Movie prime

ନିଜ ପ୍ରେମ ସମ୍ପର୍କର କାହାଣୀ ନିଜେ କହିଲେ ଆୟୁଷ ଦେଖନ୍ତୁ କେମିତି ଆରମ୍ଭ ହୋଇଥିଲା ରାଜଲକ୍ଷ୍ମୀଙ୍କ ସହ ପ୍ରେମ

 
Viral
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଆପଣମାନେ ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଧାରାବାହିକ ବି ଦେଖୁଥିବେ । ଆପଣମାନେ ସମସ୍ତେ ପୂର୍ବରୁ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ "କିଛି ଲୁହ ପିଇ ଯାଏ ଓଠ" ଦେଖିଥିବେ । ଏହି ଧାରାବାହିକ ବହୁତ ଭଲ ଅଟେ । 
Viral
ଏହି ଧାରାବାହିକରେ ଅଭିନେତା ସନ୍ତୋଷ ବହୁତ ସୁନ୍ଦର ଅଭିନୟ କରିଥିଲେ । ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅଭିନେତା ସନ୍ତୋଷ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ଏହି ଅଭିନେତା ଜଣକ ସବୁବେଳେ ଚର୍ଚ୍ଚାକୁ ଆସିଥାନ୍ତି ।
ଏବେ ସେ ତାଙ୍କ ବିବାହକୁ ନେଇ କିଛି କଥା କହିଛନ୍ତି । ଅଭିନେତା ଆୟୁଷ ତାଙ୍କ ବିବାହକୁ ନେଇ କହିଛନ୍ତି କି ସେ ରାଜଲକ୍ଷ୍ମୀଙ୍କୁ ବିବାହ କରିଛନ୍ତି । ସେମାନେ ଆଗ ଭାଇ ଭଉଣୀ ଥିଲେ ବୋଲି ସେ କହିଛନ୍ତି ।
ଏବେ ଲୋକମାନେ ଏହି ଅଭିନେତା ଜଣଙ୍କୁ ଯେଉଁଠି ବି ଦେଖୁଛନ୍ତି ତାଙ୍କୁ ଆୟୁଷ ଡାକୁଛନ୍ତି । ଲୋକମାନେ ତାଙ୍କୁ ନେଇ ଅନେକ କଥା କହିଛନ୍ତି । ଆୟୁଷ ପାଇଁ ଲୋକମାନେ ଗୋଟିଏ ସମୟରେ ପାଗଳ ଥିଲେ ।
Viral
ଆଉ ସେତେବେଳେ ସେ ବହୁତ ଭଲ ଅଭିନୟ କରିଥିଲେ । ସେତେବେଳେ ସେ କ୍ୟାରେକ୍ଟର ଡିମାଣ୍ଡରେ ଥିଲା । ରାଜଲକ୍ଷ୍ମୀ କହିଛନ୍ତି ସେ ଆଉ ସନ୍ତୋଷ ଭାଇ ଆଉ ଭଉଣୀ ଥିଲେ । ଆଉ ତାଙ୍କ ଭିତରେ ପ୍ରେମ ହୋଇଗଲା । ଆଉ ସେମାନେ ପରସ୍ପରକୁ ଭଲ ପାଇଥିଲେ ।
ଏହାପରେ ସେମାନେ ବିବାହ କରିଲେ । ଆଉ ଏବେ ସେମାନେ ଭଲରେ ଅଛନ୍ତି । ରାଜଲକ୍ଷ୍ମୀ ମଧ୍ୟ ଅନେକ ଧାରାବାହିକରେ ଅଭିନୟ କରିଥିଲେ । ସେମାନେ ଧାରାବାହିକରେ ଭାଇ ଆଉ ଭଉଣୀ ଥିଲେ ।
ଆଉ ସେମାନେ ଧାରାବାହିକରେ ଭଲ ପାଇଥିଲେ । ଦୁର୍ଗା ଧାରାବାହିକର ମହା ମୁକାବିଲାରେ ସେମାନେ ଦେଖା ହୋଇଥିଲେ । ଆଉ ପରସ୍ପର ସହ ଭଲ ପାଇଥିଲେ । ଏବେ ସେମାନେ ବହୁତ ଖୁସିରେ ଅଛନ୍ତି । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କିଛି କଥା ତାଙ୍କ ବିଷୟରେ ଜାଣିପାରିବେ ।