Movie prime

ସମସ୍ତଙ୍କୁ ଠେଲି ଭିତରେ ପଶିଗଲେ ସହିଦ ଙ୍କ ସ୍ତ୍ରୀ..ଥରେ ହେଲେ ଶେଷଥର ପାଇଁ ଦେଖିବାକୁ ଦିଅ...

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗତ କାଲି ସହିଦ ଯବାନ ସରୋଜ ଙ୍କ ମୃତ ଦେହ ତାଙ୍କ ଗାଁ ରେ ପହଞ୍ଚିଛି।ଯାହାକୁ ଦେଖିବା ପାଇଁ ହଜାର ହଜାର ସଂଖ୍ୟା ରେ ଲୋକ ଭିଡ ଲାଗିଥିଲେ।ତାଙ୍କ ପତ୍ନୀ ତାଙ୍କୁ ଦେଖିବା ପାଇଁ ଘର ଭିତରୁ ଦଉଡ଼ି ଆସିଲେ।
Special report
କାନ୍ଦି କାନ୍ଦି ତାଙ୍କ ପରିବାର ଲୋକେ ବେହୋସ୍ ହୋଇ ଯାଉଛନ୍ତି।ସତରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଛି।ସରୋଜ ସେ ଗାଁ ର ପୁଅ ଥିଲେ।ଜଣେ ଓଡ଼ିଆ ଯବାନ ଥିଲେ।୮ ମାସ ତଳେ ସେ ବିବାହ କରିଥିଲେ।
ହେଲେ ହଟାତ ତାଙ୍କ ସୁନା ର ସଂସାର ଭାଙ୍ଗି ଯିବ।ସେ କେବେ ବି ବିଶ୍ଵାସ କରି ନ ଥିଲେ।ସୂଚନା ଅନୁସାରେ ସରୋଜ ଭାରତୀୟ ସେନା ବାହିନୀ ରେ କାର୍ଯ୍ୟ ରତ ଥିଲେ।ସେ ଯେଉଁ ଠାରେ କାର୍ଯ୍ୟରତ ଥିଲେ ସେଠାରେ ବହୁତ ପରିମାଣ ରେ ବର୍ଷା ହେଉଥିଲା।
ବାହାରକୁ ଯିବା ସମ୍ଭବ ହେଇ ନ ଥିଲା।ମୃ-ତ୍ୟୁ ର କିଛି ସମୟ ପୂର୍ବ ରୁ ସେ ତାଙ୍କ ପତ୍ନୀ ଙ୍କୁ ଭିଡିଓ କଲ କରି କଥା ହେଉ ଥିଲେ।ସେତେବେଳେ ସବୁ କିଛି ଠିକ୍ ଥିଲା।ତାଙ୍କର କିଛି ହୋଇ ନାହି ବୋଲି ସେ କହିଥିଲେ।ହେଲେ ହଟାତ ବନ୍ୟା ଆସି ତାଙ୍କ ଗାଡ଼ି କୁ ଭସାଇ ନେଇ ଚାଲି ଗଲା।
Special report
କେଉଁ ମାଟି ରେ ଯାଇ ସରୋଜ ଙ୍କ ମୃତ ଦେହ ପୋତି ହୋଇ ରହିଲା।ଏହା ପରେ ଅନ୍ୟ ଯବାନ ମାନେ ସର୍ଚ୍ଚ ଅପରେସନ କରିବା ପରେ ତାଙ୍କ ମୃତ ଦେହ ଉଦ୍ଧାର କରା ଯାଇଛି।ଏବେ ତାଙ୍କୁ ତାଙ୍କ ଗାଁ ବାସ ଭବନ କୁ ଅଣା ଯାଇଛି।ସେଠାରେ ତାଙ୍କ ଶେଷ କୃତ୍ୟ କରା ଯିବ।
୮ ମାସ ତଳେ ସେ ବିବାହ କରିଥିଲେ।ମନ ରେ କେତେ ସ୍ବପ୍ନ କେତେ ଆଶା ନେଇ ତାଙ୍କ ପତ୍ନୀ ଘର କୁ ଆସି ଥିଲେ। ସାତ ଜନ୍ମ ପାଇଁ ସାଥୀ ହେବା ପାଇଁ ସେମାନେ କଥା ଦେଇଥିଲେ।ହେଲେ ସେହି ବନ୍ୟା ତାଙ୍କର ସବୁ କିଛି ଛଡାଇ ନେଇ ଚାଲି ଗଲା।
ପତି ର ଶବ କୁ ଦେଖି ପତ୍ନୀ ନିଜ କୋହ କୁ ସମ୍ଭାଳି ପାରିଲା ନାହିଁ।ଘର ଭିତରୁ ଦଉଡ଼ି ଆସିଲା।ସ୍ଵାମୀ ର ଶବ ଆଗରେ କାନ୍ଦି କାନ୍ଦି ଲୁହ ଗଡ଼ାଇ ଚାଲି ଥାଏ ପତ୍ନୀ।
ହେଲେ ଯେତେ କାନ୍ଦିଲେ ବି ତା ସ୍ବାମୀ ଥରେ ବି ଶୁଣିଲା ନାହିଁ।ସବୁ ଦିନ ପାଇଁ ଚାଲି ଗଲା ଆର ପାରି କୁ।ଏହି ଦୃଶ୍ୟ କୁ ସେଠାରେ ଥିବା ଲୋକ ମାନେ ଦେଖିଲା ପରେ ସେମାନଙ୍କ ଆଖିରେ ମଧ୍ୟ ଲୁହ ଆସି ଯାଉ ଥାଏ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.