Movie prime

ସରକାରୀ ସ୍ଵାମୀ ଚାକିରି କୁ ଗଲା ପରେ ଚାକର ସହ ଅନବରତ ସମ୍ପର୍କ ରେ ବ୍ୟସ୍ତ ରହିଲା ସ୍ତ୍ରୀ..

 
Special Report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମୟ ରେ ମହିଳା ମାନେ ଏଭଳି କିଛି କାଣ୍ଡ ଘଟାଉ ଅଛନ୍ତି।ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ଆଜି ଆମେ ସେଭଳି ଏକ ଘଟଣା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ସ୍ଵାମୀ କାମକୁ ଗଲା ପରେ ପର ପୁରୁଷ ଙ୍କ ସହିତ ରାସ ଲୀଳା କରିଥିଲେ ସ୍ତ୍ରୀ।
Special Report
ଯାହାକୁ ଦେଖି ଦେଇଥିଲେ ପଡୋଶୀ ଘର ମହିଳା।ମହିଳା ଜଣକ ନିଜ ସ୍ଵାମୀ ଙ୍କୁ ଏ ବିଷୟ ରେ ନ ଜଣାଇବାକୁ ସେହି ପଡୋଶୀ ମହିଳା ଙ୍କୁ ଧମକ ଦେଇଥିଲେ।ଯାହାକୁ ଏବେ ଚର୍ଚ୍ଚା ହେଉଚି।
ସୂଚନା ଅନୁସାରେ ସେଠାରେ ଲାଗି ଥିବା ସି ସି ଟିଭି କ୍ୟାମେରା ରେ ଏଭଳି କିଛି ଜିନିଷ କଏଦ ହୋଇଚି ଯାହାକୁ ଆପଣ ମାନେ ଦେଖିଲେ ବିଶ୍ଵାସ କରିପାରିବେ ନାହିଁ।।ଜଣେ ମହିଳା ନିଜ ସ୍ଵାମୀ ଙ୍କୁ ନେଇ ଘର ବାହାର କୁ ଆସି ଥିଲେ।ତାଙ୍କ ସ୍ଵାମୀ ବାହାରକୁ କାମ କରିବାକୁ ଯାଉଥିଲେ।
ଏହି ସମୟ ରେ ତାଙ୍କ ସ୍ବାମୀ ଙ୍କ ସହିତ ପଡୋଶୀ ମହିଳା ଙ୍କ ର ସାକ୍ଷାତ କରି ଥିଲେ।ନିଜ ସ୍ତ୍ରୀ ଉପରେ ଟିକେ ଦୃଷ୍ଟି ଦେବା ପାଇଁ ସେ କହିଥିଲେ।ସେ ଚାଲି ଯିବା ପରେ ଜଣେ ପୋଲିସ ବାବୁ ଆସି ଉକ୍ତ ମହିଳା ଙ୍କ ଘରେ ପଶି ଥିଲେ।
Special Report
ପଡୋଶୀ ମହିଳା ଜଣକ ଘର ର ଝରକା ଫାଙ୍କ ରେ ଦେଖିଥିଲେ କି ଉକ୍ତ ମହିଳା ଜଣକ ସେହି ପୋଲିସ ବାବୁ ଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖିଥିଲେ।ସେ ଏହାକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ସେ କଣ କରିବେ ଭାବି ପାରୁ ନ ଥିଲେ।
ସେହି ସ୍ଥାନ ରେ ସେ ଅନେକ ସମୟ ଧରି ଠିଆ ହୋଇ ଥିଲେ।ଏହା ପରେ ମହିଳା ଜଣକ ଘର ଭିତରୁ ବାହାରି ଆସି ତାଙ୍କ ସହିତ କଥା ହୋଇ ଥିଲେ।ପଡୋଶୀ ମହିଳା ଙ୍କୁ ଧମକ ଦେଇ କହିଥିଲେ କି ତାଙ୍କ ସ୍ଵାମୀ ଙ୍କୁ ଏ ବିଷୟ ରେ କିଛି ନ କହିବା ପାଇଁ।
ଯଦି ସେ ଏ ବିଷୟ ରେ ତାଙ୍କ ସ୍ଵାମୀ ଙ୍କୁ କୁହନ୍ତି ତେବେ ସେ ତାଙ୍କ ପୁରୁଷ ବନ୍ଧୁ ଙ୍କୁ କହି ତାଙ୍କୁ ଜେଲ ପଠାଇ ଦେବେ।ଏ କଥା ରେ ପଡୋଶୀ ମହିଳା ଜଣକ ଭୟବିତ ହୋଇ ଯାଇ ଥିଲେ।
ସେ କାହାରି କୁ କିଛି କହି ନ ଥିଲେ।ଏହା ପରେ ସବୁ ଘଟଣା ନିକଟ ରେ ଲାଗି ଥିବା ସି ସି ଟିଭି କ୍ୟାମେରା ରେ କଏଦ ହୋଇ ଯାଇଥିଲା।ଏବେ ସେହି ଭିଡିଓ ଟି ଭାଇରାଲ୍ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.