Movie prime

ସାମାନ୍ୟ ଝଗଡ଼ା ରୁ ନିଜ ଶାଳୀ କୁ ଜବରଦସ୍ତି ବଳାତ୍କାର କଲା ଭିଣେଇ ! ପରେ ସବୁ ସତ ସାମ୍ନା କୁ ଆସିବା ପରେ କହିଲା ବାହା ହେଇଯିବି

 
Special report
ନମସ୍କାର ପାଠକ ବନ୍ଧୁ।ବନ୍ଧୁ ଗଣ ବର୍ତ୍ତମାନ ସମୟ ରେ ଆସି ଯାଇଚି ଏକ ବଡ ଖବର।ଭାଉଜ ଙ୍କ ପ୍ରେମ ରେ ପାଗଳ ହୋଇ ନିଜ ସ୍ତ୍ରୀ ଦୀର୍ଘ ବର୍ଷ ହେଲାଣି ନିଶା ଇଞ୍ଜେକସନ ଦେଇ ଆସୁଥିଲେ ଜଣେ ବ୍ୟକ୍ତି।ଏବେ ପ୍ରାୟ ପ୍ରତିଦିନ ଖବର କାଗଜ ରେ ଆପଣ ମାନେ ଏ ବିଷୟରେ ପଢ଼ୁଥିବେ।
Special report
ସେହି ମାନଙ୍କ ପାଇଁ ଆଜି ସମାଜ ଖରାପ ହେବାକୁ ବସି ଲାଣି।ଛୋଟ ଛୋଟ ଛୁଆ ମାନେ ବଡ ଲୋକ ଙ୍କ ଠାରୁ କଣ ଶିଖିବେ।ସେମାନେ ମଧ୍ୟ ଏସବୁ ଦେଖି ଖରାପ ହେବାକୁ ବସି ଲେଣୀ।ଏହା ଏବେ ପ୍ରତିଦିନିଆ ଖବର ହୋଇ ସାରିଛି।
ଏହି ଖବର ଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଚି।ସୂଚନା ଅନୁସାରେ ଏହି ଘଟଣା ଟି ବିହାର ଠାରେ ଘଟିଛି।ଏଠାରେ ଜଣେ ମହିଳା ୨୦୧୮ ମସିହା ରେ ନିକଟସ୍ଥ ଏକ ଗ୍ରାମ ର ଜଣେ ପୁରୁଷ ଙ୍କୁ ବିବାହ କରିଥିଲେ।ବିବାହ ପରେ ମହିଳା ଜଣକ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ଵାମୀ ଭାଉଜ ଙ୍କୁ ପ୍ରେମ କରୁଛନ୍ତି।
Special report
ସେ ଏହାର ପ୍ରତିବାଦ କଲେ।ଏହା ପରେ ତାଙ୍କ ସ୍ଵାମୀ ମାରପିଟ୍ କରିବା ଆରମ୍ଭ କଲେ।ତାଙ୍କୁ ସବୁଦିନ ନିଶା ଇଞ୍ଜେକସନ ଦେଲେ।ଏହା ଫଳ ରେ ନିଶା ତାଙ୍କ ଦେହ ସାରା ହୋଇ ଗଲା।ହର୍ମୋନ ବଢିବା ଯୋଗୁଁ ତାଙ୍କ ମୁହ ରେ ବହୁତ ସାରା ଚୁଟି ଉଠିବା ଆରମ୍ଭ କଲା।
ତାଙ୍କ ମୁହଁ ବହୁତ ଖରାପ ହେଇଗଲା।ଏହା ପରେ ମହିଳା ଜଣକ ଏ ବିଷୟ ରେ ତାଙ୍କ ଘର ଲୋକ ଙ୍କୁ ଜଣାଇ ଥିଲେ।ତାଙ୍କ ବାପା ମା ଆସି ଜ୍ୱାଇଁ ଙ୍କୁ ବୁଝାଇ ବାକୁ ଚେଷ୍ଟା କଲେ।ହେଲେ ସେ ବୁଝିଲେ ନାହିଁ।ତାଙ୍କ ସ୍ଵାମୀ ଏହା ପରେ ମହିଳା ଜଣ କୁ ତାଙ୍କ ଭଉଣୀ ଘରେ ଲୁଚାଇ ରଖିଲେ।
Special report
ଏ ବିଷୟରେ କେହି ବି ଖବର ପାଇଲେ ନାହିଁ।ମହିଳା ଙ୍କ ବାପଘର ଲୋକେ ବହୁତ ଖୋଜା ଖୋଜି କଲେ।ଶେଷ ରେ ଜାଣିବାକୁ ପାଇଲେ ଯେ ସେ ତାଙ୍କ ଭଉଣୀ ଘରେ ଅଛି।ତାଙ୍କୁ ସେଠାରୁ ଅଣା ଯାଇ ପୋଲିସ ଥାନା କୁ ତାଙ୍କ ଭାଇ ଗଲେ।
Special report
ସେଠାରେ ତାଙ୍କ ଭିଣୋଇ ଙ୍କ ବିରୋଧ ରେ ଏକ ଲିଖିତ ଅଭିଯୋଗ କଲେ।ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି।ଖୁବ୍ ଶୀଘ୍ର ମହିଳା ଙ୍କ ସ୍ଵାମୀ ଙ୍କୁ ଦଣ୍ଡ ଦିଆ ଯିବ।ଯେ କେହି ବି ଏ କଥା ଶୁଣିଛି ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.