Movie prime

ପୁଣି ରିଲ୍ସ ନିଶାରେ ଯୁବପିଢି ଦେଖନ୍ତୁ ଛାତ ଉପରେ ଚଢିଲେ ରିଲ୍ସ କଲେ ସୂତା ଖିଅରେ ଚାଲିଯାଇଥାନ୍ତା ଜୀବନ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଟିକଟକ୍ ପରେ ଏବେ ରିଲ୍ସକୁ ନେଇ ଅନେକ କଥା ଆସୁଛି । ଏବେ ଯୁବପିଢୀ ରିଲ୍ସ କବଳରେ ଅଛନ୍ତି । ଆଉ ଲୋକମାନେ ସୋସିଆଲ ମିଡିଆରେ ଏହି ରିଲସକୁ ନେଇ ଅନେକ ଖବର ଦେଖୁଥିବେ । ରିଲ୍ସ କରି ଅନେକ ଲୋକ କିଭଳି ହଇରାଣ ହେଉଛନ୍ତି ତାହା ଦେଖୁଥିବେ ।
ଆଉ ଏବେ ପୁଣି ରିଲ୍ସକୁ ନେଇ କିଛି ଖବର ଆସିଛି । ଲୋକମାନେ ରିଲ୍ସକୁ ପ୍ରାଧାନ୍ୟ ଦେଇ ନିଜ ଜୀବନ ପ୍ରତି ବିପଦ ବି ଆଣୁଛନ୍ତି । ଏବେ କିଛି ଲୋକଙ୍କୁ ସୋସିଆଲ ମିଡ଼ିଆରେ ରିଲ୍ସ କରି ରାତାରାତି ପ୍ରସିଦ୍ଧ ହେବାର ନିଶା ଘାରିଛି ଆଉ ଲୋକମାନେ ଏଭଳି ସବୁ କାମ କରୁଛନ୍ତି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । କିଛି ଯୁବପିଢୀ ନିଜ ସାହସିକତା ଦେଖାଇବା ପାଇଁ ଟ୍ରେନ ଉପରେ ଚଢ଼ି ରିଲ୍ସ କରିଥାନ୍ତି । ଆଉ କିଛି ଯୁବପିଢୀ ବାଇକ୍ ଚଲାଉଥିବା ବେଳେ ରିଲସ କରୁଛନ୍ତି ।
Viral video
ରିଲ୍ସ ନିଶା ଯୁବପିଢୀଙ୍କୁ ଏଭଳି ଘାରିଛି ଯେ ସେମାନେ ବିପଦଜନକ କାମ କରିବାକୁ ବି ପଛାଉ ନାହାନ୍ତି । ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଆପଣମାନେ ଦେଖିପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ କଲେଜ ଛାତ୍ରୀ ରିଲ୍ସ କରିବା ପାଇଁ ଏଭଳି କାମ କରିଛନ୍ତି ଯାହା ଆପଣ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ ଜଣେ କଲେଜ ଛାତ୍ରୀ ଛଅ ମହଲା ଛାତ ଉପରେ ରିଲ୍ସ କରୁଛନ୍ତି । 
ଏହି ଖବର ଆସିଛି ବ୍ରହ୍ମପୁର ସହରର ଶଶୀଭୂଷଣ ରଥ ସରକାରୀ ସ୍ଵୟଂଶାସିତ ମହିଳା ବିଦ୍ୟାଳୟରୁ । ଗତକାଲି ତିନି ରୁ ଅଧିକ ଯୁକ୍ତ ଦୁଇ ଛାତ୍ରୀ ନୂତନ ଭାବରେ ଥିବା ମହାବିଦ୍ୟାଳୟର ଛଅ ମହଲା ଛାତ ଉପରକୁ ଯାଇଥିଲେ ।ଆଉ ସେଠାରେ ସେମାନେ ରିଲ୍ସ କରିଥିଲେ ଏବଂ ଫଟୋ ଉଠାଉଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି ।
ଏହି ଖବର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଅଛନ୍ତି । ଏହି ଘଟଣା ଦୁଇବର୍ଷ ତଳର ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି । ସେଠାକୁ ଯିବାକୁ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ମନା କରାଯାଇଛି । ଏବେ ଏନେଇ ଏକ ନୋଟିସ ଜାରି କରାଯାଇଛି । ଆଉ ଏହାର ତଦନ୍ତ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷ କହିଛନ୍ତି ।