Movie prime

ସ୍ଵାମୀଙ୍କଠାରୁ ମାଡ଼ ଖାଇ ଖାଇ ସ୍ତ୍ରୀ ବନିଗଲେ ଆଇଏଏସ ଅଫିସର ଦେଖନ୍ତୁ କେମିତି ଥିଲା ସଂଘର୍ଷ

 
Yy
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଅନେକ ପ୍ରକାରର ଖବର ପାଇପାରିବେ । ଜଣେ ନାରୀ ଚାହିଁଲେ କିଛି ବି କରିପାରିବ ।
ଏବେ ଜଣେ ନାରୀ ପାଲଟିଛନ୍ତି ନାରୀ ଜାତି ପାଇଁ ଏକ ଜ୍ୱଳନ୍ତ ଉଦାହରଣ । ଏହି ନାରୀ ଜଣକ ତାଙ୍କ ବିବାହ ପରେ ଅନେକ ନିର୍ଯାତନାର ଶିକାର ହୋଇଛନ୍ତି । ଆଉ ଏବେ ସେ ବନି ଯାଇଛନ୍ତି ଜଣେ ଦକ୍ଷ ଆଇଏଏସ ।
Nj
ତାଙ୍କ ସ୍ଵାମୀ ଟିକିଏ ଟିକିଏ କଥାରେ ମାଡ ମାରୁଥିଲେ । ଖାଇବାକୁ ମଧ୍ୟ ଭଲରେ ଦେଉ ନଥିଲେ । ସେ ନିର୍ଯ୍ୟାତନା ସହି ନପାରି ଚରମ ନିଷ୍ପତ୍ତି ନେଉଥିଲେ କିନ୍ତୁ ଏବେ ସେ ଜଣେ ଦକ୍ଷ ଆଇଏଏସ । ଏହି ନାରୀ ଜଣକ ହେଉଛନ୍ତି ଆଇଏଏସ ସବିତା ପ୍ରଧାନ ।
ତାଙ୍କର ଜୀବନ ସଂଘର୍ଷଭରା । ଆଉ ଏବେ ସେ ଯୁବ ଗୋଷ୍ଠୀ ଆଉ ସମାଜ ପାଇଁ ପାଲଟି ଯାଇଛନ୍ତି ଉଦାହରଣ । ତାଙ୍କୁ ଗୋଟିଏ କଥା ତାଙ୍କର ମନ ପରିବର୍ତ୍ତନ କରି ଦେଇଥିଲା ଆଉ ଏହି କଥା ତାଙ୍କୁ ଆଜି ଆଇଏଏସ ବନାଇ ଦେଇଛି ।
୧୬ ବର୍ଷରେ ସବିତା ବିବାହ କରିଥିଲେ ଆଉ ୨୧ ବର୍ଷରେ ନିର୍ଯ୍ୟାତନାର ଶିକାର ହୋଇଥିଲେ । ଆଇଏଏସ ଅଧିକାରୀ ସବିତା ପ୍ରଧାନ ମଧ୍ୟପ୍ରଦେଶର ପଣ୍ଡି ଜିଲ୍ଲାର ବାସିନ୍ଦା । ସେ ଆଦିବାସୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
Hh
ତାଙ୍କ ଘରର ଆର୍ଥିକ ଅବସ୍ଥା ଭଲ ନଥିଲା । ସେ ବହୁ କଷ୍ଟରେ ଦଶମ ପରୀକ୍ଷା ପାସ କରିଥିଲେ । ଆଉ ଭଲ ପ୍ରସ୍ତାବ ଆସିବାରୁ ତାଙ୍କର ବିବାହ କରାଯାଇଥିଲା । ଆଉ ଶଶୁର ଘରଲୋକେ ତାଙ୍କୁ ପାଠ ପଢାଇବାକୁ କହିଥିଲେ । କିନ୍ତୁ ସେ ତାଙ୍କୁ ପାଠ ପଢ଼ାଇ ନଥିଲେ ।
ଏହାପରେ ତାଙ୍କର ଶାଶୁଘରେ ତାଙ୍କୁ ନିର୍ଯାତନା ଦିଆ ଯାଇଥିଲା । ୨୧ ବର୍ଷ ବୟସରେ ସେ ଦୁଇଟି ସନ୍ତାନର ମାଆ ହୋଇଥିଲେ । ଏହାପରେ ସେ ତାଙ୍କ ଶାଶୁଘର ଛାଡ଼ି ଦେଇଥିଲେ । ଆଉ ଏହାପରେ ସେ ବିଜ୍ଞାପନ ଦେଖି ପାଠ ପଢିବାକୁ ମନସ୍ଥ କରିଥିଲେ । ତାପରେ ସେ ପାଠ ପଢିଥିଲେ ।
ସେ ପରୀକ୍ଷା ଦେଇ ଆଇଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ସେ ଆଇଏଏସ ଅଧିକାରୀ ହୋଇଥିଲେ । ଏବେ ସେ ଆଉ ଜଣଙ୍କୁ ବିବାହ କରି ତାଙ୍କ ଦୁଇ ପୁଅ ସହିତ ଖୁସିରେ ଅଛନ୍ତି । ସେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ।