Movie prime

ମାଟି ଖୋଳୁ ଖୋଳୁ ବାହାରିଲା ଏମିତି ଜିନିଷ ଯାହା ବଦଳାଇ ଦେଲା ଭାଗ୍ୟ ଦେଖନ୍ତୁ କଣ ବାହାରିଲା ଏମିତି

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଘର ତିଆରି କରିବା ପାଇଁ ଖୋଳୁଥିଲେ ମାଟି ଆଉ ବଦଳି ଗଲା ଭାଗ୍ୟ । ଘରର ନିଅଁ ଖୋଳିବା ସମୟରେ ଫାଉଡା ଭାଙ୍ଗିଗଲା । ଗଭୀର ଗାତ ହୋଇଥିଲା ।
Bh
ଆଉ ଏହି ଗଭୀର ଗାତ ଭିତରୁ ମୂଲ୍ୟବାନ ଜିନିଷ ମିଳିଲା । ଏହି ଜିନିଷକୁ ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହେବା ସହ ତାଜୁବ ହୋଇଗଲେ । ପରିବାର ଲୋକେ ଭାବିଥିଲେ ଏହା ମଣିଷ ମୁଣ୍ଡ ହୋଇଥିବ ସେଥିପାଇଁ ଭୟରେ ଦୌଡ଼ି ଗଲେ ।
କଥାରେ ଅଛି ମାଟି ଖୋଳୁ ଖୋଳୁ ମହାଦେବ ବାହାରିଲେ । ଏଭଳି କିଛି ଘଟଣା ଏବେ ଘଟିଛି । ମାଟି ଖୋଳୁ ଖୋଳୁ ମହାଦେବ ନୁହେଁ ବରଂ ମୂଲ୍ୟବାନ ଜିନିଷ ବାହାରିଛି । ମାଟି ତଳେ ଏହି ମୂଲ୍ୟବାନ ଜିନିଷ ଉପରେ ଫାଉଡା ବାଜିବା ଫଳରେ ଫାଉଡା ଦୁଇ ଖଣ୍ଡ ହୋଇଗଲା ।
ଆହୁରି ଏହି ମାଟି ତଳେ ଅନେକ କିଛି ଅଛି ବୋଲି ଲୋକମାନେ କହିଛନ୍ତି । ଏହି ମୂଲ୍ୟବାନ ଜିନିଷ ହେଉଛି ଧଳା ମଚ ମଚ ଶଙ୍ଖ । ଏହି କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲଗୁଥାଇ ପାରେ କିନ୍ତୁ ଏହା ସତ ଅଟେ ।
Bh
ଏହି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ସେବତିପୁର ଗ୍ରାମରେ । ଏହି ଗ୍ରାମର ମହେନ୍ଦ୍ର କବିଙ୍କର ବହୁ ପୁରୁଣା ମାଟି ଘରକୁ ଭଙ୍ଗା ଯାଇ ନୂଆ ଘର କରିବା ପାଇଁ ନିଅଁ ଖୋଳା ଯାଉଥିଲା । ତିନି ରୁ ଚାରି ଫୁଟ ଗାତ ଖୋଳିବା ପରେ ପ୍ରଥମେ ମାଠିଆ, ଖପରା ଆଦି ବାହାରିଥିଲା। 
ଏହାପରେ ଶଙ୍ଖ ବାହାରିଥିଲା । ଏକ ବଡ ଶଙ୍ଖ ବାହାରିଛି ଏହି ମାଟି ତଳୁ । ଆଉ ଏହି ଶଙ୍ଖ ବହୁତ ଜୋରରେ ବାଜୁଛି । ଏହାସହ ସେହି ଗାତ ଭିତରେ ଅନେକ ବଡ ବଡ ଗାତ ଦେଖିବାକୁ ମିଳିଛି । ଘର କାମ ବନ୍ଦ ହୋଇନାହିଁ ଆଉ ଏବେ ମଧ୍ୟ କାମ ଚାଲିଛି।
ଏହି ସବୁ ଦେଖି ଲୋକମାନେ ଅର୍ଥାତ୍ ତାଙ୍କ ଘରଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ଘଟଣା କେତେ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ୍ୟ ଅଟେ । ଏହି ମୂଲ୍ୟବାନ ଶଙ୍ଖ ମାଟି ଭିତରକୁ କେମିତି ଆସିଲା ଏହାକୁ ନେଇ ଏବେ କଥା ଆସୁଛି ।