Movie prime

ସାମ୍ନାକୁ ଆସିଲା VIRAl VIDEO ଦେଖନ୍ତୁ ରାସ୍ତା ମଝିରେ ସ୍ତ୍ରୀକୁ ଭଡ଼ା ଲଗାଇଲା ଡେଲିଭରି ବୟ

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଡେଲିଭରି ବୟର କାହାଣୀ ବା ଘଟଣା ବିଷୟରେ ଖବର ପାଇପାରିବେ ।
Special Report
ଏବେ ଅନଲାଇନ୍ ଯୁଗରେ ଲୋକମାନେ ଖାଇବା ଅର୍ଡର କରିଥାନ୍ତି । ଆଉ ଲୋକମାନଙ୍କ ପାଖରେ ଖାଇବା ପହଞ୍ଚାଇବା ପାଇଁ କିଛି ଲୋକ ଚାକିରୀ କରିଥାନ୍ତି । ଏବେ ଏହି ଖାଇବା ଡେଲିଭରି ଦେଉଥିବା ଯୁବକଙ୍କ ସହିତ ଘଟିଛି କିଛି ଘଟଣା ।
ରାସ୍ତାରେ ଦୁଇଜଣ ବ୍ୟକ୍ତି ବାଇକରେ ଯାଉଥିଲେ । ଆଉ ସେମାନେ ରାସ୍ତାରେ ଯାଉଥିବା ସମୟରେ ଡେଲିଭରି ବୟ ଜଣଙ୍କୁ ଦେଖିଲେ । ସେହି ଡେଲିଭରି ବୟ ଜଣକ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ ।
Special Report
ସେ ନିଜ ବାଇକ୍ ଗଡ଼େଇ ଗଡ଼େଇ କାନ୍ଦି କାନ୍ଦି ଯାଉଥିବା ବେଳେ ଏହି ଦୁଇଜଣ ବ୍ୟକ୍ତି ଏହି ସ୍ଵିଗି ବୟଙ୍କୁ ପଚାରିଥିଲେ କିଛି ଅସୁବିଧା ହୋଇଛି କି । ଏହାପରେ ଏହି ଡେଲିଭରି ସ୍ୱିଗି ବୟ ଜଣକ ବାପା ବାପା କହି କାନ୍ଦି ଉଠିଥିଲେ । ଏହାପରେ ସେହି ବ୍ୟକ୍ତିମାନେ ସମ୍ପୂର୍ଣ୍ଣ ଖବର ପଚାରିଥିଲେ । 
ଏହି ଡେଲିଭରି ସ୍ୱିଗି ବୟ ଜଣକ କହିଛନ୍ତି ତାଙ୍କ ସ୍ତ୍ରୀ ତାଙ୍କ ନାଁରେ ଥାନାରେ ଅଭିଯୋଗ କରିବାକୁ ଯାଇଛନ୍ତି । ଆଉ ନିଜ କପଡା ନିଜେ ଚିରି ଦେଇ ସ୍ବାମୀ ବିରୋଧରେ ଦୁ-ଷ୍କ-ର୍ମ ଅଭିଯୋଗ ଦେଇଛନ୍ତି ।
Special Report
ଏହି ବ୍ୟକ୍ତି ଜଣକ ତାଙ୍କ ସ୍ତ୍ରୀକୁ ଘରେ ଥିବା ପେଟ୍ରୋଲ ଗାଡ଼ିରେ ପକାଇବାକୁ କହିଥିଲେ । ଆଉ ଏହାପରେ ସ୍ତ୍ରୀ ଜଣକ ତେଲ ଶୁଣି ଘରେ ଥିବା ରିଫାଇନ ତେଲକୁ ନେଇ ଗାଡ଼ିରେ ପକାଇ ଦେଇଥିଲେ । ଏହାପରେ ସ୍ବାମୀଙ୍କୁ ତେଲ ଆଣିବାକୁ କହିଥିଲେ । ଆଉ ସ୍ବାମୀ ଜଣକ କହିଥିଲେ 'କାଲି ତେଲ ଆଣିଥିଲେ କୁଆଡେ ଗଲା ' ।
ଏହାପରେ ସ୍ତ୍ରୀ ଜଣକ କହିଲେ ' ତୁମେ କହିବାରୁ ତେଲ ଗାଡ଼ିରେ ପକାଇ ଦେଲେ ' । ଏହି କାରଣ ପାଇଁ ଏହି ସ୍ବାମୀ ଆଉ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ା ଘର ଭିତରେ ଥିଲା କିନ୍ତୁ ଏହି ସ୍ତ୍ରୀ ଜଣକ ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ।
ଆଉ ନିଜେ ପିନ୍ଧିଥିବା କପଡ଼ାକୁ ଚିରି ସ୍ବାମୀଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଏହି କାରଣରୁ ସ୍ବାମୀ ଜଣକ ଯିଏ କି ଡେଲିଭରି ସ୍ୱିଗି ବୟ ସେ ରାସ୍ତାରେ କାନ୍ଦି କାନ୍ଦି ଯାଉଛନ୍ତି । ଆଉ କହୁଛନ୍ତି ତାଙ୍କ ସ୍ତ୍ରୀକୁ କେହି ନେଇଯାଅ ବୋଲି । ଏହି କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଇ ଯାଉଛନ୍ତି ।