Movie prime

ଭୋଜିପାଇଁ ସଉଦା ବୋହିନେଲେ ଦେଖନ୍ତୁ ପଇସା ମାଗିବାରୁ ଘୋଷାଡି ପିଟିଲେ

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଘଟଣା ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଭୋଜି କରିବା ପାଇଁ ଦୋକାନୀଙ୍କ ଠାରୁ ବାକିରେ ସଉଦା ନେଇଥିଲେ । ଆଉ ସଉଦା ନେବା ପରେ ବାକି ପଇସା ମାଗିବା ପରେ ଏଭଳି ଘଟଣା ଘଟିଥିଲା । 
Gg
ଏହି ଦୋକାନୀ ଜଣକ ବାକି ପଇସା ମାଗିବାରୁ ତାଙ୍କୁ ମାଡ ମାରିଲେ । ଏଭଳି ଘଟଣା ଘଟିଛି ଅର୍ଥାତ୍ ଏହି ଘଟଣା ଆସିଛି ଖଣ୍ଡଗିରି ଥାନାକୁ । ଜଗନ୍ନାଥ ମନ୍ଦିର ପାଖରେ ଥିବା ଏକ ଗ୍ରୋସରି ଦୋକାନକୁ ଭୋଜି କରିବେ ବୋଲି ସଉଦା ଆଣି ଯାଇଥିଲେ ।
ଆଉ ସେଠାରେ ବାକି କରି ସଉଦା ଆଣିଥିଲେ । ଆଉ ଏହି ସଂପୃକ୍ତ ଯୁବକମାନେ ଦୋକାନରୁ ବାକି ଆଣିଥିଲେ । ଆଉ ବାକି ପଇସା ମାଗିବାରୁ ଦାଦାଗିରି ଦେଖାଉଛନ୍ତି ଏହି ଯୁବକମାନେ । ଏହି ଯୁବକମାନେ ଦାଦା ବଟି ମଧ୍ୟ ମାଗୁଛନ୍ତି ।
ଏହି ଦୋକାନୀ ଜଣକ ହେଉଛନ୍ତି ରାଜୀବ । ଏହି ଦୋକାନୀ ଜଣକ ଠାରୁ ଅନେକ ଦିନ ହେବ ବାକି ନେଇଥିଲେ । ଆଉ ସେ ବାକି ପଇସା ମାଗିବାରୁ ତାଙ୍କ ଦୋକାନରେ ସେ ମାଡ ମାରିଥିଲେ । ସିସିଟିଭି କ୍ୟାମେରାରେ ଆପଣମାନେ ଏହି ମାଡ଼ର ଭିଡିଓ ଦେଖିପାରିବେ ।
Bbb
ବଟି ନଦେଲେ ଏହି ଦୋକାନୀ ଜଣଙ୍କୁ ଜୀବନରୁ ମାରିଦେବେ ଆଉ ତାଙ୍କ ଦୋକାନରେ ବମ ପକେଇ ଦେବେ ବୋଲି କହିଥିଲେ ଏହି ଆତଙ୍କ ଖେଳାଉଥିବା ଲୋକମାନେ । ଏହି ବ୍ୟକ୍ତି ଜଣକ ତାଙ୍କୁ ଡରି ଯାଇଛନ୍ତି । 
ଏହି ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ଏହାର ସମାଧାନ ହୋଇନାହିଁ । ସବୁ ଦୋକାନୀ ଏହି ଯୁବକମାନଙ୍କୁ ଡରାଇ କରି ରଖିଛନ୍ତି । ସବୁ ଦୋକାନୀ ତାଙ୍କୁ ଭୟ କରୁଛନ୍ତି । ଏହି ଦୋକାନୀ ଜଣକ ଥାନାରେ ଅଭିଯୋଗ କରିବା ସହ ଗଣମାଧ୍ୟମରେ ଏହି କଥା କହିଛନ୍ତି ।
ବାକି ନେଇ ବାକି ପଇସା ମାଗିବାରୁ ଏଭଳି ଘଟଣା ଘଟିଥିଲା । ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ଏହି ଅଭିଯୋଗର ତଦନ୍ତ କରାଯାଉଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।