Movie prime

ସକାଳୁ ସକାଳୁ ମହିଳା ଥାନା ରେ ଗଜପତି କୁ ଆରେଷ୍ଟ କର କହି ବୁଲିଲେ ରାଣୀ ପ୍ରିୟଦର୍ଶିନୀ, ସେ କିଏ ବେ ମତେ କହିବ .. ସାର ତାକୁ ଜଲ୍ଦୀ ଗିରଫ କର

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ଯାତ୍ରା ଜଗତ ରେ କିଭଳି ଘଟଣା ସବୁ ଘଟୁଛି ଆପଣ ମାନେ ସମସ୍ତେ ଜାଣି ଥିବେ।ନିକଟରେ ବାଲେଶ୍ଵର ଥରେ ଧଉଳି ଗଣନାଟ୍ୟ ର ଟ୍ରକ୍ ଓଲଟି ପଡ଼ି ଥିଲା।ଏହା ପର ଠାରୁ ବିବାଦ ବଢିବାରେ ଲାଗିଛି।
Special report
ପ୍ରଥମେ ରାଣୀ ପଣ୍ଡା ଙ୍କ କଥା କୁ ନେଇ ତାଙ୍କୁ ଧମକ ଦିଆ ଯାଇ ଥିଲା।ଏବେ ପୁଣି ଥରେ ଜଣେ ଅଭିନେତ୍ରୀ ଙ୍କୁ ଧମକ ଦିଆ ଯାଇଛି।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଉକ୍ତ ଅଭିନେତ୍ରୀ ଜଣକ ଏବେ ଥାନା ର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁସାରେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ରାଣୀ ପ୍ରିୟଦର୍ଶିନୀ।ଯିଏ କି ଯାତ୍ରା ଜଗତ ରେ ଗତ କିଛି ଦିନ ହେବ ଚର୍ଚ୍ଚା ରେ ଅଛନ୍ତି।ସେ ଯାତ୍ରା ରେ ଅଭିନୟ କରନ୍ତି।ହେଲେ ତାଙ୍କ ସହିତ ଏଭଳି କିଛି ଘଟଣା ଘଟି ଥିବ ବୋଲି କେହି ବିଶ୍ବାସ କରି ନାହାନ୍ତି।
କିଛି ଗୁଣ୍ଡା ମାନେ ତାଙ୍କ ନିକଟ କୁ ଆସି ଥିଲେ।ତାଙ୍କ ବେକ ରେ ଛୁରୀ ଲଗାଇ ତାଙ୍କୁ ଧମକ ଦେଇ ଥିଲେ।ତାଙ୍କୁ କହି ଥିଲେ କି ତୁ ଯଦି ଗଣ ମାଧ୍ୟମ ଆଗରେ କିଛି ବି କଥା ପ୍ରକାଶ କରିବୁ ତୋତେ ବାହାର ରାଜ୍ୟ ରେ ନେଇ ବିକ୍ରୀ କରି ଦେବୁ।
Special report
ସେଠାରେ ତୋ ସହିତ ଏପରି କିଛି ହେବ ଯାହାକୁ ତୁ କେବେ ବି ବିଶ୍ଵାସ କରି ପାରିବୁ ନାହିଁ।ଏହି କଥା ଶୁଣିବା ପରେ ରାଣୀ ପ୍ରିୟଦର୍ଶିନୀ ଭୟବିତ ହୋଇ ଯାଇ ଥିଲେ।ସେ ସାଙ୍ଗେ ସାଙ୍ଗେ ଏ ନେଇ ଥାନା ରେ ଅଭିଯୋଗ କରିଥିଲେ।
କିଛି ଲୋକ ଙ୍କ ନାମ ରେ ସେ ଅଭିଯୋଗ କରିଛନ୍ତି।ଜଣେ ଓକିଲ ଙ୍କୁ କେସ ଲଢ଼ିବା ପାଇଁ ନିଯୁକ୍ତି କରିଛନ୍ତି।ସେହି ଓକିଲ ଙ୍କ କହିବା ଅନୁଯାୟୀ ରାଣୀ ଙ୍କୁ ଧମକ ଦିଆ ଯାଇଛି।ଏଭଳି ଗୋଟିଏ ଝିଅ ସହିତ କରିବା କେବେ ବି ଠିକ୍ ନୁହେଁ ।ସେମାନଙ୍କୁ ଦଣ୍ଡ ଦିଆ ଯିବା ଉଚିତ।
ଯଦି ବି କେହି ଭୁଲ କାମ କରୁଛନ୍ତି ତାଙ୍କ ପାଇଁ ପୋଲିସ ଅଛି।କୋର୍ଟ ଅଛି।ସେମାନେ ବୁଝିବେ।ଏଭଳି କାହା ସହ କରିବା ଠିକ୍ ନୁହେଁ।ରାଣୀ ଙ୍କୁ ନ୍ୟାୟ ମିଳିବ।
ଯେଉଁ ମାନେ ତାଙ୍କ ସହିତ ଏପରି କରିଛନ୍ତି ସେ ବହୁତ ଜଲଦି ଜେଲ କୁ ଯିବେ।ଏଥିରେ କିଛି ସନ୍ଦେହ ନାହିଁ।ମୁଁ ଏହି କେସ କୁ ଲଢିବି।ରାଣୀ ଙ୍କୁ ଜିତାଇବି ବୋଲି କହିଛନ୍ତି।ଏହି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଚି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.