Movie prime

ରାସ୍ତା ରେ ଲଙ୍ଗଳା କୁକୁର କୁ ଦେଖି ସହି ପାରିଲାନି ଉନ୍ମକ୍ତ ଯୁବକ, ଭିଡିଓ ରେ ଦେଖନ୍ତୁ କଣ କରୁଛି ସଇତାନ ଯୁବକ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଶେଷରେ ରାସ୍ତା କଡର ବୁଲା କୁକୁର କୁ ମଧ୍ୟ ଛାଡ଼ିଲାନି ଯୁବକ। ଯୁବକର ବୟସ ମାତ୍ର ୨୦ ବର୍ଷ ହୋଇଥିବା ବେଳେ ମଝି ରାସ୍ତାରେ ସୋଇଥିବା କୁକୁର ସହ ଯାହା କିଛି କରିଥିଲା
Special report
 ସମସ୍ତେ ତାହା ଦେଖି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ସେ ସବୁ ଘଟଣା ମଧ୍ୟ ରେକର୍ଡ ହୋଇ ଯାଇଥିଲା ସିସି ଟିଭି କ୍ୟାମେରା ରେ। ଆଉ ଏହି ଦୃଶ୍ୟ ହେଉଛି ରାସ୍ତା କଡ଼ରେ ଲାଗିଥିବା ଏକ ସିସି ଟିଭି କ୍ୟାମେରା ର ଦୃଶ୍ୟ।
ସେତେବେଳେ ସମୟ ଥିଲା ପ୍ରାୟ ସନ୍ଧ୍ୟା ସାତ ଟା ଆଉ ସେହି ସମୟରେ ଗୋଟେ ଗରିବ ଯୁବକ ବୋଧ ହୁଏ କୁଆଡେ ଯାଉଥିଲା। ଆଉ ସେହି ଯୁବକ ଜଣକ ମଧ୍ୟ ଛିଡ଼ା ଡ୍ରେସ ପିନ୍ଧିଥିବା ନଜର ରେ ଆସିଥିଲା।
ଆଉ ରାସ୍ତା ଉପରେ ଚାରି ରୁ ପାଞ୍ଚ ଟି ବୁଲା କୁକୁର ମଧ୍ୟ ସୋଇ ଥିବାର ନଜର ଆସିଥିଲେ। ଯୁବକ ଜଣକ କୁକୁର ମାନଙ୍କୁ ଦେଖି ଏକ ଦୋକାନ କୁ ଯାଇଥିଲା। ମାତ୍ର ଯୁବକଟି ଗରିବ ହୋଇଥିବା କାରଣରୁ ସେ ଦୋକାନୀ ତାଙ୍କୁ ଧକ୍କା ମାରି ଦୋକାନ ରୁ ବାହାରକରି ଦେଇଥିଲେ।
Special report
ଏହାପରେ ଯୁବକ ଟି ଟଙ୍କା ଦେଇ ଜିନିଷ କିଣିବାକୁ କହି ଥିବାରୁ ଦୋକାନୀ ଯୁବକ ଠାରୁ ଟଙ୍କା ନେଇ ଜିନିଷ ଦେଇଥିଲା। ଆଉ ଟଙ୍କା ନେଇ ସେ ଗରିବ ଯୁବକକୁ ବିସ୍କୁଟ ପ୍ୟାକେଟ ଦେଇଥିଲା।
ଆଉ ସେହି ଯୁବକ ଜଣକ ବିସ୍କୁଟ ପ୍ୟାକେଟ ରୁ ବିସ୍କୁଟ କାଢି ରାସ୍ତା ଉପରେ ଥିବା କୁକୁର ମାନଙ୍କୁ ସେହି ବିସ୍କୁଟ କୁ ଖାଇବାକୁ ଦେଇଥିଲା। ଯୁବକ ଜଣକୁ ଦେଖିଲେ ଏହା ଜଣା ପଡୁଛି କି ଆଜି ମଧ୍ୟ ଦୁନିଆର ମଣିଷତ୍ଵ ବଞ୍ଚି ରହିଛି।
ନିଜେ ଖାଇବାକୁ ଖାଦ୍ୟ ନଥିଲେ ମଧ୍ୟ ନିଜ ପାଖରେ ଥିବା ଟଙ୍କାରେ ଖାଦ୍ୟ କିଣି ଏହି କୁକୁର ମାନଙ୍କୁ ଖାଇବାକୁ ଦେଉଛି। ଯୁବକଙ୍କ ଏଭଳି କାର୍ଯ୍ୟକୁ ସେ ସମୟରେ ଯେ କେହି ମଧ୍ୟ ଦେଖିଥିଲା ସେ ଏହାକୁ ଖୁବ ପ୍ରଶଂସା କରିଥିଲା।
ଆଉ ଯେଉଁ ଦୋକାନ ବାଲା ତାକୁ ଧକ୍କା ମାରିଥିଲା ସେ ହିଁ ଯାଇ ଯୁବକ ଜଣକୁ ଆଉ ଏକ ବିସ୍କୁଟ ଦେଇଥିଲା। ଫଳରେ ଯୁବକ ଜଣକ ସେ ସବୁ କୁ କୁକୁର ମାନଙ୍କୁ ଖାଇବାକୁ ଦେଇ ଦେଇଥିଲା।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.