Movie prime

ଦେଖନ୍ତୁ ଓଡ଼ିଶାର ନହୋଇ ମଧ୍ୟ ଓଡ଼ିଶାରେ ଏମିତି ମିଳୁଛି ଲୋକପ୍ରିୟତା ଦେଖନ୍ତୁ କଣ କହିଲେ ଅଭିନେତ୍ରୀ

 
Rr
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ଗଣମାଧ୍ୟମ ଆଗରେ ଅଭିନେତ୍ରୀ କେଶବ ଚିତ୍ରି କହିଛନ୍ତି, ସେ ପ୍ରଥମ ଗୀତ "ହେଲୋ ରାଣୀ ହାଏ ରାଣୀ" ଗୀତରେ ଡାନ୍ସ ବା ଅଭିନୟ କରିଥିଲେ। 
Gh
ତାଙ୍କ ବାପାଙ୍କୁ ଓଡିଶୀ ନୃତ୍ୟ ବହୁତ ପସନ୍ଦ ସେଇଥିପାଇଁ ସେ ଛୋଟ ବେଳୁ ଓଡ଼ିଶୀ ନୃତ୍ୟ କରନ୍ତି। କେଶବ ଚିତ୍ରି ଓଡ଼ିଶା ଆସିବାର ତିନିଥର ହେଇଗଲାଣି। କେଶବ ଚିତ୍ରିଙ୍କୁ ଓଡିଶା ବହୁତ ପସନ୍ଦ ଆସେ। ସେ ବହୁତ ସାରା ଓଡ଼ିଆ ଗୀତରେ ରିଲ୍ସ ମଧ୍ୟ ଵନେଇଛନ୍ତି।
ତାଙ୍କୁ ଓଡ଼ିଆ ଭାଷା ଭଲ ଲାଗେ ସେଥିପାଇଁ ସେ ଓଡିଆ ଗୀତରେ ହିଁ ରିଲ୍ସ କରନ୍ତି ବୋଲି କହିଛନ୍ତି। ପ୍ରତ୍ୟୁଷ ସାର ତାଙ୍କୁ ପ୍ରଥମେ ଇନଷ୍ଟଗ୍ରମାରେ ମେସେଜ କରୁଥିଲେ ଅଫର ପାଇଁ। ତା'ପରେ ସେ ଓଡିଶା ଆସି ଅଭିନୟ କରିଥିଲେ। 
Gg
ସେ ପ୍ରଥମ ଗୀତ "ମଛଲି ଜଲ୍ କି ରାଣୀ ହୁଁ"ରେ ଡାନ୍ସ କରିଥିଲେ। ଏହି ଗୀତାର ଡାଇରେକ୍ଟର ହେଉଛନ୍ତି ଆଇକନ୍ ଆଉ କରୀୟଗ୍ରାଫର ହେଉଛନ୍ତି କୁନାଲ। ଦ୍ୱିତୀୟ ଥର ମଧ୍ୟ କୁନାଲ ଆଇକନ୍ ଅଫର୍ କରିଥିଲେ।
"ଲଚକ୍ ମଣି ବେବି" ଗୀତରେ କେଶବ ଚିତ୍ରି ଦ୍ୱିତୀୟ ଥର ଅଭିନୟ କରିବାକୁ ଯାଉଛନ୍ତି। ସେ କହିଛନ୍ତି ଆଗରୁ ଯେମିତି ଦର୍ଶକ ମାନେ ମତେ ଭଲ ପାଇବା ଦେଇଥିଲେ। ଠିକ୍ ସେମିତି ଏହି ଗୀତରେ ଦର୍ଶକ ମାନେ ଏବେ ବି ଭଲ ପାଇବା ଦେବେ। 
କେଶବ ଚିତ୍ରି ୱେଷ୍ଟବେଙ୍ଗଲର ସିଲିଗୁଡ଼ି ଏକ ଛୋଟ ଗାଁରୁ ସେ ଆସୁଛନ୍ତି। ସେ ଏବେ ରହୁଛନ୍ତି ଛତିଶଗଡରେ, ସେଇଠି ରହି କି ଏବେ କାମ କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଓଡ଼ିଆ ଗୀତ ବେଙ୍ଗଲି ଗୀତ ସହିତ ଯୋଡ଼ିତ ଅଟେ ସେଥିପାଇଁ ତାଙ୍କୁ ଓଡିଆ ବୁଝା ପଡ଼ିଯାଏ।
ସେ ଦୁଇଥର ପୁରୀ ଜଗନ୍ନାଥଙ୍କ ପାଖକୁ ଯାଇଛନ୍ତି ବୋଲି କହିଛନ୍ତି। ସେ ଆହୁରି ତାଙ୍କ ସାଙ୍ଗ ମାନଙ୍କୁ କହିଛନ୍ତ ଓଡ଼ିଆ ଗୀତରେ କାମ ଆସିଲେ କାମ କରନ୍ତୁ, ଓଡ଼ିଆ ଲୋକେ ବହୁତ ଭଲ ଅଟନ୍ତି। ସେ କହିଛନ୍ତି ଓଡ଼ିଶାର ଖାଦ୍ୟ ତାଙ୍କୁ ବହୁତ୍ ଭଲ ଲାଗେ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.