Movie prime

ଟ୍ରାଫିକରେ ପାଠ ପଢ଼ୁଛନ୍ତି Delivery Boy ଦେଖନ୍ତୁ କଲେକ୍ଟର ହେବାର ସ୍ବପ୍ନକୁ ନେଉଛନ୍ତି କେମିତି ଆଗକୁ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଅନେକ କିଛି ଖବର ଜାଣି ପାରୁଛନ୍ତି ।
ଆପଣମାନେ ସମସ୍ତେ ତ ଏହି ଖବର ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଜଣେ ଡେଲିଭରି ବୟଙ୍କୁ ନେଇ କିଛି ଖବର ଆସିଛି । ଏହି ଡେଲିଭରି ବୟ ଜଣକ ଟ୍ରାଫିକ ପୋଷ୍ଟରେ ପାଠ ପଢିଲେ । ଏହି ଡେଲିଭରି ବୟ ଜଣଙ୍କର IAS ba IPS ହେବାକୁ ଅଛି ପ୍ରଗାଢ଼ ଇଚ୍ଛା ଶକ୍ତି ।
Cc
ଏହି ଡେଲିଭରି ବୟ ଜଣଙ୍କୁ ପାଠ ପଢିବାକୁ ସମୟ ମିଳୁ ନାହିଁ ସେଥିପାଇଁ ସେ ଟ୍ରାଫିକ ପୋଷ୍ଟରେ ଛିଡ଼ା ହୋଇ ପାଠ ପଢୁଛନ୍ତି । ଗାଡ଼ିରେ ସେ ଖାଇବା ଦେବାକୁ ଯାଉଛନ୍ତି ଆଉ ଯେଉଁଠାରେ ସମୟ ମିଳୁଛି ସେଠାରେ ସେ UPSC ପାଠ ଟିକେ ପଢ଼ି ଦେଉଛନ୍ତି ।
କାରଣ ଏହି ଡେଲିଭରି ବୟ ଜଣଙ୍କର ମୁଣ୍ଡ ଉପରେ ପରୀକ୍ଷା । ଆଉ ପରୀକ୍ଷା ପାଖେଇ ଆସିଲାଣି ପୁଣି କାମ ମଧ୍ୟ କରିବାକୁ ପଡ଼ିବ ସେଥିପାଇଁ ଏହି ଡେଲିଭରି ବୟ ଜଣକ ଟ୍ରାଫିକ ପୋଷ୍ଟରେ ପାଠ ପଢ଼ୁଛନ୍ତି ।
ଆପଣମାନେ ଏଭଳି ପାଠପଢା ଦେଖି ନଥିବେ । ଏହିଭଳି ପାଠପଢା ଯିଏ ପାଠ ପଢ଼ିବା ପାଇଁ ଅନେକ ଇଚ୍ଛା ଥିବ ଆଉ ସେ ଜୀବନରେ କିଛି କରିବାକୁ ଚାହୁଁଥିବ ସେ ଏଭଳି ପାଠ ପଢ଼ିବ ।
Gy
ଏହି ଡେଲିଭରି ବୟ ଜଣଙ୍କର ଇଚ୍ଛା ଶକ୍ତି ପ୍ରବଳ ଆଉ ସେ ପାଠ ପଢିବାକୁ ଚାହୁଁଥିଲେ କିନ୍ତୁ ତାଙ୍କ ପରିବାରର ଅବସ୍ଥା ପାଇଁ ସେ ପାଠ ପଢି ନଥିଲେ ଆଉ ସେଥିପାଇଁ ସେ ଡେଲିଭରି ବୟର କାମ କରି ପାଠ ପଢୁଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବେ ପାଇପାରିବେ ।
ଏହି ଡେଲିଭରି ବୟ ଜଣକ ରାସ୍ତାରେ କୌଣସି ଭିଡିଓ ଦେଖୁ ନାହାଁନ୍ତି ସେ UPSC ର ପାଠ ପଢୁଛନ୍ତି । ତାଙ୍କ ମନରେ ଅନେକ ଆଶା ଅଛି ସେ ପାଠ ପଢିବେ ଆଉ ନାଁ ରଖିବେ କିନ୍ତୁ ଅର୍ଥ ବାଧକ ସାଜୁଛି ଆଉ ସେଥିପାଇଁ ସେ ପାଠ ପଢ଼ିବା ପାଇଁ ସମୟ ପାଉ ନଥିବା ବେଳେ ଟ୍ରାଫିକ ପୋଷ୍ଟରେ ପାଠ ପଢ଼ୁଛନ୍ତି ।
ଏବେ ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ଏହି ଖବର ପାଇପରିଲେ । ଏବେ ଏହି ଭିଡିଓ ଦେଖିଲେ ଆପଣମାନେ ସବୁ ଖବର ପାଇବା ସହ ଡେଲିଭରି ବୟ ଜଣଙ୍କର କାମକୁ ଧନ୍ୟ ବୋଲି କହୁଥିବେ ।