Movie prime

ଜାଗର ରେ ପ୍ରେମିକା କୁ ମା-ରି ବନ୍ଧା ହେଲା ଶିବ.. ଅଚାନକ କଣ ପାଇଁ ପାଗଳ ହେଇଗଲା ପ୍ରେମିକ..

 
Gh
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜାଗର ରେ ଶିବ ବୋଲି ଜଣେ ଯୁବକ ଙ୍କୁ ପୋଲିସ ଗିରଫ କରିଛନ୍ତି।ଲକ୍ଷ୍ମୀ ନାମକ ଜଣେ ଯୁବତୀ ଙ୍କୁ ମର୍ଡର କରି ଯୁବକ ଜଣଙ୍କ ଫେରାର ହୋଇ ଯାଇଥିଲେ।ପ୍ରେମିକା ଘରେ ହ-ତ୍ୟା କରି ଛାତ ବାଟେ ଫେରାର ହୋଇ ଯାଇଥିଲେ।ଶିବରାତ୍ରି ପାଇଁ ଚଳ ଚଞ୍ଚଳ ରହିଥିଲା ଗ୍ରାମ।ଏହାରି ଭିତରେ ଏଭଳି ଘଟଣା ଦେଖିବାକୁ ମିଳିଛି।
ରାତି ପାହିଲେ ଜାଗର ଥିବାରୁ ପ୍ରେମିକ ଙ୍କୁ ପାଖରେ ପାଇ ପ୍ରେମିକା ଲକ୍ଷ୍ମୀ ଭାରି ଖୁସି ଥିଲା।ଏମିତି କି ସେଦିନ ପ୍ରେମିକା ଙ୍କ ମା ମଧ୍ୟ ନଥିଲେ।ବିବାହ କାର୍ଯ୍ୟ ରେ ବନ୍ଧୁ ଙ୍କ ଘର କୁ ଯାଇଥିଲେ।ଘରେ କେବଳ ଲକ୍ଷ୍ମୀଙ୍କ ମାନସିକ ରୋଗାକ୍ରାନ୍ତ ଭଉଣୀ ଥିଲା।
Yyy
ଭଉଣୀ ଛାତ ଉପରେ ଥିବା ବେଳେ ଲକ୍ଷ୍ମୀ ଏବଂ ଶିବ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।ରକ୍ତମୁଖା ହୋଇ ପଡ଼ିଥିଲା ପ୍ରେମିକ ଶିବ।ଆଉ ଲକ୍ଷ୍ମୀ ଙ୍କ ବେକ ସ୍କ୍ରାଫ୍ ରେ ଚିପି ହ-ତ୍ୟା କରିଥିଲା।ଘରେ କେହି ନଥିବାର ସୁଯୋଗ ନେଇ ଛାତ ପଟୁ ଛୁ ମାରିଥିଲା ଶିବ।
ଏମିତି ଏକ ଘଟଣା ଢେଙ୍କାନାଳ ଜିଲ୍ଲାର କାମାକ୍ଷା ନଗର ଅଞ୍ଚଳ ରେ ଘଟିଛି।ଯାହାକୁ ନେଇ ବର୍ତମାନ ପୋଲିସ ତଦଣ୍ଡ କରିବାରେ ଲାଗିଛନ୍ତି। ଏସିଡି ପି ଓ ସ୍ନେହାଶିଶ ସାହୁ କହିଛନ୍ତି ଯେ ୭ ତାରିଖ ଦିନ ଗୋଟେ ଯୁବତୀ ଙ୍କୁ ଲୋକନାଥ ପ୍ରସାଦ ଶାସନ ରେ ମୃ-ତ୍ୟୁ ଅବସ୍ଥା ରେ ପାଇଥିଲେ।ଏହାପରେ ତଦନ୍ତ କରିଥିଲେ।
Hj
ତଦନ୍ତ ରେ ଜଣା ପଡିଥିଲା ଯେ ତାଙ୍କୁ କେହି ହ-ତ୍ୟା କରିଛନ୍ତି।ହ-ତ୍ୟା-କା-ରୀ ଶିବ ପ୍ରସାଦ ସେନାପତି ଙ୍କୁ ଗିରଫ କରିଛନ୍ତି।ଆଜି ଯେ କୋର୍ଟ ଚାଲାଣ ହେଉଛନ୍ତି।ଝିଅ କୁ ହରାଇ ଗାଁ ଦାଣ୍ଡ ରେ ପାଗଳି ପରି ଗଡି ଯାଉଛି ମା।
କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ।ପରିବାର ଲୋକେ ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.