Movie prime

ହଠାତ୍ ଘଟିଲା ଆଶ୍ଚର୍ୟ୍ଯ ଜନକ ଘଟଣା ଦେଖନ୍ତୁ ରାତିରେ ମାଛ ଖାଇ ଶୋଇଲେ ହେଲେ ସକାଳୁ ଚାଲିଗଲା ୩ ଜଣଙ୍କ ଜୀବନ

 
Bh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ଅଞ୍ଚଳର ଖବର ପାଇପାରିବେ ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ଜାଣିପାରିବେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ ପରିବାରର ଏକା ସାଙ୍ଗରେ ତିନିଜଣ ମୃ-ତ୍ୟୁବରଣ କରିଛନ୍ତି । ବାପା, ମାଆ ଆଉ ୨୫ ବର୍ଷର ପୁଅ ମୃ-ତ୍ୟୁବରଣ କରିଛନ୍ତି।
Fc
ଏକା ସାଙ୍ଗରେ ସ୍ବାମୀ ସୁଦାମ ମଣ୍ଡଳ, ଏବଂ ତାଙ୍କର ୩୮ ବର୍ଷୀୟ ସ୍ତ୍ରୀ ଜୟନ୍ତୀ ମଣ୍ଡଳ ଆଉ ବଡ ପୁଅ ପରୀକ୍ଷିତ ମଣ୍ଡକଙ୍କର ଜୀବନ ଚାଲି ଯାଇଛି । ଏକାସାଙ୍ଗରେ ତିନିଜଣଙ୍କ ମୃତଦେହ ଦେଖି ଗାଁ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଜୟନ୍ତୀଙ୍କ ମୃତଦେହ ଘରର ଚଟାଣରେ ପଡ଼ିଥିବା ବେଳେ ଅନ୍ୟ ଏକ ଘରର ଖଟ ଉପରେ ପଡିଥିଲା ପୁଅର ମୃତଦେହ । ଆଉ ଅନ୍ୟ ଘରେ ସୁଦାମଙ୍କ ମୃତଦେହ ପଡ଼ିଥିଲା । ଏହି ସବୁ ଦେଖି ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି । 
Vhh
ଏବେ ଏହି ଘଟଣାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଆଚମ୍ବିତ ହୋଇ ଯାଇଛନ୍ତି । ଏବେ ସୂଚନା ଅନୁସାରେ ଖବର ଆସିଛି କି ଏହି ପରିବାର ଲୋକମାନେ ଗତକାଲି ସନ୍ଧ୍ୟାରେ ମାଛ ଆଣିଥିଲେ । ଆଉ ଘରେ ମାଛ ଭାତ ଖାଇଥିଲେ ।
ତାଙ୍କ ଘରକୁ ଜଣେ ଅତିଥି ମଧ୍ୟ ଆସିଥିଲେ । ସେମାନେ ସମସ୍ତେ ଖାଇବା ପିଇବା କରିଥିଲେ । ତାଙ୍କ ଘରେ ଝଗଡ଼ା ମଧ୍ୟ ହୋଇନଥିଲା ବୋଲି ପଡୋଶୀ କହିଥିଲେ । ପଡୋଶୀ କହିଛନ୍ତି କି ସେମାନେ ବହୁତ ଭଲରେ ଚଳୁଥିଲେ ।
Hh
ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ତାଳଜୁଆ ସାମୁଦ୍ରିକ ଥାନା ଅନ୍ତର୍ଗତ ରାଜେନ୍ଦ୍ର ନଗର ଗାଁ ରେ । ଏଭଳି ଘଟଣା ଜଣାପଡିବା ପରେ ଗାଁ ଲୋକ ସେଠାରେ ଜମା ହୋଇ ଯାଇଥିଲେ । ଏହି ପରିବାର ଲୋକଙ୍କ ମୃତଦେହକୁ ନେଇ ଏବେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି ।
ସୁଦାମଙ୍କ ସାନ ପୁଅ ଗାଁରେ ପହଞ୍ଚିଛନ୍ତି । ଏବେ ଏହି ଘଟଣାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ଏବେ ତଦନ୍ତ କରୁଛି । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ପହଞ୍ଚିଛି ।