Movie prime

ସଲମାନ୍ ଖାଁ ଙ୍କୁ ଷ୍ଟେଜ ରେ ଦେଖି ଡର ରେ ଝିଅ କୁ ଧରି ପଳେଇଲେ ଐଶ୍ୱର୍ଯ୍ୟା, ଲୋକେ କହିଲେ ଏତେ ଡର କଣ ପାଇଁ..

 
Special Report
ଆପଣମାନେ ବଲିଉଡ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସଲମାନ୍ ଖାନ୍ ଙ୍କୁ ବେଶ ଭଲ ଭାବରେ ଜାଣିଥିବେ।ଦର୍ଶକ ମାନେ ଗଙ୍କ ତାଙ୍କ ଅଭିନୟ ଦେଖିବା ପାଇଁ ଅପେକ୍ଷା କରି ରହିଥାନ୍ତି।
ସଲମାନ ଖାନ ଚଳିତ ବର୍ଷ ଇଦ୍ ଅବସରରେ ତାଙ୍କର ଏକ ଚଳଚ୍ଚିତ୍ର ମୁକ୍ତିଲାଭ ହୋଇଛି।ଏବଂ ତାଙ୍କର ଚଳଚ୍ଚିତ୍ର ହେତୁ ସେ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି।ବର୍ତମାନ ଅଭିନେତା ସଲମାନ ଖାନଙ୍କ ବିଷୟରେ ଆଲୋଚନା କରାଯାଉଛି।
ନିକଟରେ ଅଭିନେତ୍ରୀ ଐଶ୍ବରୀୟା ରାୟ ବଚନ ଙ୍କ ସହିତ ସଲମାନ ଖାନ୍ ଙ୍କ ମୁହାଁମୁହିଁ ହେବା ମାତ୍ରେ ତାଙ୍କ ଅବସ୍ଥା ବିଗିଡି ଯାଇଛି।ଐଶ୍ବରୀୟା ତାଙ୍କ ସାମ୍ନାକୁ ଆସିବା ମାତ୍ରେ ସଲମାନ ଖାନଙ୍କ ଅବସ୍ଥା କାହିଁକି ବିଗିଡି ଯାଇଛି ତାହା ବର୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Special Report
୨୦୨୩ ବର୍ଷ ସଲମାନ ଖାନଙ୍କ ପାଇଁ ବହୁତ ଭଲ ରହିଛି କାରଣ,ଚଳିତ ବର୍ଷ ତାଙ୍କ ଚଳଚ୍ଚିତ୍ର ଭଲ ରୋଜଗାର କରୁଥିବା ବେଳେ ଅନ୍ୟ ପଟେ ଐଶ୍ବରୀୟା ରାୟ ବଚନ ମଧ୍ୟ ଅମ୍ବାନୀ ପରିବାରର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।
ଯେଉଁମାନେ ଶୁଣୁଛନ୍ତି ଯେ ଐଶ୍ବରୀୟା ଙ୍କ ସାମ୍ନାରେ ସଲମାନଙ୍କ ଅବସ୍ଥା ବିଗିଡି ଯାଇଛି ସେମାନେ କେହି ବିଶ୍ବାସ କରୁ ନାହାଁନ୍ତି।ସମସ୍ତେ ସଲମାନ ଖାନ ଏବଂ ଐଶ୍ବରୀୟା ରାୟ ବଚନ ଙ୍କୁ ଏକାଠି ଦେଖିବେ ଅପେକ୍ଷା କରି ରହିଥାନ୍ତି।
ଏବଂ ବର୍ତ୍ତମାନ କୁହାଯାଉଛି ଯେ ସଲମାନ ଏବଂ ଐଶ୍ବରୀୟା ଆଜିକାଲି ମୁହାଁମୁହିଁ ହୋଇଛନ୍ତି ଏବଂ ଐଶ୍ବରୀୟା ଙ୍କ ସାମ୍ନାରେ ଅଭିନେତା ସଲମାନଙ୍କ ଅବସ୍ଥା ବିଗିଡି ଯାଇଛି।
Special Report
ଆପଣମାନେ ଜାଣିଥିବେ ଇଦ୍ ଅବସରରେ ସଲମାନ ଖାନଙ୍କ ଫିଲ୍ମ ମୁକ୍ତିଲାଭ କରିଥିଲା।ଏବଂ ବହୁତ ଭଲ ଟଙ୍କା ମଧ୍ୟ ରୋଜଗାର ହେଉଥିଲା।କିନ୍ତୁ ଅତୀତରେ ଐଶ୍ବରୀୟା ରାୟଙ୍କ ଫିଲ୍ମ PS2 ରିଲିଜ ହେବା ମାତ୍ରେ
 ସଲମାନ ଖାନଙ୍କ ଫିଲ୍ମ ଅଳ୍ପ ଟଙ୍କା ରୋଜଗାର କରିଛି।ଏବଂ ସେଥିପାଇଁ ଲୋକମାନେ କହୁଛନ୍ତି ଯେ ଐଶ୍ବରୀୟା ତାଙ୍କ ସାମ୍ନାକୁ ଆସିବା ମାତ୍ରେ ସଲମାନଙ୍କ ଅବସ୍ଥା ବିଗିଡି ଯାଇଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.