Movie prime

ସାମ୍ବାଦିକ ଙ୍କୁ କଡା ଭାଷା ରେ କହିଲେ ସୁର...ମୋ ପୁଅ ଦେଖ ଜଟଣୀ ରୁ କେମିତି ଜିତୁଛି...

 
Politics
ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗକୁ ନିର୍ବାଚନ ହେବାକୁ ଯାଉଛି।ଏହି ନିର୍ବାଚନ ପୂର୍ବ ରୁ ବିଭିନ୍ନ ରାଜନୈତିକ ଦଳ ମାନେ ନିଜ ନିଜ ର ପ୍ରଚାର ଆରମ୍ଭ କରି ଦେଇଛନ୍ତି।ଆପଣ ମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟ ଙ୍କୁ ଭଲ ଭାବେ ଜାଣି ଥିବେ।
କଂଗ୍ରେସ ଦଳ ରେ ସବୁବେଳେ ରହି ସେ ଲୋକ ଙ୍କ ସେବା କରି ଥାନ୍ତି।ଆଜି ସେ ତାଙ୍କ ପୁଅ ଙ୍କ ବିଷୟ ରେ କହିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଚର୍ଚ୍ଚା କରା ଯାଉଚି।ଆପଣ ମାନେ ଜାଣି ଥିବେ ଗତ କିଛି ଦିନ ପୂର୍ବେ ତାଙ୍କ ପୁଅ ବିଜେଡି ଦଳ ରେ ଯୋଗ ଦେବେ ବୋଲି କହି ଥିଲେ।
Ujjff
ଏହା ପରେ ସୁର ରାଉତରାୟ ଙ୍କ ପରାମର୍ଶ ରେ ସେ କଂଗ୍ରେସ ଦଳ ରେ ଯୋଗ ଦେଇ ଥିଲେ।ସେ ସମୟ ରେ ଏହି କଥା କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରି ଥିଲା।ଆଜି ପୁଣି ଥରେ ସୁର ରାଉତରାୟ ନିଜ ପୁଅ କୁ ନେଇ ମୁହଁ ଖୋଲିଛନ୍ତି।
ସେ କହିଛନ୍ତି କି ମୋ ପୁଅ ଜଟଣୀ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢିବ।ଯଦି ସେ ଲୋକ ଙ୍କ ପାଇଁ କିଛି ଭଲ କାମ କରି ଥିବ।ତେବେ ନିଶ୍ଚିତ ରୂପେ ଏହି ନିର୍ବାଚନ ମଣ୍ଡଳୀରୁ ବିଜୟ ହାସଲ କରିବ।ତେବେ ଏ କଥା ସମୟ କହିବ।
ଯିଏ ଏଥିରେ ବିଜୟ ହାସଲ କରିବ ତାକୁ ଅଭିନନ୍ଦନ।ଯଦି ମୋ ପୁଅ ଭଲ ସଂଗଠନ ରଖି ଥିବ।ଲୋକ ଙ୍କ ଦୁଃଖ ସୁଖ ରେ ପାଖରେ ଠିଆ ହୋଇ ଥିବ।ତେବେ ନିଶ୍ଚିତ ରୂପେ ଲୋକେ ତାର କଥା କୁ ଶୁଣିବେ।ସେ ଆହୁରି ମଧ୍ୟ କହି ଥିଲେ।
ମୋର ମୋ ପୁଅ ଉପରେ ବିଶ୍ଵାସ ରହିଛି।ସେ ଯେମିତି ହେଲେ ଏହି ନିର୍ବାଚନ ରେ ବିଜୟ ହାସଲ କରିବ।ମୋ ପୁଅ ସବୁବେଳେ ଗରିବ ଲୋକ ଙ୍କ ସେବା କରିବା ପାଇଁ ଚାହେଁ।ତାର ଆଶା ପୂର୍ଣ୍ଣ ହେବ।ସେ ଜଟଣୀ ନିର୍ବାଚନ ମଣ୍ଡଳୀ ରୁ ବିଜୟ ହାସଲ କରିବ।
ମୁଁ ୧୯୯୭ ରେ ବିଧ୍ୟାୟକ ହୋଇ ଥିଲି।ସେ ସମୟ ରେ ଶରତ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ଥିଲେ।ଏବେ ଆମର ଲକ୍ଷ୍ୟ ହେଉଚି ରାହୁଲ ଗାନ୍ଧୀ ହେବେ ପ୍ରଧାନ ମନ୍ତ୍ରୀ।
ଏହାପରେ ଆମ ଉପରେ ଲୋକ ଙ୍କ ବିଶ୍ଵାସ ଓ ଭରଷା ଆସିବ।ଲୋକ ମାନଙ୍କୁ ଆମେ ସବୁ ପ୍ରକାର ସାହାର୍ଯ୍ୟ କରିବୁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.