Movie prime

ଓଡ଼ିଶା ରେ ସବୁ ସ୍ମାର୍ଟ ହେଲେ ରାସ୍ତା କଣ ପାଇ ସ୍ମାର୍ଟ ନୁହେଁ? ପାନ୍ଦ୍ରା ମାସ ରେ କଣ ଏଇ କାମ କାରିକି ଦେଖାଇଲେ ମୁଖ୍ୟମନ୍ତ୍ରୀ?

 
Special report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବର୍ଷା ଯୋଗୁଁ ଲୋକେ କିଭଳି ଭାବରେ ହଇରାଣ ହେଉଛନ୍ତି ସେ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ରାଜ୍ୟର ବେହାଲ କରିଲାଣି ବର୍ଷା।
Special report
କେଉଁଠାରେ ରାସ୍ତାର କଲଭର୍ଟ ଭାଙ୍ଗିଲାଣି ତ ଆଉ କେଉଁଠି ପୋଲ। ଘରେ ଘରେ ପଶିଛି ପାଣି ଆଉ ଏଥିପାଇଁ ଗଳି କନ୍ଦି ମଧ୍ୟ ପାଣିରେ ଉବୁଟୁବୁ ହେବାରେ ଲାଗିଛି। କନ୍ଧମାଳ ର ଏକ ଅସ୍ଥାୟୀ ପୋଲ ମଧ୍ୟ ଧୋଇ ହୋଇ ଯାଇଛି।
ଫଳରେ ଦଶଟି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଥରକୁ ଥର ଭାଙ୍ଗିବାରେ ଲାଗିଛି ଏହି ଅସ୍ଥାୟୀ ପୋଲ। ଏହି ପୋଲରେ ଅନେକ ଥର ବାଲିବସ୍ତା ପକା ଯାଇ ମରାମତି ମଧ୍ୟ କରାଯାଇଛି।
Special report
ଏବେ ପୁଣି ଥରେ ଏହି ପୋଲ ଭାଙ୍ଗି ଯିବାରୁ ଅନେକ ମାତ୍ରାରେ ପୋଲ ବର୍ତ୍ତମାନ୍ ସମୟରେ ପ୍ରଭାବିତ ହୋଇଛି। ଲୋକ ମାନେ ଏବେ ଗୋଟେ ଅଞ୍ଚଳରୁ ଅନ୍ୟ ଅଞ୍ଚଳ କୁ ଯାଆ ଆସ କରିବା ପାଇଁ ମଧ୍ୟ ଲୋକମାନେ ହଇରାଣ ହୋଇଛନ୍ତି।
ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ସେଥିପାଇଁ ହୀରାକୁଦର ମୋଟ ଜଳ ସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ଜଳ ଭଣ୍ଡାର କୁ ସେକେଣ୍ଡ ପ୍ରତି ୨୩୯୪୫୮ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨୬୭୫୭୭ କ୍ୟସେକ୍ ଜଳ ନିଷ୍କାସିତ ହେଉଛି।
Special report
ଆଉ ଏଥିପାଇଁ ଲୋକମାନେ ଭୟଭୀତ ହେବାରେ ଲାଗିଛନ୍ତି। କାରଣ ଏହି ବର୍ଷା ଉପରେ ତାଙ୍କର କିଛି ଭରଷା ପାଇଁ ବର୍ଷା ଦ୍ବାରା କ୍ଷଣିକ ମଧ୍ୟରେ ସବୁ କିଛି ବଦଳି ଯାଉଛି।
ଯାହା ସେ କେବେ ହେଲେ ଅନୁମାନ କରି ନଥିବେ ତାହା ହିଁ ହେଉଛି। ଏହି ବର୍ଷା ପାଇଁ ଧନ ଜୀବନ ମଧ୍ୟ ଅନେକ ପ୍ରଭାବିତ ହୋଇ ସାରିଲାଣି। ଲୋକ ମାନଙ୍କ ଯାତାୟାତ ବିଚ୍ଛିନ୍ନ ହେବା ସହ ତାଙ୍କର ଘରେ ମଧ୍ୟ ପାଣି ପଶି ଯାଉଛି।
ଯାହାକି ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ। ତେବେ ଆପଣ ଏହି ବର୍ଷା ର ତାଣ୍ଡବ ସମ୍ପର୍କରେ କଣ କହିବାକୁ ଚାହୁଁଛନ୍ତି ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.