Movie prime

ଯୁବକ ହାତରେ ବନ୍ଧୁକ ଧରି ଏମିତି କରୁଥିଲା , ହଠାତ୍ ଘଟିଗଲା ଏମିତି କାଣ୍ଡ

 
Special report
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଥିବାର ଦେଖୁଥିବେ।
Special report
କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଘଟିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି।ଜଣେ ପୋଲିସ ହତୀୟାର ସହିତ ଖଳନାୟକ ଭାବରେ ଡାନ୍ସ କରୁଥିଲେ।ଆଉ ଏହି ଭିଡିଓ ଦେଖିଲା ପରେ ଉପର ଅଧିକାରୀ ଧରି ପକାଇଛନ୍ତି।
ପୋଲିସ ବାବୁ ଜଣଙ୍କ ଫସି ଯାଇଛନ୍ତି। ଯାହାର ଲାଇଭ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ନିଜର ସୋସିଆଲ ମିଡ଼ିଆ ରେ ଫଲୋର୍ଶ ବଢ଼ାଇବାକୁ ଯାଇ ଆଜିକାଲି ସମସ୍ତେ ଭିଡିଓ ଏବଂ ଫଟୋ ସେୟାର କରୁଛନ୍ତି।
ଆଉ ରାତାରାତି ଷ୍ଟାର ମଧ୍ୟ ହେଉଛନ୍ତି।କିଛି ଲୋକ ଅଛନ୍ତି ଯେଉଁମାନେ ବହୁତ ଜଲ୍ଦୀ ପଇସା କମାଇ ପାରିବେ।କିନ୍ତୁ ଏହିପରି କାମ କରି ଲୋଭ ରେ ଅନେକ ଲୋକ ମାନେ କିଛି ନା କିଛି ଭୁଲ କରନ୍ତି।
Special report
ଯେଉଁ କଥା ଏବେ ସାମ୍ନାକୁ ଆସିଛି।ଜନ୍ମଦିନ ପାର୍ଟି ରେ ବାଜିଥିଲା ଖଳନାୟକ ଗୀତ।ଆଉ ଏପଟେ ପୋଲିସ ବାବୁ ଜଣକ ନିଜ ସାଙ୍ଗ ମାନଙ୍କ ସହିତ ମିଶି ଡାନ୍ସ କରୁଥିଲେ।ପୋଲିସ ବାବୁ ଜଣଙ୍କ ହାତରେ ବନ୍ଧୁକ ଧରି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି।
ନାୟକ ନେହିଁ ଖଳନାୟକ ହୁଁ ମେ ଗୀତ ରେ ନାଚିଛନ୍ତି।ପୋଲିସ ଙ୍କ ନାମ ହେଉଛି ଦୀପକ ଶର୍ମା।ଯିଏକି ଜନ୍ମଦିନ ପାର୍ଟି ରେ ବନ୍ଧୁକ ଧରି ଡାନ୍ସ କରୁଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯେ ଜଣେ ୟୁ ଟ୍ୟୁବର କିମ୍ବା ସୋସିଆଲ ମିଡ଼ିଆ ୟୁଜର ନକଲି ବନ୍ଧୁକ ଧରି ଭିଡିଓ କରିଲେ ତାଙ୍କୁ ଦୋଷୀ ବୋଲି କୁହାଯାଉଛି।କିନ୍ତୁ ଏଠାରେ ପୋଲିସ ହୋଇ ବନ୍ଧୁକ ଧରି ଭିଡିଓ କରିବା କେତେଦୂର ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଯେଉଁ ଘଟଣାର ଏବେ ଯାଞ୍ଚ କରାଯାଇଛି।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.