Movie prime

ଆଜ୍ଞା ମୋର ସ୍ତ୍ରୀ ମଲା ପରେ ମୁଁ ଶାଳୀ କୁ ବାହା ହେଲି ,ଏବେ ସେ ଶାଳୀ ଆଉ କୋଉ ଟୋକା ସହ ଶୋଉଚି

 
Special report
ନମସ୍କାର ପାଠକ ବନ୍ଧୁ।ବର୍ତ୍ତମାନ ସମାଜ ରେ କିଭଳି ଘଟଣା ମାନ ଘଟୁଛି ଆପଣ ସମସ୍ତେ ଜାଣି ଥିବେ।ମହିଳା ମାନେ ସ୍ଵାମୀ ଥାଉ ଥାଉ ପର ପୁରୁଷ ମାନଙ୍କ ସହିତ ସମ୍ପର୍କ ରଖୁଛନ୍ତି।ସେମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖିଛନ୍ତି।ଏହା ଏବେ ଏକ ସାଧାରଣ କଥା ହୋଇ ସାରିଛି।
Special report
ଘରେ ଘରେ ଏଭଳି କାହାଣୀ ଦେଖିବାକୁ ମିଳୁଚି।ମହିଳା ମାନେ ନିଜ ସ୍ଵାମୀ ଙ୍କ କଥା ନ ଭାବି ପର ପୁରୁଷ ଙ୍କ ପ୍ରେମ ରେ ପାଗଳ ହେଉଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଣେ ଏ ଏସ ଆଇ ବାବୁ ଙ୍କ କ୍ଷେତ୍ର ରେ ।
ସୂଚନା ଅନୁସାରେ ଏ ଏସ ଆଇ ବାବୁ କିଛି ଦିନ ତଳେ ତାଙ୍କ ପତ୍ନୀ ଓ ପ୍ରେମିକ ଙ୍କ ବିରୋଧ ରେ ଥାନା ରେ ଏକ ଲିଖିତ ଅଭିଯୋଗ ଆଣିଛନ୍ତି।ତାଙ୍କ ଅଭିଯୋଗ ଯେ କେହି ବି ଶୁଣିବ ଆଶ୍ଚର୍ଯ୍ୟ ହୋଇ ଯିବ।ତାଙ୍କ ପତ୍ନୀ ଙ୍କୁ ସେ ବହୁତ ଭଲ ପାଉ ଥିଲେ।ହେଲେ ଏପରି ଏକ ଖରାପ ଭିଡିଓ ଦେଖିଲା ପରେ ତାଙ୍କ ପାଦ ତଳୁ ଯେପରି ମାଟି ଖସି ଗଲା।
Special report
ଏହା ପରେ ସେ ସାଙ୍ଗେ ସଙ୍ଗେ ଥାନା ରେ ଯାଇ ଅଭିଯୋଗ କଲେ।ତାଙ୍କ କହିବା ଅନୁଯାୟୀ ସେ ଘରେ ନ ଥିବା ବେଳେ ତାଙ୍କ ପତ୍ନୀ ଘର କୁ ପର ପୁରୁଷ ଙ୍କୁ ଡକାଇ ଛନ୍ତି।ତାଙ୍କ ଝିଅ ରୁମ୍ ଭିତରେ ଲୁଚି ରହି ତାଙ୍କ ପତ୍ନୀ ଓ ପ୍ରେମିକ ରେ ଭିଡିଓ କରିଥିଲେ।
ସୂଚନା ଅନୁସାରେ ଏ ଏସ ଆଇ ବାବୁ ତିନି ଥର ବିବାହ କରିଛନ୍ତି।ତାଙ୍କ ପ୍ରଥମ ପତ୍ନୀ ପାଗିଳୀ ହୋଇ ଯାଇଥିଲେ।ଏହା ପରେ ସେ ଦିତୀୟ ଥର ବିବାହ କରି ଥିଲେ।ବିବାହ ପରେ ତାଙ୍କ ପତ୍ନୀ କର୍କଟ ରୋଗ ରେ ପୀଡ଼ିତ ହୋଇ ମୃ-ତ୍ୟୁ ବରଣ କଲେ।
Special report
ସେ ତାଙ୍କ ମରିବା ପୂର୍ବ ରୁ ସ୍ଵାମୀ ଙ୍କୁ କହି ଦେଇ ଯାଇଥିଲେ କି ତାଙ୍କ ସାନ ଭଉଣୀ ଙ୍କୁ ବିବାହ କରିବା କଥା। ଏ ଏସ ଆଇ ବାବୁ ସେହି ପରି କଲେ।ନିଜ ଶାଳୀ ଙ୍କୁ ବିବାହ କଲେ।ସେ ୨୦୦୧ ମସିହା ପରେ ତାଙ୍କ ଶାଳୀ ଙ୍କୁ ବିବାହ କଲେ।ବିବାହ ପରେ ତାଙ୍କ ପତ୍ନୀ ଙ୍କ ଜୀବନ କୁ ଆଉ ଜଣେ ପୁରୁଷ ଆସିଲେ।
ସ୍ଵାମୀ ଘରେ ନ ଥିଲା ବେଳେ ତାଙ୍କ ପତ୍ନୀ ପର ପୁରୁଷ ଙ୍କୁ ନେଇ ନିଜ ବେଡ୍ ରୁମ୍ ରେ ବସାନ୍ତୀ।ସେହି ଭିଡିଓ ରେ ଦେଖିବାକୁ ମିଳୁଛି ପ୍ରେମିକ ଜଣକ ମହିଳା ଙ୍କ ବେଣୀ କରି ଦେଉଛନ୍ତି ଓ ତାଙ୍କ ପିଠି କୁ ଧୀରେ ଧୀରେ ଆଉଁଶି ଦେଉଛନ୍ତି।ଏହା ପରେ ତାଙ୍କ ଉପରେ ଶୋଇ ପଡିଛନ୍ତି।
ଏହାକୁ ତାଙ୍କ ଝିଅ ଭିଡିଓ କରି ବାପା ଙ୍କ ପାଖକୁ ପଠାଇ ଦେଲେ।ଏହା ପରେ ସ୍ଵାମୀ ନିଜ ଶ୍ଵଶୁର ଘର ଲୋକ ଙ୍କୁ ଏ ବିଷୟ ରେ ଜଣାଇ ଥିଲେ।ସେମାନେ କହିଲେ କି ତାଙ୍କ ଝିଅ ତମ ସହିତ ରହିବାକୁ ଚାହୁଁ ନାହିଁ।ଏହା ପରେ ସ୍ଵାମୀ ଜଣକ ଥାନା ର ଦ୍ବାରସ୍ଥ ହୋଇ ଥିଲେ।ଏବେ ସେ ଦାବି କରିଛନ୍ତି ତାଙ୍କ ର ନ୍ୟାୟ ଦରକାର।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.