Movie prime

ରାତି ଅଧ ରେ ବିଡ଼ିଓ ଜଣକ ଯାଇଥିଲେ ମେଡିକାଲ୍ ଆଉ ଏପଟେ ଚୋର ମାନେ ପଶି କରିଦେଲେ ସର୍ବନାଶ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ବର୍ତ୍ତମାନ ସମୟ ରେ କିଭଳି ଚୋରି ହେଉଛି।ଘରେ କେହି ନ ଥିବା ବେଳେ ସରକାରୀ ବାସ ଭବନ ରୁ କିଛି ଲୁଟେରା ଚୋରି କରି ଛନ୍ତି।
Special Report
ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳ ରେ।ଏଠାରେ ଜଣେ ବିଡ଼ିଓ ଙ୍କ ଘରୁ ଚୋରି ହୋଇଚି।ଏବେ ଆପଣ ମାନେ ମଧ୍ୟ ସଚେତନ ହୁଅନ୍ତୁ।ଚୋର ମାନେ ଯେ କୌଣସି ବେଶ ରେ ଘୁରି ବୁଲୁଛନ୍ତି।ଘରେ ଘରେ ପଶି ଚୋରି କରୁଛନ୍ତି।
ସୂଚନା ଅନୁସାରେ ସେହି ଅଞ୍ଚଳ ରେ ଜଣେ ବିଡ଼ିଓ ରୂପେ ନିଯୁକ୍ତି ପାଇ ଥିଲେ ସୁଦର୍ଶନ ନାୟକ।ତାଙ୍କୁ ସେଠାରେ ଏକ ସରକାରୀ ବାସ ଭବନ ଦିଆ ଯାଇଥିଲା।ସେଠାରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ ରହୁଥିଲେ।ଅନେକ ଦିନ ଧରି ସେ ସେଠାରେ ରହିଥିଲେ।
ହେଲେ କିଛି ଦିନ ତଳେ ତାଙ୍କ ସ୍ତ୍ରୀ ଙ୍କ ଦେହ ବହୁତ ଖରାପ ହୋଇ ଯାଇଥିଲା।ସେଥିପାଇଁ ସେ ତାଙ୍କୁ ନେଇ ମେଡିକାଲ କୁ ଯାଇଥିଲେ।ଘରେ ସମସ୍ତ କୋଠରୀ ରେ ତାଲା ପକାଇବା ସହିତ ଘର ର ମୁଖ୍ୟ ଦ୍ଵାର ରେ ତାଲା ପକାଇ ଦେଇଥିଲେ।
Special Report
ଏହାକୁ ନଜର ରେ ରଖି ଥିଲେ କିଛି ଲୁଟେରା ମାନେ ସେମାନେ ଯେତେବେଳେ ଦେଖି ଛନ୍ତି ଘରେ କେହି ନାହାନ୍ତି।ଏହି ସମୟ ରେ ସେମାନେ ଘରେ ପ୍ରବେଶ କରୁଛନ୍ତି।ଘର ର ସବୁ ତାଲା କୁ ଭାଙ୍ଗି ଦେଇଛନ୍ତି।
ଏହା ପରେ ଘରେ ଥିବା ଲକ୍ଷାଧିକ ଟଙ୍କା ର ସୁନା ସହିତ କିଛି ଟଙ୍କା ମଧ୍ୟ ନେଇ ଯାଇଛନ୍ତି।ଏହା ପରେ ସୁଦର୍ଶନ ନାୟକ ନିଜ ଫୋନ୍ ରେ ଘର ର ସି ସି ଟିଭି କ୍ୟାମେରା କୁ ଚେକ୍ କରି ଥିଲେ।ଏହା ପରେ ସେ ନିଜ ଘରେ ହେଉ ଥିବା ଚୋରି କୁ ନିଜ ଫୋନ୍ ରେ ଦେଖି ଥିଲେ।
ସୁଦର୍ଶନ ନାୟକ ଆଉ ଅପେକ୍ଷା ନ କରି ସଙ୍ଗେ ସଙ୍ଗେ ନିକଟସ୍ଥ କପ୍ତିପଦା ଥାନା ରେ ଏ ନେଇ ଅଭିଯୋଗ କରି ଥିଲେ।ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରି ଥିଲା।
ସି ସି ଟିଭି କ୍ୟାମେରା କୁ ଏବେ ଯାଞ୍ଚ କରା ଯାଇଛି।ଓ ସନ୍ଧନୀ କୁକୁର କୁ ଲଗା ଯାଉଛି।ଏବେ ଦେଖିବାକୁ ବାକି ରହିଲା କେତେବେଳେ ଏହି ଚୋର ମାନେ ଧରା ପଡ଼ିବେ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.