Movie prime

ସଂପର୍କ ରଖିବାକୁ ସ୍ତ୍ରୀ ବାଧ୍ୟ କଲା ହେଲେ ସ୍ଵାମୀ କଲା ଏମିତି

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ସୋସିଆଲ ମିଡିଆରେ ଅନେକ ଭିଡିଓ ଦିନକୁ ଦିନ ଖୁବ ଭାଇରାଲ୍ ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଆଜିକାଲି ଘରେ ଘରେ ସ୍ମାର୍ଟ ଫୋନ ପିଲା ଠାରୁ ବୁଢ଼ା ସମସ୍ତେ ମଧ୍ୟ ଏହି ସ୍ମାର୍ଟ ଫୋନ ର ବ୍ଯବହାର କରୁଛନ୍ତି। ସେଥିପାଇଁ ଏକ ସାଧାରଣ ଘଟଣା ମଧ୍ୟ ଖୁବ ସହଜରେ ଭାଇରାଲ ହୋଇ ଯାଉଛି। ତେବେ ଆପଣ ମାନେ ଜାଣିଥିବେ କି,
ଆମ ସମାଜ ବର୍ତ୍ତମାନ ଏତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି କି ମଣିଷ ନିଜର ମନୋବାଞ୍ଛା ପୂରଣ କରିବାକୁ କିଛି ବି କରିବାକୁ ପ୍ରସ୍ତୁତ ଅଟନ୍ତି। ଏଭଳି ଦିନକୁ ଦିନ ସମାଜରେ ଅନ୍ୟାୟ ଅଧର୍ମ ମଧ୍ୟ ବଢ଼ିବାରେ ଲାଗିଛି।
ଆମେ ଆପଣଙ୍କୁ ସେଭଳି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ। ଆଜ୍ଞା ହଁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ମଧ୍ଯ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ବୟସ୍କ ବ୍ୟକ୍ତି ମହିଳା ଜଣକ ଘରେ ପଶି ଯାଇଛନ୍ତି। ଏବଂ ସେ ମଧ୍ୟ ମହିଳା ଜଣକ ସହ ଖରାପ୍ ବ୍ଯବହାର କରିଛନ୍ତି। ଏହାପରେ ମହିଳା ଜଣକ ତାଙ୍କୁ ଚପଲ ଧରି ମାରିବାକୁ ମଧ୍ଯ ଗୋଡ଼ାଇ ଛନ୍ତି।
ଏହାପରେ ସେ ସେହି ବ୍ୟକ୍ତି ଜଣକୁ ଖୁବ ପାଟି ତୁଣ୍ଡ ମଧ୍ୟ କରିଛନ୍ତି। ଏହା ମଧ୍ୟ କହିଛନ୍ତି କି ସେ ତାଙ୍କ ବାପା ବୟସ ର ହୋଇ ମଧ୍ୟ ତାଙ୍କ ସହ ଏଭଳି ବ୍ଯବହାର କରୁଛନ୍ତି ଏବଂ ତାଙ୍କୁ ଟିକେ ଖରାପ୍ ମଧ୍ଯ ଲାଗୁନି।
ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଟି ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓ ମଧ୍ୟ ଅନ୍ୟ କେଉଁ ସ୍ଥାନର ନୁହେଁ ବରଂ ଏହି ଭିଡିଓ ଆମ ଓଡ଼ିଶାର।
ଏହି ଭିଡିଓ କୁ ଦେଖିବା ପରେ ଲୋକ ମାନେ ଏହାକୁ ଖୁବ ନିନ୍ଦା କରିବାରେ ଲାଗି ପଡିଛନ୍ତି। ତେବେ ଏହି ଭିଡିଓ ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.