Movie prime

ସ୍ତ୍ରୀ ର ଅନୁପସ୍ଥିତି ସୁଯୋଗ ନେଇ ନିଜ ଶାଳୀ ସହ ଅନୈତିକ କାଣ୍ଡ କରିଦେଲା ବୁଢ଼ା ଭିଣେଇ!!

 
Special report
ନମସ୍କାର ପାଠକ ବନ୍ଧୁ। ବର୍ତ୍ତମାନ ସମୟରେ ଏପରି ଅନ ଲାଇନ ଆପ୍ଲିକେସନ ବାହାରୁଛି ଯାହାକୁ ଶୁଣି ଆପଣ ମାନେ ଆଶ୍ଚଯ୍ୟ ହେବେ।ଏହି ଆପ୍ ଗୁଡିକ ମାଧ୍ୟମ ରେ ବିବାହ କରୁଛନ୍ତି।ଓ ବିବାହ ହୋଇ ସାରିଲା ପରେ ମଧ୍ୟ ଅନ୍ୟ ବନ୍ଧୁ ମାନଙ୍କ ସହିତ କଥା ହୋଇ ପାରିବେ।ଟିଣ୍ଡର୍,ଏସଲେ,ଓ
Special report
 ବମ୍ବର ଏମିତି ଏକ ଆପ ଯେଉଁଥିରେ ଆପଣ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ ଓ ସ୍ତ୍ରୀ ଙ୍କ ସହିତ କଥା ହୋଇ ପାରିବେ।ବର୍ତ୍ତମାନ ସମୟ ରେ ଆମେ ଏକ ବିଂଶ ଶତାବ୍ଦି ରେ ପହଁଞ୍ଚି ସାରିଛେ।ବିଜ୍ଞାନ ବହୁତ ଆଗକୁ ଆଗେଇ ସାରିଛେ।
ଏହି ଆପ ଗୁଡିକୁ ଅନ୍ୟ ଦେଶ ତୁଳନା ରେ ଭାରତୀୟ ଯୁବକ ମାନେ ବେଶୀ ପସନ୍ଦ କରୁଛନ୍ତି।ହେଲେ ତାଙ୍କ ପିତା ମାତା ମାନେ ଏହି ଆପ କୁ ପସନ୍ଦ କରୁ ନାହାନ୍ତି।ଏହି ଆପ ରେ ପୁରୁଷ ଓ ମହିଳା ପରସ୍ପର ସହିତ ସାଙ୍ଗ ହୋଇ କଥା ହେଉଛନ୍ତି।ଏବଂ ତାହା ବହୁତ ସମୟ ଧରି ଚାଲୁଛି।
Special report
ଏହି ଆପ ଟି କେବଳ ବିବାହିତ ଲୋକ ଙ୍କ ପାଇଁ ସୃଷ୍ଟି ହୋଇଛି।ଯେଉଁ ମାନେ ନିଜ ବୈବାହିକ ଜୀବନ ରେ ଖୁସି ନାହାନ୍ତି।ସେମାନେ ଏହି ଆପ ଜରିଆ ରେ ଅନ୍ୟ ମାନଙ୍କ ସହିତ କଥା ହୋଇ ପାରିବେ।ଏହାର ସବ ସ୍କ୍ରାଇବର ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି।
Special report
ଅନ୍ୟ ଏକ ଆପ ହେଉଛି ଗ୍ଲିଦେନ୍ ଯାହାକି ଦିଲ୍ଲୀ,ମୁମ୍ବାଇ,ବେଙ୍ଗାଲୁରୁ,ଓ କୋଲକାତା ଭଳି ବଡ଼ ବଡ଼ ସହର ମାନଙ୍କ ରେ ରହିଛି।ସେହିଭଳି ଟିୟର୍ ୨ ଓ ୩ ଲକ୍ଷ୍ନୋ,ଭୋପାଲ,ହାଇଦ୍ରାବାଦ ଭଳି ଛୋଟ ସହର ରେ ରହିଛି।
Special report
ବର୍ତ୍ତମାନ ସମୟ ରେ ଏହି ଆପ ଗୁଡିକ ଅଧିକ ଲୋକପ୍ରିୟ ହେଉଛି।ଏହି ସହର ରେ ଥିବା ମହିଳା ମାନେ ଏହାକୁ ଅଧିକ ବ୍ୟବହାର କରୁଛନ୍ତି।
ଏକ ରିପୋର୍ଟ ଅନୁସାରେ ଏହି ଆପ ଟି ଲୋକ ମାନଙ୍କ ପାଇଁ ଠିକ ନୁହେଁ।ଏଥିରୁ ଜଣା ଯାଉଛି ଯେଉ ମହିଳା ଓ ପୁରୁଷ ମାନେ ନିଜ ବୈବାହିକ ଜୀବନ ରେ ଖୁସି ନାହାନ୍ତି ସେମାନେ ଏହାକୁ ବହୁତ ବ୍ୟବହାର କରୁଛନ୍ତି।
କିଛି ସହର ର ମହିଳା ମାନେ ସେମାନଙ୍କ ସ୍ଵାମି ଙ୍କୁ ଧୋକା ଦେଉଛନ୍ତି ଏହି ଆପ ଜରିଆ ରେ।ଏହି ଆପ ଟି ଲୋକ ମାନଙ୍କ ଘର ସଂସାର କୁ ଭାଙ୍ଗି ଦେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.