Movie prime

ଦୃଶ୍ୟ ଦେଖିଲେ ଆପଣ ମଧ୍ୟ କାନ୍ଦି ପକାଇବେ ଦେଖନ୍ତୁ କେମିତି ବଞ୍ଚୁଛନ୍ତି ପ୍ରମିଳା

 
Bb
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Hh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ତେବେ ବନ୍ଧୁଗଣ ବର୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ବନ୍ଧୁଗଣ ପୂର୍ବରୁ ପ୍ରମିଳା ଦେଖିବାକୁ ବହୁତ ସୁନ୍ଦର ଥିଲେ। ତାଙ୍କ ଗୁଣ ଯେମିତି ସେ ପାଠ ବି ପଢନ୍ତି ଠିକ୍ ସେମିତି। ପ୍ରମିଳା ତାଙ୍କ ଗାଁର ଛୋଟ ଛୋଟ ଛୁଆଙ୍କୁ ମଧ୍ୟ ପାଠ ପଢାନ୍ତି। 
ପ୍ରମିଳା ତାଙ୍କ ମାଙ୍କର ବହୁତ ସେବା କରନ୍ତି। ହେଲେ ପ୍ରମିଳା ଜଣଙ୍କୁ ଭଲ ପାଇଥିଲେ ଆଉ ତାଙ୍କୁ ବିବାହ ମଧ୍ୟ କରିଥିଲେ। ବିବାହର କିଛି ବର୍ଷ ବିତିଯିବା ପରେ ପ୍ରମିଳା ଏକ ଶିଶୁକୁ ଜନ୍ମ କରିଥିଲେ।
Bb
ପ୍ରମିଳାଙ୍କ ସଂସାର ବେଶ୍ ହସଖୁସିରେ ଚାଲିଥିଲା। ହେଲେ ଅନେକ ସମୟରେ ପ୍ରମିଳାଙ୍କ ସ୍ବାମୀ ଘରକୁ ମ-ଦ ପିଇ ଆସନ୍ତି। ଆଉ ପ୍ରମିଳାଙ୍କ ସହିତ ଝଗଡ଼ା ମଧ୍ୟ କରନ୍ତି। ହେଲେ ସେହି ଝଗଡ଼ାକୁ ପ୍ରମିଳା ସହିନପାରି ଧିରେ ଧିରେ ପାଗେଳୀ ହେବାକୁ ଲାଗିଲେ। 
ପ୍ରମିଳାଙ୍କ ସ୍ୱାମୀ ଯେତେବେଳେ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ପାଗେଳୀ ହେଇ ଯାଇଛନ୍ତି ସେତେବେଳେ ତାଙ୍କ ଛୁଆକୁ ଧରି ବାପ ପୁଅ କୁଆଡ଼େ ଚାଲିଯାଇଥିଲେ। ସ୍ବାମୀ ଛୁଆକୁ ଖୋଜି ଖୋଜି ପୁରା ପାଗେଳୀ ହେଇଯାଇଥିଲେ ପ୍ରମିଳା।
ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଅଭୟପୁର ଗ୍ରାମରେ। ପ୍ରମିଳା ପାଗେଳୀ ହେଇଯିବା ପରେ ତାଙ୍କ ସ୍ଵାମୀ ତାଙ୍କୁ ଦେଖିବାକୁ ମଧ୍ୟ ଆସି ନଥିଲେ। ଏବେ ସ୍ଥାନୀୟ ଲୋକେ ପ୍ରଶାସନଙ୍କୁ ନେହୁରା ହେଇଛନ୍ତି ଯେ, ପ୍ରମିଳାଙ୍କୁ କିଛି ସହାୟତା ମିଳୁ ବୋଲି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.