Movie prime

ଆମ୍ବୁଲାନ୍ସ ରୁ ହଠାତ୍ ଶ-ବ ଉଠି ଦୌଡିଲା,ଭୟ ରେ ଗାଆଁ ଲୋକେ ଛିନ୍ ଛତ୍ର ହେଇ ଧାଇଁଲେ..

 
Ghy
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଗାଁ ମଝିରେ ଆସି ଠିଆ ହେଲା ଆମ୍ବୁଲାନ୍ସ ଗାଡ଼ି।ମୃ-ତ ଦେହ କୁ ନେବାକୁ କୁ ଅଧା ବାଟ ରେ ଧରା ପଡ଼ି ଯାଇଥିଲେ ଜଣେ ବ୍ୟକ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରେ।
ଜଣେ ବ୍ୟକ୍ତି ନିଜକୁ ଆଇ ଏ ଏସ ଦର୍ଶାଇ ଆମ୍ବୁଲାନ୍ସ ଯୋଗେ ଜଣେ ବ୍ୟକ୍ତି ଙ୍କୁ ମୃ-ତ ବୋଲି କହି କେଉଁ ଆଡ଼େ ନେଇ କରି ଯାଉ ଥିଲେ।ହେଲେ ସେହି ବ୍ୟକ୍ତି ଙ୍କୁ ଧରା ପକାଇ ଦେଇଥିଲେ କିଛି ବ୍ୟକ୍ତି।ଯାହାକୁ ନେଇ ଏବେ ସେହି ଅଞ୍ଚଳ ରେ ଖୁବ୍ ଚର୍ଚ୍ଚା କରା ଯାଉଛି।
Uu
ସୂଚନା ଅନୁସାରେ ଗତ କାଲି ଜଣେ ବ୍ୟକ୍ତି ନିଜକୁ ଆଇ ଏ ଏସ ବୋଲି ଦର୍ଶାଇ ଆମ୍ବୁଲାନ୍ସ ଯୋଗେ କଳା କନା ଙ୍ଘୋଡାଇ ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଆମ୍ବୁଲାନ୍ସ ରେ ନେଇ କରି ଆସୁ ଥିଲେ।ତାଙ୍କ ନାମ ହେଉଚି ଉମାକାନ୍ତ।
ଆମ୍ବୁଲାନ୍ସ ଚାଳକ ପ୍ରଥମେ ଦେଖିଥିଲେ କି ସେହି ମୃ-ତ ବ୍ୟକ୍ତି ଜଣକ ର ହାତ ଗୋଡ ହଲୁଚି।ଏହା ପରେ ସେ ଉମାକାନ୍ତ ଙ୍କୁ ଏ ବିଷୟ ରେ ପଚାରି ଥିଲେ।ସେ ତାଙ୍କୁ କହି ଥିଲେ କି କଳା କନା ଘୋଡ଼ା ଯାଇ ଥିବା ବ୍ୟକ୍ତି ଜଣକ ମୃତ ନୁହନ୍ତି ତାଙ୍କ ଦେହ ଖରାପ ଅଛି।ଏଥିରେ ଚାଳକ ଙ୍କ ସନ୍ଦେହ ହୋଇ ଥିଲା।
Gg
ସେ ଆଗରୁ ମଧ୍ୟ ଆମ୍ବୁଲାନ୍ସ ଚାଳକ ଙ୍କୁ କହି ଥିଲେ କୁ ପାଞ୍ଚ ହଜାର ଟଙ୍କା ଦେବେ ବୋଲି।ଏହା ପରେ ଚାଳକ ଙ୍କ ସନ୍ଦେହ ହେବାରୁ ପୋଲିସ କୁ ଖବର ଦେଇ ଥିଲା।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ କୁ ଯାଞ୍ଚ କରି ଥିଲେ।
ସେଥିରୁ ପୋଲିସ ର ହ୍ୟାଣ୍ଡ କପ୍ ଓ କିଛି ଟଙ୍କା ମିଳିଥିଲା।ପୋଲିସ ଏବେ ଉମାକାନ୍ତ ଙ୍କୁ ଗିରଫ କରିବା ସହିତ ଗାଡ଼ି ଚାଳକ ଙ୍କୁ ମଧ୍ୟ ଥାନା ରେ ଅଟକ ରଖିଛନ୍ତି।ଏ ନେଇ ତାଙ୍କୁ ପଚରା ଉଚୁରା ଜାରି ରହିଛି।
ହେଲେ ପୋଲିସ ଙ୍କୁ ଏ ପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳି ପାରି ନାହିଁ।କିଏ ଏତେ ଟଙ୍କା ଆଣି ଏପରି କରିଛି ତାହାକୁ ପୋଲିସ ଆଗରେ ଉମାକାନ୍ତ ପ୍ରକାଶ କରି ନାହିଁ।ତେବେ ଦେଖିବାକୁ ବାକି ରହିଲା ପୋଲିସ କେବେ ଏହି ଘଟଣା ର ସତ୍ୟାସତ୍ୟ ବିଷୟ ରେ ଜାଣି ପାରୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.