଥିଲା ସେତେବେଳେ ଟ୍ରାଫିକ ପୋଲିସ ନେଇଥିଲା ବଡ଼ ପଦକ୍ଷେପ। ଏବେ ସେହି ଯୁବକଙ୍କ ଉପରେ ମୋଟା ଅଙ୍କର ଜୋରିମାନା ଲଗାଇଛି ଟ୍ରାଫିକ ପୋଲିସ। ଯାହାକୁ ଦେଖି ଏହି ଯୁବକ ମାନଙ୍କର ହୋସ ଉଡ଼ିଯାଇଛି। 
Special report
ତେବେ ସୂଚନା ଅନୁଯାୟୀ, ଗୋଟିଏ ବାଇକ୍ କୁ ଜଣେ ଯୁବକ ଚଳାଉଥିବା ବେଳେ ଅନ୍ୟ ଜଣେ ଯୁବକ ପଛରେ ବସି ମୋବାଇଲ୍ ରେ ଭିଡିଓ କରୁଥିଲେ। ଏବଂ ଅନ୍ୟ ଜଣେ ଯୁବକ ସ୍କେଟିଂ ରୋଲ୍ ରେ ରାସ୍ତା ଉପରେ ଯାଉଯାଉ ବାଇକ୍ ପଛରେ ଧରୁଛନ୍ତି।
ପୁଣି କେତେବେଳେ ସ୍କେଟିଂ ରୋଲର ଗତି ବୃଦ୍ଧି ହେଉଥିବାରୁ ବାଇକକୁ ଛାଡ଼ି ନିଜେ ରାସ୍ତାରେ ଅଗ୍ରସର ହେଉଛନ୍ତି। ଏବଂ ସେହି ଭିଡିଓକୁ ୟୁଟ୍ୟୁବରେ ଯୁବକ ଜଣକ ପୋଷ୍ଟ କରିଥିଲେ। 
ମାତ୍ର ଜନଗହଳି ପୂର୍ଣ୍ଣ ରାସ୍ତାରେ ଷ୍ଟଣ୍ଟ କରିବା ଦ୍ୱାରା ତିନି ଜଣ ଯୁବକ ବିପଦ ଜାଣିଶୁଣି ଡାକୁଛନ୍ତି। ସେହି ରାସ୍ତାରେ ପ୍ରତି ମିନିଟ ରେ ଏନେଇ ଯାନ ଯାତାୟାତ କରିଥାଏ।
ତେବେ ସେହି ରୋଲାର ଯଦି ଆବଡା ଖାବଡା ରାସ୍ତାରେ ଓଲଟି ପଡିବ ତେବେ ଦୁ-ର୍ଘ-ଟ-ଣା ହେବାର ସମ୍ଭାବନା ରହିଛି। ତେବେ ଏଭଳି ବିପଦପୂର୍ଣ୍ଣ ଷ୍ଟଣ୍ଟ ଦୃଶ୍ୟ ଭାଇରାଲ ହେବା ପରେ ଟ୍ରାଫିକ ଥାନା ପକ୍ଷରୁ ମାଟିଆଳୀ ଅଞ୍ଚଳର ବାଇକ୍ କୁ ୩୫୦୦ ଟଙ୍କାର ଚାଲାଣ କାଟି ଥିବା ଜଣାପଡିଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.