Movie prime

ମୋ ସହ ମାସ ମାସ ଧରି ଖରାପ ସମ୍ପର୍କ ରଖିଲା ଆଉ ଏବେ କହୁଚି ତତେ ବାହା ହେବିନି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଆପଣଙ୍କୁ ଏଭଳି ଏକ ପ୍ରେମ କାହାଣୀ ସମ୍ପର୍କରେ କହିବାକୁ ଯାଇଛୁ ଯାହା ସମ୍ପର୍କରେ ଶୁଣିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। ଦେଖା ଚାହାଁ ପରେ ବିବାହ ସ୍ଥିର ହୋଇଥିଲା।
Special report
ଏଭଳି କି ଦୁହିଁଙ୍କ ରିଙ୍ଗ ସେରିମନି ମଧ୍ୟ ସରି ଯାଇଥିଲା। ରିଙ୍ଗ ସେରିମନି ରେ କେକ୍ କାଟି ବିବାହ ପାଇଁ ମଧ୍ୟ ବେଶ ଖୁସୀ ଥିଲେ ଉଭୟ। ଆଉ ସେହି ସମୟରେ ଆଖିରେ ଆଖିରେ ଉଭୟ ଙ୍କ ମଧ୍ୟରେ ପ୍ରେମ ହୋଇ ଗଲା।
ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ବଢ଼ି ଯାଇଥିଲା। ମେ ମାସ ୨୫ ତାରିଖରେ ଦୁହିଁଙ୍କ ବିବାହ ମଧ୍ୟ ହୋଇଥିଲା। ଆଉ ତାହାପରେ ଶାଶୂ ଘର ଲୋକ ଯୁବତୀ ଜଣକୁ ଅନେକ ନିର୍ଯାତନା ଦେଇଥିଲେ।
କହିଥିଲେ କି ଯଦି ସେ ଯୁବତୀ ଘରେ ରୁହେ ତେବେ ତାଙ୍କୁ ଜୀବନରୁ ମାରି ଦେବେ। ଏହାପରେ ତାଙ୍କୁ ବିଭିନ୍ନ ପ୍ରକାରର ଧମକ ମଧ୍ୟ ଦେଇଥିଲେ। ଆଉ ଏହାପରେ ମହିଳା ଜଣକ କହିଛନ୍ତି କି,
Special report
ତାଙ୍କର ସ୍ୱାମୀ ତାଙ୍କୁ ଘର ଲୋକଙ୍କ କଥା ଅନୁସାରେ ଜୁନ ୧ ତାରିଖରେ ଟ୍ରେନ୍ ରେ ବସାଇ ଦେଇଥିଲେ। ଆଉ ସେତେବେଳେ ମହିଳା ଜଣକ ନିକଟରେ ମୋବାଇଲ ଫୋନ୍ ମଧ୍ଯ ନଥିଲା।
ଆଉ ଯେତେବେଳେ ଯୁବତୀ ଜଣକ ଆସି ଢେଙ୍କାନାଳ ଷ୍ଟେସନ ରେ ପହଞ୍ଚି ଥିଲେ ସେତେବେଳେ ଅନ୍ୟ ଜଣକ ଫୋନ ରୁ ସେ ତାଙ୍କର ମାଆ ଙ୍କୁ ଫୋନ୍ କରିଥିଲେ ଏହାପରେ ତାଙ୍କର ମାଆ ସେଠାକୁ ଆସି ମହିଳା ଜଣକୁ ସେଠାରୁ ନେଇ ଯାଇଥିଲେ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଗ୍ରାମ ଆଳୁଆଝରଣ ଅଞ୍ଚଳରେ।୧୮ ବର୍ଷୀୟା ଯୁବତୀ ଙ୍କୁ ପ୍ରେମରେ ଫସାଇ ତାଙ୍କୁ ପ୍ରତାରଣା ଦେଇ ଘରୁ ବାହାର କରି ଦେଇଛି ପ୍ରେମିକ।
ଯୁବକ ଜଣକ ନାମ ହେଉଛି ମନିସ ଦେହୁରୀ। ଆଉ ଯୁବକ ଜଣକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କର ସ୍ତ୍ରୀ କୁ ଛାଡ଼ି ଦେଇଛନ୍ତି। ଯାହା ଫଳରେ କି ମହିଳା ଜଣକ ଆଇନ ର ସହାୟତା ନେଇଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.