Movie prime

ରାତିରେ ହେଲା ସ୍ବପ୍ନ ସକାଳୁ ବାହାରିଲେ ହୁଙ୍କାରୁ ଭଗବାନ ଦେଖନ୍ତୁ ଏହି ଅଲୌକିକ ଦୃଶ୍ୟ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଭଗବାନଙ୍କୁ ନେଇ ଆସିଥିବା କିଛି ଖବର ବିଷୟରେ ଜାଣିପାରିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଜଣେ ବ୍ୟକ୍ତି ଭଗବାନଙ୍କୁ ସ୍ବପ୍ନରେ ଦେଖିଥିଲେ । ଅର୍ଥାତ୍ ସେହି ବ୍ୟକ୍ତି ଜଣଙ୍କର ସ୍ଵପ୍ନାଦେଶ ହୋଇଥିଲା ।
ରାତିରେ ଦେଖିଥିବା ସ୍ବପ୍ନ ସତ ହୋଇଗଲା । ଘରର ମାଟି ତଳୁ ବାହାରିଥିଲା ଭଗବାନଙ୍କ ମୂର୍ତ୍ତି ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ବ୍ୟକ୍ତି ଜଣକ । ସବୁଦିନେ ପୂଜା କରୁଥିଲେ ଭଗବାନଙ୍କୁ କିନ୍ତୁ ଜାଣି ନଥିଲେ କି ଭଗବାନ ତାଙ୍କୁ ରାତିରେ ଆସି ସ୍ବପ୍ନ ଦେବେ ।
Special report
ଭଗବାନ ସ୍ବପ୍ନରେ ଆସି କହିଲେ କି ସେ ତଳେ ପଡ଼ି କରି ରହିଛନ୍ତି ଆଉ ତାଙ୍କୁ ଉଠାଇ ପୂଜା କରିବାକୁ । ଆଉ ଏହି ଘରର ଝିଅକୁ ଏହି ସବୁ ସ୍ବପ୍ନ ହୋଇଥିଲା । ସ୍ଵପ୍ନରେ ଆସି ଭଗବାନ ଅନେକ କଥା କହିଛନ୍ତି ଆଉ ତାଙ୍କୁ ବାହାର କରିବାକୁ କହିଥିଲେ ।
ଏହାପରେ ମାଟି ତଳୁ ପିତଳ ମୂର୍ତ୍ତି ବାହାରିଥିଲା । ଆଉ ଏହି ଉଈ ହୁଙ୍କାରୁ ଠାକୁର ବାହାରିଥିଲା । ଏହିଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଞ୍ଚଳର ସଦର ନିର୍ବାଚନ ମଣ୍ଡଳୀର ଜନାଦନପୁର ପଞ୍ଚାୟତ ବଳରାମପୁର ପଞ୍ଚାୟତର ଜନୈକ ଘରେ ମାଟି ତଳେ ବାହାରିଛି ପିତ୍ତଳ ମୂର୍ତ୍ତି ।
ଏଭଳି ଅଲୌକିକ ଘଟଣା ନେଇ ଏବେ ଚର୍ଚ୍ଚା ହେଉଛି । ଏହି ଘଟଣା ଏବେ ଚର୍ଚ୍ଚାକୁ ଆସିଛି । ଏହି ଅଞ୍ଚଳର ହରିହର ମହାନ୍ତିଙ୍କ ଘରର ପୁରୁଣା ରୋଷେଇ ଘରେ ୧୫ ବର୍ଷ ତଳେ ଏକ ଉଇ ହୁଙ୍କା ପୂଜା କରାଯାଉଥିଲା ।
ସେହିଦିନ ଠାରୁ ଘରଲୋକେ ଏହାକୁ ପୂଜା କରି ଆସୁଥିଲେ । ମାତ୍ର ଗତ ୧୫ ଦିନ ତଳେ ସ୍କୁଲରେ ପଢୁଥିବା ଅଙ୍କିତାକୁ ଭଗବାନ ସ୍ବପ୍ନାଦେଶ ଦେଇଥିଲେ । ଆଉ ମାଟି ତଳେ ଠାକୁର ଅଛନ୍ତି ବୋଲି କହିଥିଲେ । ମାଟି ଖୋଳିବା ପରେ ଦେବଦେବୀ ବାହାରିଥିଲେ ।
ଆଉ ଏଥିରୁ ଆହୁରି ଅଧିକ ଦେବଦେବୀ ବାହାରିବେ ବୋଲି ସ୍ୱପ୍ନାଦେଶ ହେଉଛି । ଆଉ ଏହି ଭିଡିଓ ମାଧ୍ୟମରେ ଏହି କଥା ଜଣାପଡିଛି । ଏବେ ସବୁ ମୂର୍ତ୍ତି ମାଟି ଖୋଳି ବାହାର କରି ପୂଜାର୍ଚ୍ଚନା କରାଯାଉଛି । ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଗ୍ରାମବାସୀ ଏହାକୁ ନେଇ ବହୁତ ଭକ୍ତି କରୁଛନ୍ତି ।