Movie prime

ସଂସଦ ରେ ଓଡ଼ିଆ ଝିଅ ଭାଷଣ ଶୁଣି ତାଳି ମାରିଲେ ଲୋକେ, ଆପଣ ବି ଥରେ ଶୁଣି ନିଅନ୍ତୁ ଗର୍ବ ରେ ଛାତି ଫୁଲି ଉଠିବ

 
Special report
ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଜିର ସମୟ ରେ ଓଡ଼ିଶା ପ୍ରତି ଟି କ୍ଷେତ୍ର ରେ ନିଜ ନାମକୁ ବଜାଇ ରଖିଛି।ଓଡ଼ିଶା ର ବହୁ ବିଜ୍ଞ ଲୋକ ମାନେ ବହୁ ଉଚ୍ଚ ସ୍ତର ରେ କାମ କରୁଛନ୍ତି।ଓ ଓଡ଼ିଶା ର ନାମ କୁ ରଖି ପାରିଛନ୍ତି।
Special report
ଆଜି ଆମେ ସେଭଳି ଜଣେ ଝିଅ ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସେ ହେଉଛନ୍ତି ଅନମୋଲ ଅଙ୍କିତା।ଯିଏ କି ଲୋକ ସଭା ରେ ଏପରି କିଛି ଭାଷଣ ଦେଲେ ସମସ୍ତେ ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ।ତାଙ୍କ କଥା ରେ ଯେପରି ଅମୃତ ଝରି ପଡୁ ଥିଲା।
ସୂଚନା ଅନୁସାରେ ଅଙ୍କିତା ହେଉଛନ୍ତି କଳାହାଣ୍ଡି ଜିଲ୍ଲାର ଝିଅ।ସେ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ବିଷୟରେ ଭାଷଣ ଦେବା ପାଇଁ ଲୋକ ସଭା ରେ ଉପସ୍ଥିତ ହୋଇ ଥିଲେ।ଲୋକ ସଭା ତାଙ୍କ ଭାଷଣ ରେ କଂପି ବାକୁ ଲାଗିଥିଲା।ସେ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ବିଷୟ ରେ କହିବାକୁ ଆରମ୍ଭ କଲେ।
ସେ କହିଥିଲେ କି ସେ ଜଣେ ବହୁତ ବିଶ୍ଵସ୍ଥ ଲୋକ ଥିଲେ।ନିଜ କର୍ମ ବଳ ରେ ସେ ଆଜି ସାରା ଦେଶ ରେ ପରିଚିତ ଅଛନ୍ତି।ସେ ତାଙ୍କ ଉଚ୍ଚତା ରେ ଛୋଟ ଥିଲେ।କିନ୍ତୁ ତାଙ୍କ କାର୍ଯ୍ୟ ପାଇଁ ସେ କେବେ ବି ଛୋଟ ନ ଥିଲେ।
Special report
ତାଙ୍କର ବ୍ୟକ୍ତି ଗତ ଜୀବନ କୁ ଦେଖିଲେ ଅନେକ କଥା ଶିଖିବାକୁ ମିଳେ।ସେ ଭାରତ ର ପ୍ରଧାନ ମନ୍ତ୍ରୀ ଥିଲେ।ସେ ସବୁବେଳେ କହୁଥିଲେ କି ଜୟ ଯବାନ ଜୟ କିଷାନ୍।କୃଷକ ଯବାନ ମାନଂକ ର ଉନ୍ନତି ହେଲେ ଦେଶ ର ଉନ୍ନତି ହେବ।
ସେ ଆତ୍ମ ନିର୍ଭର ଭାରତ ପାଇଁ ସ୍ବପ୍ନ ଦେଖିଥିଲେ।ଏବେ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହେଲାଣି।ନାରୀ ମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦିଆ ଗଲାଣି।ବେଟି ବଚାଓ ବେଟି ପଢାଓ ନାମ ରେ ଅନେକ କଥା କୁହା ଯାଉଛି।
ଧୀରେ ଧୀରେ ତାଙ୍କର ସ୍ବପ୍ନ ଯେପରି ସାକାର ହେଉଛି ସେପରି ଲାଗୁଛି।ଶାସ୍ତ୍ରୀ ବିଶ୍ଵାସ କରୁଥିଲେ କେବଳ କଠିନ ପରିଶ୍ରମ ଦ୍ଵାରା ଆମ ଦେଶ ଆଗକୁ ଯାଇ ପାରିବ।ଏହି କଥା ଟି ଏବେ ସଫଳ ହେଉଛି।
ସମସ୍ତଙ୍କ ସାଥିରେ ଓ ସମସ୍ତଙ୍କ ବିକାଶ ମାଧ୍ୟମ ରେ ଏହି କଥା ଟି ଧୀରେ ଧୀରେ ସତ ହେବାକୁ ଲାଗୁଛି।ଓଡ଼ିଆ ଝିଅ ର ଏଭଳି କଥା କୁ ସମସ୍ତେ ବହୁତ ପ୍ରଶଂସା କରିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.