Movie prime

ନିଜ କଲେଜ୍ ପଢୁଆ ଶାଳୀ ସହ ଖରାପ୍ କାମ କରିଦେଲା ଭିଣେଇ, ପରେ ଶାଳୀ କହିଲା ମୁଁ ମୋ ଭିଣେଇ ଙ୍କୁ ହିଁ ବାହା ହେବି ସେ କିଛି ଭୁଲ କରି ନାହାନ୍ତି

 
Special Report
ବର୍ତମାନ ଏକ ଲଜ୍ୟା ଜନକ ଘଟଣା ସାମ୍ନାକୁ ଆସିଛି।ୟୁପିର ବାଦାଉନ୍‌ର ଏକ ପ୍ରେମ ସମ୍ପର୍କ ମାମଲା ତିନି ଜଣଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି।
ସୂଚନା ଅନୁସାରେ ଭେଣଇ ଏବଂ ଶାଳୀ ପରସ୍କର ଙ୍କୁ ବହୁତ ଭଲ ପାଉଥିଲେ।ବାହାଘର ଗୋଟେ ଦିନ ପୂର୍ବରୁ ଭେଣଇ ଆଉ ଶାଳୀ ଫେରାର ହୋଇ ଯାଇଥିବା ଘଟଣା ସାମ୍ନାକୁ ଆସିଛି।ଯାହାକି ବର୍ତମାନ ସମୟରେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।
Special Report
ଏଠାରେ ଶାଳୀ ଜଣଙ୍କ ତାଙ୍କ ଭେଣଇ ଙ୍କୁ ପାଗଳ ପରି ଭଲ ପାଉଥିଲେ।ଏପରିକି ବାହା ହେବାକୁ ଯାଉଥିବା ଯୁବତୀ ଙ୍କ ଭଉଣୀ ମଧ୍ୟ ଏହି ବିଷୟରେ କିଛି ଜାଣି ନଥିଲେ।
ଝିଅଟିର ବିବାହ ସ୍ଥିର ହୋଇଥିଲା, କିନ୍ତୁ ସେ ତାଙ୍କ ଭେଣଇ ଙ୍କ ସହ ରହିବାକୁ ଚାହୁଁଥିଲେ। ଯୁବତୀ ଜଣଙ୍କ ଭେଣଇ ଙ୍କ ସହିତ ରହିବା ପାଇଁ ତାଙ୍କ ପରିବାର ସଦସ୍ୟଙ୍କ ସହିତ ଝଗଡ଼ା କରିଥିଲେ।
Viral video
ଯୁବତୀଙ୍କ ବିବାହିତ ଭଉଣୀ ତାଙ୍କ ସହିତ ରହିବାକୁ ଏକ ଅଜବ ସର୍ତ୍ତ ରଖିଥିଲେ।ଅନ୍ୟପକ୍ଷରେ,ଶଶୁର ଏସବୁ ଦେଖି ବହୁତ ରାଗି ଯାଇଥିଲେ।ଏହାପରେ ଜ୍ୱାଇଁ ଙ୍କ ନାମରେ ରିପୋର୍ଟ ଦାଖଲ କରିଥିଲେ।
ଏହାପରେ ପୋଲିସ ଉଭୟଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୋଲିସ ଉଭୟଙ୍କୁ ଧରି ପୋଲିସ ଷ୍ଟେସନକୁ ଆଣିଥିଲା।ଯୁବତୀଙ୍କ ବିବାହିତ ଭଉଣୀ ମଧ୍ୟ ସେଠାରେ ପହଞ୍ଚିଥିଲେ।
Viral video
ସେ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ପୋଲିସ ଆଗରେ ଏକ ଅଜବ ସର୍ତ୍ତ ରଖିଥିଲେ। ମହିଳା ଜଣକ କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଭଉଣୀ ଙ୍କୁ ନେଇ ଫେରାର ହୋଇ ଯାଇଥିଲେ, ଯଦି ସେ ତାଙ୍କ ଭଉଣୀ ସହିତ ରହିବାକୁ ଚାହାଁନ୍ତି,
ତେବେ ସେ ଖୁସିରେ ରୁହନ୍ତୁ କିନ୍ତୁ ସେ ତାଙ୍କ ସ୍ୱାମୀଙ୍କ ସମ୍ପତ୍ତି ମାଗିଥିଲେ।ଶାଳୀ କିନ୍ତୁ ଭେଣଇ ସହିତ ରହିବା ପାଇଁ ଜିଦ୍ ଧରି ବସିଥିଲେ।ଏହି ଘଟଣା ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି.

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.