Movie prime

ରିୟାଙ୍କ ସୁଟିଙ୍ଗ ସେଟକୁ ପ୍ରଥମ ଥର ଆସିଲେ ସ୍ଵାମୀ ସୁନିଲ ଦେଖନ୍ତୁ ସେହି ସମୟର ଦୃଶ୍ୟ

 
Special report
ଆପଣମାନେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତ ଓଡ଼ିଶାବାସୀ ଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।
ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ବହୁତ ସୁନ୍ଦର ଅଭିନୟ କରିବା ସହିତ ବହୁତ ସୁନ୍ଦର ଡାନ୍ସ ମଧ୍ୟ କରିଥାନ୍ତି।ଦର୍ଶକ ମାନେ ତାଙ୍କ ଅଭିନୟ ଆଉ ଡାନ୍ସ କୁ ବହୁତ ପସନ୍ଦ କରିଥାନ୍ତି।
ଅଭିନେତ୍ରୀ ରିୟା ଅନେକ ଗୁଡ଼ିଏ ଓଡ଼ିଆ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।ଯାହାକି ସୁପର ହିଟ ହୋଇଥାଏ।ଦିୱାନା ହେଲି ତୋ ପାଇଁ, ସୁପର ଷ୍ଟାର ବାବୁଶାନ୍ ମହାନ୍ତି ଙ୍କ ସହିତ
 ଇଡିଏଟ୍,ଅମ୍ଳାନ ଙ୍କ ସହିତ ଗୋଲାପି ଗୋଲାପି, ଅମ୍ଳାନ ଙ୍କ ତୁ ମୋ ଦେହର ଛାଇ,ଅରିନ୍ଦମ ଙ୍କ ସହିତ କଳକି,ପାଗଳ କରିଛୁ ତୁ,ପ୍ରେମ ପାଇଁ ମହାଭାରତ ଏହିଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି।
ଆପଣମାନେ ଜାଣିଥିବେ ଅଭିନେତ୍ରୀ ରିୟା ଦେ ବର୍ତମାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।ତାଙ୍କ ସ୍ଵାମୀ ଙ୍କ ନାମ ହେଉଛି ସୁନିଲ। ଓଲିଉଡ଼ ର ଏହି ଜବରଦସ୍ତ ଅଭିନେତ୍ରୀ ରିୟା ସୁନିଲ ଙ୍କୁ ଦୀର୍ଘ ଦିନ ଧରି ଭଲ ପାଇଥିଲେ।
ତାଙ୍କ ବାହାଘର ବହୁତ ଧୁମ ଧାମ ରେ ହୋଇଥିଲା।ପ୍ରଥମ ଥର ପାଇଁ ଅଭିନେତ୍ରୀ ରିୟା ଙ୍କ ସ୍ବାମୀ ସୁନିଲ ସୁଟିଂ ସେଟ୍ କୁ ଆସିଥିବାର ଭିଡିଓ ଦେଖିବାକୁ ମିଳିଛି।
ଅଭିନେତ୍ରୀ ରିୟା ଏକ ଫିଲ୍ମ ସୁଟିଂ ପାଇଁ ଓଡ଼ିଶା ବାହାରକୁ ଯାଇଛନ୍ତି।ସେଠାରେ ସେ ଓଲିଉଡ଼ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସମ୍ବିତ ଙ୍କ ସହିତ ସୁଟିଂ କରୁଥିବାର ନଜର ଆସିଛନ୍ତି।ରିୟା ଙ୍କ ସୁନିଲ ମଧ୍ୟ ସେଠାକୁ ଯାଇଛନ୍ତି।
ସେମାନେ ସୁଟିଂ ସେଟ୍ ରେ ବହୁତ ସାରା ମଜା ମସ୍ତି କରୁଥିବାର ମଧ୍ୟ ଦେଖିବାକୁ ମିଳିଛି।ରିୟା ଙ୍କୁ ସୁନିଲ ଟିଭି ରୁ ଦେଖି ଭଲ ପାଇଥିଲେ।ସେ ଆଜି କୁ ପ୍ରାୟ ଦୁଇ ମାସ ରୁ ଉର୍ଦ୍ଧ ସମୟ ହୋଇଗଲାଣି ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଲେଣି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.