Movie prime

ସ୍କୁଲ ଦିଦି ଙ୍କ ୧୦ମ ଶ୍ରେଣୀ ଛାତ୍ର ସହ କିସ୍ ପଡ଼ିଲା ମହଙ୍ଗା, ଚାକିରି ରୁ ତଡ଼ା ଖାଇଲେ ସରକାରୀ ସ୍କୁଲ ଦିଦି...

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପିକନିକ ସମୟରେ ଦିଦି ଙ୍କୁ ମାଡି ବସିଲା ଦଶମ ଶ୍ରେଣୀର ଛାତ୍ର। ଦିଦି ଜଣଙ୍କୁ ବିଭିନ୍ନ ପ୍ରକାରର ପୋଜ ଦେବାର ଦେଖିବାକୁ ମିଳୁଥିଲା। ଭୋଜି ଖିଆ ଛାଡ଼ି ଆସି ଜଙ୍ଗଲ ଭିତରେ ଏକାନ୍ତରେ ସମୟ ବିତାଉ ଥିଲେ।
Special Report
ଏହା ପିକନିକ୍ ନୁହେଁ ମାଆ ଓ ପୁଅଙ୍କ ରୋମାନ୍ସ ବୋଲି କହିଲେ ଦର୍ଶକ ମାନେ। ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଯେତେବେଳେ ସ୍କୁଲ୍ ର ପିଲାମାନେ ଦିଦିଙ୍କ ସହ ପିକନିକ୍ ଯାଇଥିଲେ।
ଜଙ୍ଗଲ ଭିତରେ ଭୋଜି ଚାଲିଥିବା ବେଳେ ସବୁ ଛାତ୍ରଛାତ୍ରୀ ମାନେ ଭୋଜିରେ ମଧ୍ୟ ଖୁବ୍ ବ୍ୟସ୍ତ ରହି ଥାଆନ୍ତି। ଠିକ ଏତିକି ବେଳେ ଭୋଜି ଠାରୁ ଟିକେ ଦୂରରେ ଜଙ୍ଗଲ ଭିତରେ ଦିଦିଙ୍କୁ ମାଡି ବସିଥିଲା ଦଶମ ଶ୍ରେଣୀର ଛାତ୍ର।
କେତେବେଳେ ଦିଦି ଙ୍କୁ ଚୁମା ଦେଉଥିଲା ତ ଆଉ କେତେବେଳେ ଦିଦିଙ୍କୁ କୁଣ୍ଢାଇ ଧରି ଗେହ୍ଲା କରିବାରେ ଲାଗି ପଡିଥିଲା। ଦିଦି ମଧ୍ୟ ଦଶମ ଶ୍ରେଣୀର ଛାତ୍ରକୁ ଗେଲ କରିବାକୁ ଲାଗିଲେ।
Special Report
ଆଉ ଦୁହେଁ ଦଶମ ଶ୍ରେଣୀର ଛାତ୍ର ଓ ଦିଦି ଜଙ୍ଗଲ ଭିତରେ ରୋମାଣ୍ଟିକ ହୋଇ ଯାଇଥିଲେ। ପିକନିକ୍ କଥା ଭୁଲି ଉଭୟ ସେହି ଜଙ୍ଗଲ ଭିତରେ ଟଣାଟଣି ଓ ଭିଡା ଭିଡ଼ି ହେବାରେ ଲାଗି ପଡ଼ିଥିଲେ।
ଅନ୍ୟମାନେ ଭୋଜି ଖାଉଥିବା ସମୟରେ ଏହି ଦଶମ ଶ୍ରେଣୀର ଛାତ୍ର କିନ୍ତୁ ରୋମାନ୍ସ କରିବାରେ ବେଶ ବ୍ୟସ୍ତ ଥିଲେ। ସେ ସମୟର ଦୃଶ୍ୟ କୁ ସେ ଫଟୋ ସୁଟ୍ ମଧ୍ୟ କରିଥିଲେ। ଆଉ ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ଏହି ଦୃଶ୍ୟ ଦେଖିବା ପରେ ଦର୍ଶକ ମାନେ ଖୁବ୍ ରାଗି ଯାଇଛନ୍ତି। ଏହି ସରକାରୀ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଓ ତାଙ୍କର ଛାତ୍ର ଙ୍କ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ଦର୍ଶକ ମାନେ ଖୁବ ନିନ୍ଦା କରିବା ସହ ଏହା ଏକ ଲଜ୍ୟା ଜନକ କାମ ବୋଲି କହିଛନ୍ତି। ତେବେ ଏହି ଘଟଣା ସଂପର୍କରେ ଆପଣ ଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.