Movie prime

ବଡ ଖବର - ଏତେ ବର୍ଷ ପରେ ସାମ୍ନାକୁ ଆସିଲା ବଡ ସତ ଦେଖନ୍ତୁ ବହୁ ଚର୍ଚ୍ଚିତ ଟାଇ ଟନିକ ର ଖୋଲିଲା ରହସ୍ୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏଭଳି କିଛି ଭିଡିଓ ଦେଖିଥିବେ ଯାହା ଶୁଣିଲେ ଆପଣ ଅନେକ ଖବର ଜାଣିପାରିବେ । ଆପଣମାନେ ଜାହାଜ ବୁଡିଯିବା ଖବର ତ ଭଲଭାବେ ଜାଣିଥିବେ । ଏବେ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଆପଣମାନେ ଜାଣିପାରିବେ । 
ସତ ଏବେ ସାମ୍ନାକୁ ଆସିଲା । ଟାଇଟନ ବୁଡିଲା ନାହିଁ। ତା ସହ ଏଭଳି କିଛି ହେଇଛି ଯାହା ଆପଣମାନେ ସମସ୍ତେ ଜାଣିଥିବେ । ଏହି ଭିଡିଓରେ ଆପଣମାନେ ଏହି ଖବର ବିଷୟରେ ଜାଣିପାରିବେ । ୧୨୫୦୦ ଫୁଟ ତଳେ ଟାଇଟନ ବୁଡି ରହିଥିଲା ।
Special Report
ସେଥିପାଇଁ ହୋଇଛି ଏହି ୫ ଜଣ କୋଟିପତିଙ୍କର ମୃ-ତ୍ୟୁ । ଟାଇଟନ ଜାହାଜ ପାଣି ଭିତରେ ବୁଡ଼ି ନଥିଲା । କି ଏହି ବୁଡ଼ା ଜାହାଜ ଭିତରେ ଅକ୍ସିଜେନ ଅଭାବ ବି ନଥିଲା । ଏହି କାରଣରୁ ପର୍ଯ୍ୟଟକଙ୍କ ମୃ-ତ୍ୟୁ ହୋଇନାହିଁ ।
ସୂଚନା ମିଳିଛି କି ଏହି ଗଭୀର ଜଳ ଭିତରେ ବିସ୍ଫୋରଣ ହୋଇଥିଲା ଏହି ଟାଇଟନ ବୁଡା ଜାହାଜ। ଆଉ ଏହି ଦୁର୍ଘଟଣାରେ ପାଞ୍ଚ ଜଣ ପର୍ଯ୍ୟଟକଙ୍କର ମୃ-ତ୍ୟୁ ହୋଇଛି । ଏହି ଜାହାଜକୁ ଖୋଜିବା ପାଇଁ ରୋବୋ ଅପରେଟିଂ ଭେହିକିଲ ପଠା ଯାଇଥିଲା ।
Special Report
ଆଉ ଏହି ଜାହାଜର ଭଗ୍ନାବଶେଷ ଟାଇଟନ ଜାହାଜ ଠାରୁ ୧୬୦୦ ଫୁଟ ଦୁରତାରେ ମିଳିଛି ବୋଲି ସୂଚନା ମିଳିଛି । ଯେଉଁଥିରେ ବୁଡ଼ା ଜାହାଜର ଦୁଇଟି ସେକ୍ସନ ମିଳିଛି । ପାଣି ଭିତରେ ଟାଇଟନ ବିସ୍ଫୋରଣ ହୋଇଛି ବୋଲି ସୂଚନା ମିଳୁଛି ।
Special Report
ଏଠି ପ୍ରଶ୍ନ ଆସୁଛି କି ଏହି ଜାହାଜ ବିସ୍ଫୋରଣ କିପରି ହେଲା ? ଯଦି ଜାହାଜରେ ପ୍ରେସର୍ କମିଯିବା ମେସିନ ଖରାପ ହୋଇଥାଏ ତାହେଲେ ଏହି ଜାହାଜ ଭିତରେ ପାଣି ପଶି ଯାଇଥାଏ । ଆଉ ଏହା ଚାପ ସୃଷ୍ଟି କରେ । ଆଉ ଏହାପରେ ବିସ୍ଫୋରଣ ହୋଇଥାଏ ।
ଆଉ ଏହି ଟାଇଟନ ଜାହାଜ ସହ ଏଭଳି ହୋଇଛି ବୋଲି ସୂଚନା ମିଳିଛି । ଏହି ଜାହାଜ ଯାତ୍ରା ଆରମ୍ଭ କରିବାର ୧ ଘଣ୍ଟା ୪୫ ମିନିଟ ପରେ ଏହା ନିଖୋଜ ହୋଇ ଯାଇଥିଲା । ଆଉ ଏହାପରେ ଏଭଳି ଘଟଣା ଘଟିଥିଲା । ପାଞ୍ଚ ଜଣଙ୍କ ମୃତଦେହ ମିଳିବା ଅସମ୍ଭବ ବୋଲି ଜଣାପଡିଛି କାରଣ ଏହି ଘଟଣା ବହୁତ ଗଭୀରରେ ଘଟିଥିଲା ।

Around The Web