Movie prime

ସଲମାନ୍ ଙ୍କ ଉପରେ ରାଗି ନିଆଁ ହେଲେ କାଟ୍ରିନା ଙ୍କ ସ୍ଵାମୀ ଭିକି, କୋଉ ସଲମାନ୍ ତୁ ବେ! ତୋ ଲାଗି ମୋ ପରିବାର ନଷ୍ଟ ହେଇଚି, ତୁ ଯାଆ ବେ

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ହେଉଛନ୍ତି ବଲିଉଡ ର ଏକ ଚର୍ଚ୍ଚିତ ଚେହେରା। ସେ ତାଙ୍କର ଫିଲ୍ମ୍ ପାଇଁ ଯେତିକି ଚର୍ଚ୍ଚାରେ ଥାଆନ୍ତି ତାହା ଠାରୁ ଅଧିକା ସେ ତାଙ୍କର ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥାଆନ୍ତି।
ତେବେ ଆପଣ ମାନେ ଜାଣିଥିବେ କି ତାଙ୍କୁ ୫୭ ବର୍ଷ ହୋଇଥିଲେ ଶୁଦ୍ଧା ବର୍ତ୍ତମାନ୍ ସୁଦ୍ଧା ସେ ବିବାହ କରି ନାହାଁନ୍ତି। ହେଲେ ବଲିଉଡ ରେ ଅନେକ ଅଭିନେତ୍ରୀ ମାନଙ୍କ ସହ ତାଙ୍କର ସମ୍ପର୍କ ଥିବାର ଚର୍ଚ୍ଚା ହୁଏ।
Special Report
ଆପଣ ମାନେ ଜାଣିଥିବେ କି ସଲମାନ୍ ଖାନ ପୁର୍ବରୁ କ୍ୟାଟ୍ରିନା ଙ୍କ ସହ ସମ୍ପର୍କରେ ଥିଲେ।କ୍ୟାଟ୍ରିନା କିଛି ବର୍ଷ ପୂର୍ବେ ଭିକି କୌଶଲ ବିବାହ କରିଥିଲେ।ସେବେଠାରୁ ସଲମାନ ଖାନ ଏବଂ ଭିକି କୌଶଲଙ୍କ ବିଷୟରେ କୁହାଯାଉଥିଲା
ଯେ ପରସ୍ପର ମଧ୍ୟରେ ଭଲ ସମ୍ପର୍କ ନାହିଁ।ନିକଟରେ ଏକ ସମାରୋହ ରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ନିକଟରେ ଭିକି କୌଶଲ ଏକ ସମାରୋହ ଆୟୋଜିତ କରିଥିଲେ।
 ଆଉ ସେ ଏହି ସମାରୋହ ରେ ଦୀର୍ଘ ଦିନ ଧରି ଭିକିଙ୍କ ପତ୍ନୀଙ୍କ ସହ ସମ୍ପର୍କ ରଖିଥିବା ସଲମାନ ଖାନ ମଧ୍ୟ ଯାଇଥିଲେ। ଆଉ ତାଙ୍କୁ ସେଠାରେ ଦେଖି ଲାଗୁଥିଲା କି ବୋଧ ହୁଏ ସେ ଭିକି କୌଶଲ ଙ୍କ ସହ ହାତ ମିଳାଇବା ପାଇଁ ଚାହୁଁ ଛନ୍ତି।
Special Report
ମାତ୍ର ଯେତେବେଳେ ଭିକି କୌଶଲ ସଲମାନ୍ ଙ୍କ ସହ ହାତ ମିଳାଇବା ପାଇଁ ହାତ ବଢାଇ ଥିଲେ ସେତେବେଳେ ସେଠାରେ ସଲମାନ୍ ତାଙ୍କୁ ଅଣଦେଖା କରି ଚାଲି ଯାଇଥିଲେ।
ଏବେ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଆଉ ଏହି ଭିଡ଼ିଓ କୁ ମଧ୍ୟ ଏକାଧିକ ଲୋକ ଦେଖି ସାରିଲେଣି ଆଉ ଏହି ଭିଡିଓ କୁ ଯିଏ ଦେଖୁଛି ସେ କହୁଛି ଦୁହିଁଙ୍କ ମଧ୍ୟରେ ବୋଧ ହୁଏ କିଛି ମନାନ୍ତର ବା ମତାନ୍ତର ହୋଇଛି।
ଏବେ ଏହି ଭିଡିଓ ଟିକୁ ଦେଖି ସମସ୍ତେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି। ତେବେ ସଲମାନ୍ ଙ୍କ ଏଭଳି ବ୍ୟବହାର ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଅନୁରୋଧ।