Movie prime

ସ୍କୁଲ ରେ ସହପାଠୀନି ସହ ଖରାପ ସମ୍ପର୍କ ରଖିଦେଲା ଛାତ୍ର ଆଉ ପରେ ପୋଲିସ କଲା ଗିରଫ

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ଏକ ବଡ଼ ଖବର ଆସି ପହଞ୍ଚିଛି। ଛଅ ବର୍ଷର ବର୍ଷର ନାବାଳିକା କୁ ଦୁ-ଷ୍କ-ର୍ମ କରିଛି। ଯେଉଁ ବୟସରେ ହତାରେ ଖେଳନା ଧରି ଖେଳିବା କଥା ସେହି ବୟସରେ ପିଲାଟି ଦୁ-ଷ୍କ-ର୍ମ ଭଳି କାଣ୍ଡ ଘଟାଉଛି।
Special report
୧୪ ବର୍ଷର ନାବାଳିକା ଜଣକ ତାକୁ ଭାଈ ଭାଈ ବୋଲି ଡାକି ସେଠାକୁ ଆସିଥିଲା। ମାତ୍ର ଯୁବକ ଜଣକ ତାହା ସହ ଏଭଳି କାଣ୍ଡ ଘଟାଇ ଦେଇଥିଲା ଯାହାକୁ କି ସେ କେବେ ହେଲେ ମଧ୍ୟ ଭୁଲି ପାରିବ ନାହିଁ।
ଘର ବାହାରେ ଥିବା ପଡୋଶୀ ଘରର ଭାଇ ସହ ଖେଳୁଥିଲା ପଡୋଶୀ ଘରର ଏହି ନାବାଳିକା ଜଣକ। ପଡୋଶୀ ଘରର ପୁଅ ର ବୟସ ୧୪ ବର୍ଷ ହୋଇଥିଲା।
Special report
ଆଉ ଏହି ପୁଅ କୁ ସେ ଝିଅ ଟି ଭାଈ ଭାଈ ଡାକୁ ଥିବା ବେଳେ ତାହା ସାଙ୍ଗରେ ଖେଳିବା ପାଇଁ ଚାଲି ଆସିଥିଲା ସେହି ନାବାଳିକା ଝିଅ। ହେଲେ କେହି ଜାଣିନଥିଲେ କି ୧୪ ବର୍ଷର ଏହି ନାବାଳକ ମଧ୍ୟରେ ଏତେ ବଡ ଏକ ଅପରାଧର ଚେହେରା ଲୁଚି କରି ରହିଛି ବୋଲି।
ଯେଉଁ ବୟସରେ ସେ ହାତରେ ଖେଳନା ଧରି ଖେଳିବା କଥା ଓ ପାଠପଢ଼ା ବିଷୟରେ ଚିନ୍ତା କରିବା କଥା ସେହି ବୟସରେ ଏକ ଦୁ-ଷ୍କ-ର୍ମ-କାରୀ ସାଜି ଯାଇଛି। ନିଜ ପଡିଶା ଘରର ଝିଅକୁ ଖେଳିବା ପାଇଁ ଡାକି ଆଣିଥିଲା ସେହି ୧୪ ବର୍ଷର ନାବାଳକ।
Special report
ସାଙ୍ଗରେ କେହି ନଥିବା ବେଳେ ତାକୁ ନେଇ ଘର ପାଖରେ ଏକ ନିଛତିଆ ଜାଗାକୁ ନେଇ ଯାଇଥିଲା ସେହି ନାବାଳକ। ଆଉ କେହି କିଛି ଜାଣିବା ବେଳକୁ ସେହି ନାବାଳିକା ଝିଅ ସହ ଦୁ-ଷ୍କ-ର୍ମ କରି ଦେଇଥିଲା।
ନାବାଳିକା ଝିଅଯେତେ ଚିତ୍କାର କରିଲେ ମଧ୍ୟ ତା କଥା ଉକ୍ତ ପିଲାଟି ଆଦୌ ଶୁଣି ନଥିଲା। କିଛି ସମୟ ପରେ ପରେ ନିଜ ଘରକୁ କାନ୍ଦି କାନ୍ଦି ଫେରିଥିଲା ଏହି ନାବାଳିକା ଜଣକ। ଆଉ ନିଜେ କାନ୍ଦି କାନ୍ଦି ତାଙ୍କ ମାଆ ଙ୍କ ସାମ୍ନାରେ ସବୁ କିଛି ପ୍ରକାଶ ମଧ୍ୟ କରିଥିଲେ।
ଏବେ ଯୁବତୀ ଜଣକ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି। ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଛତିଶଗଡ ର ରାୟପୁର ଠାରେ ଆଉ ସାରା ଭାରତରେ ଏହି ସମ୍ପର୍କରେ ଖୁବ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.