Movie prime

ଦେଖନ୍ତୁ ହନିମୁନ ରେ ଗୋଆ ରେ ସ୍ଵାମୀ ସହ ହଟ୍ ଡ୍ୟାନସ୍ କରୁଛନ୍ତି ରିୟା

 
Viral video
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ସେ ଭଲ ଅଭିନୟ କରିବା ସହିତ ବହୁତ ସୁନ୍ଦର ଡାନ୍ସ ମଧ୍ୟ କରନ୍ତି।ଦର୍ଶକ ମାନେ ତାଙ୍କୁ ବହୁତ ଭଲ ପାଇବା ଜଣାଇଛନ୍ତି।ଆପଣମାନେ ଜାଣିଥିବେ ଯେ ଅଭିନେତ୍ରୀ ରିୟା ଦେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।
ତାଙ୍କ ବାହାଘରରେ ଅନେକ କଳାକାରମାନେ ସାମିଲ ହୋଇଥିଲେ।ବହୁତ ଭଲ ପାଇବା ମିଳିଥିଲା।ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ଦେ ସୋସିଆଲ ମିଡିଆରେ ଅନେକ ସମୟରେ ଫଟୋ ଆଉ ଭିଡିଓ ସେୟାର କରିଥାନ୍ତି।
ଦର୍ଶକ ମାନେ ତାଙ୍କ ଭିଡିଓ ଆଉ ଫଟୋ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି।ବର୍ତମାନ ଅଭିନେତ୍ରୀ ରିୟା ଦେ ତାଙ୍କ ସ୍ବାମୀ ଙ୍କ ସହିତ ଗୋଆ ବୁଲିବା ପାଇଁ ଯାଇଛନ୍ତି।
ଯାହାର ଫଟୋ ଆଉ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।ଯାହାକି ବର୍ତମାନ ସମୟରେ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଅଭିନେତ୍ରୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।ଗୋଆ ଅଭିନେତ୍ରୀ ରିୟା ଦେ ଆଉ ତାଙ୍କ ସ୍ଵାମୀ କେବଳ ଯାଇ ନାହାଁନ୍ତି,ତାଙ୍କ ସହିତ ଅଭିନେତା ସମ୍ବିତ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ଯାଇଛନ୍ତି।
ଗୋଆ ରେ ସମସ୍ତେ ବହୁତ ମଜା ମସ୍ତି କରୁଛନ୍ତି।ସେ ଯେଉଁ ଯେଉଁ ଜାଗା ବୁଲୁଛନ୍ତି ତାହାର ଭିଡିଓ କରୁଛନ୍ତି ଏବଂ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ସେୟାର କରୁଛନ୍ତି।
ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ଦେ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ସେ ବାବୁଶାନ୍,ଅରିନ୍ଦମ,ଅନୁଭବ ଙ୍କ ସହିତ ଚଳଚ୍ଚିତ୍ର ରେ ନଜର ଆସିଛନ୍ତି।ବର୍ତମାନ ଦର୍ଶକ ମାନେ ଏହା ଦେଖି ବହୁତ ଖୁସି ହୋଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.