Movie prime

ହେ ଭଗବାନ ଦୁଃଖ ଉପରେ ଦୁଃଖ...ଭାଇ ପଛରେ ଚାଲିଗଲା ଭଉଣୀ..

 
Hjk
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଅନେକ ସମୟରେ ବିଭିନ୍ନ ପ୍ରକାରର ଘଟଣା ଘଟୁଥିବାର ନିଶ୍ଚୟ ଦେଖୁଥିବେ।ବର୍ତମାନ ଏକ ଦୁଃଖ ଦାୟକ ଘଟଣା ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାର ବିଷୟ ପାଲଟିଛି।କାନ୍ଦ ବୋବାଳି ରେ ଫାଟି ପଡୁଛି ପୁରା ଗାଁ।
ସମସ୍ତଙ୍କ ଆଖିରେ ଭରି ଯାଇଛି ଲୁହ।ଅନେକ ଦିନ ଧରି ପାଟଣା ସାହି ର ଦୁଇ ଭାଇ କାଳନ୍ଦୀ ବେହେରା ଏବଂ ବିଦ୍ୟାଧର ବେହେରା ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା।ସବୁ ବେଳେ ଜମିବାଡ଼ି କୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ ଝଗଡ଼ା ହେଉଥିଲା।
Jgt
ହେଲେ ଆଜି ସକାଳେ ହଠାତ୍ ଘର ଛପର କରିବା ପାଇଁ କେନ୍ଦ୍ର କରି କାଳନ୍ଦୀ ବେହେରା ଏବଂ ବିଦ୍ୟାଧର ବେହେରା ଙ୍କ ମଧ୍ୟରେ ବିବାଦ ଉପୁଜିଥିଲା।ଅତି ସରଳ ଏବଂ ନିଷ୍କପଟ ବିଦ୍ୟାଧର ବେହେରା ଙ୍କ ୨୨ ବର୍ଷର ପୁଅ ସନାତନ ବେହେରା ବାହାରେ ରହି କାର୍ଯ୍ୟ କରୁଥିଲେ।
ମାତ୍ର ୧୫ ଦିନ ହେବ ସେ ଘରକୁ ଫେରିଥିଲେ।ଦୁଇ ବାପାଙ୍କ ମଧ୍ୟରେ ଝଗଡ଼ା କୁ ସହ୍ୟ ନ କରି ପାରି ବେକ ରେ ଦଉଡ଼ି ଦେଇ ଜୀବନ ହାରି ଦେଇଛନ୍ତି।ତାଙ୍କର ମୃ-ତ୍ୟୁ ରେ ସାରା ପରିବାର ଦୁଃଖ ରେ ଭାଙ୍ଗି ପଡିଛନ୍ତି।ଏବଂ ଗ୍ରାମବାସୀ ମାନେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି।
Jk
କାରଣ ସନାତନ ବେହେରା ଥିଲେ ଗ୍ରାମର ସୁନା ପୁଅ।ଏତିକି ରେ ଦୁଃଖ ସରି ନଥିଲା।ବିଦ୍ୟାଧର ବେହେରା ଙ୍କ ବଡ଼ ଝିଅ କାଳନ୍ଦୀ ବେହେରା ଙ୍କ ୨୯ ବର୍ଷୀୟା ଝିଅ ନିରୁପମା ବେହେରା ସାନ ଭାଇ ଙ୍କୁ ଏତେ ଭଲ ପାଉଥିଲେ ଯେ ଭାଇ ର ମୃ-ତ୍ୟୁ ଖବର ପାଇ ନିଜ ଜୀବନ ହାରି ଦେଲେ।ଯେଉଁ ମାନେ ଭାଇ ର ଶ-ବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ର ମୁଖ୍ୟ ଚିକିତ୍ସାଳୟ ରେ ଅପେକ୍ଷା କରିଥିଲେ ସେମାନେ ଭଉଣୀ ର ମୃ-ତ-ଦେ-ହ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ଗୋଟିଏ ପରିବାର ରେ ସାମାନ୍ୟ ଝଗଡ଼ା ପାଇଁ ଦୁଇ ନିରୀହ ଜୀବନ ଚାଲି ଯାଇଛି ବୋଲି କେହି ବିଶ୍ୱାସ କରି ପାରୁ ନାହାଁନ୍ତି।ଏହି ଘଟଣା ଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.