Movie prime

କଳା ସଂସ୍କୃତି କୁ ଆଉ କେତେ ତଳକୁ ପକାଇବେ ଆଜିର ସମାଜ ଲକ୍ଷ୍ମଣ ବେଶରେ ଗୁଆ ଘିଅ ଗୀତରେ ଯୁବତୀ ଙ୍କ ସହ ଥେଇ ଥେଇ ହେଲେ କଳାକାର VIRAL VIDEO

 
scdscf

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବାକୁ ପାଉଥିବେ । ଆଉ ଏମିତି କିଛି ଭିଡିଓ ଅଛି ଯାହା ଦେଖିଲେ ଆପଣ ବି କନଫ୍ୟୁଜ ହୋଇଯିବେ କି ଏହା ପୌରାଣିକ ଭିଡିଓ ନା କମେଡି ଭିଡିଓ । ଏବେ ଏମିତି ଏକ ପୌରାଣିକ ଭିଡିଓ ଦେଖାଯାଉଥିବା ବେଳେ ଏହା ହେଉଛି ଆଧୁନିକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି ।


ଆପଣମାନେ ତ ସମସ୍ତେ ରାମାୟଣ ବିଷୟରେ ଜାଣିଥିବେ । ଏହା ଏକ ପୌରାଣିକ ଗ୍ରନ୍ଥ ଅଟେ । ଏହି ରାମାୟଣ ଗ୍ରନ୍ଥ ଲୋକମାନଙ୍କୁ ବହୁତ କିଛି ଶିଖାଇଥାଏ । ଆଉ ଲୋକମାନଙ୍କ ମନରେ ଏକ ପ୍ରକାରର ଭଲ ଭାବନା ଆଣିଥାଏ । ଏହି ପୌରାଣିକ ରାମାୟଣ ଗାଁ ଗହଳିରେ ଆଜି ଯାଏଁ ପ୍ରଚଳିତ ହେଉଛି । ଏହି ରାମାୟଣକୁ ଲୋକମାନଙ୍କ ଦ୍ବାରା ପ୍ରଦର୍ଶନ କରାଯାଉଛି । 


ଆଉ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ରାମାୟଣର ନାଟକରେ ଅଭିନୟ କରୁଥିବା ଲକ୍ଷ୍ମଣ ସେଠାରେ ଆଇଟମ ଦ୍ୟାନ୍ସ କରୁଥିବା କିଛି ଝିଅମାନଙ୍କ ସହ ମିଶି ଗୁଆ ଘିଅ ଗୁଆ  ଘିଅ ଗୀତରେ ନାଚୁଛନ୍ତି । ଏହା ସତରେ ଏକ ନିନ୍ଦନୀୟ ଘଟଣା ଅଟେ । ପୌରାଣିକ ନାଟକ ପ୍ରଦର୍ଶନ କରୁଥିବା ଲକ୍ଷ୍ମଣ ଏପରି ଏକ ନିନ୍ଦନୀୟ କାର୍ଯ୍ୟ ସମସ୍ତଙ୍କ ମନରେ କଷ୍ଟ ଦେଇଛି । ଆଉ ସମସ୍ତଙ୍କର ପୌରାଣିକ ଭାବନାକୁ ଆଘାତ କରିଛି । ଏହି ଭିଡିଓ କେଉଁ ସ୍ଥାନର ଜଣାପଡିନାହିଁ । 


ଏମିତି ଆଉ ଏକ ଭିଡିଓ ବି ଆପଣ ଏହି ଭିଡିଓରେ ଦେଖିପାରିବେ ଯେଉଁଥିରେ ରାମ ଆଉ ସୀତା ଭୂମିକାରେ ରାମାୟଣ ନାଟକ ପ୍ରଦର୍ଶନ କରୁଥିଲେ । ଆଉ ରାମ ଏବଂ ସୀତା ଆଧୁନିକ ରୋମାଣ୍ଟିକ ଗୀତରେ ନାଚୁଥିବାର ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ଏହି ଭିଡିଓ ଭାଇରାଲ ହେବା ପରେ ଏହି ନାଟକରେ ଅଭିନୟ କରିଥିବା ରାମ ସମସ୍ତଙ୍କୁ କ୍ଷମା ମାଗିଛନ୍ତି ଆଉ ଏଭଳି ଭିଡିଓ କରିବେନି ବୋଲି କହିଛନ୍ତି ।