Movie prime

ହ୍ୟୁମାନ ସାଗରଙ୍କୁ କାହିଁକି ଏମିତି କହିଲେ କଂଗ୍ରେସ ନେତା ସୁର ରାଉତରାୟ ଜାଣନ୍ତୁ ସତ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା, ଅଭିନେତ୍ରୀ ଆଉ ଏହାସହ କଣ୍ଠଶିଳ୍ପୀଙ୍କୁ ନେଇ ଆସୁଥିବା ଖବର ସବୁ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଜାଣିଥିବେ । 
ଏହି କଣ୍ଠଶିଳ୍ପୀ ଜଣକ ସବୁବେଳେ ତାଙ୍କ ଗୀତକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ନିକଟରେ ଏହି କଣ୍ଠଶିଳ୍ପୀ ଜଣଙ୍କୁ ନେଇ କିଛି ଖବର ଆସିଛି । ଆଉ ଏହି ଖବର ବିଷୟରେ ଆପଣମାନେ ସମସ୍ତେ ତ ଜାଣିଥିବେ ।
Special report
କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଜଣେ ବ୍ୟକ୍ତିଙ୍କୁ ଗୁଣ୍ଡା ଲଗାଇ ମାରଧର କରିଛନ୍ତି । ଆଉ ସେ ତାଙ୍କ ନାଁରେ ଅଭିଯୋଗ ଆଣିଛନ୍ତି । ଏହି ବିଷୟରେ ଆପଣମାନେ ସମସ୍ତେ ଅନେକ ଖବର ପାଇଥିବେ । ଏବେ ଏହି କଥାକୁ ନେଇ ରାଜନୀତିଜ୍ଞ କିଛି କଥା କହିଛନ୍ତି ।
ଆପଣମାନେ ସମସ୍ତେ କଂଗ୍ରେସ ନେତା ସୁର ରାଉତରାୟଙ୍କୁ ତ ଜାଣିଥିବେ । ଏହି କଂଗ୍ରେସ ନେତା ସୁର ରାଉତରାୟ ଗଣମାଧ୍ୟମ ଆଗରେ କହିଛନ୍ତି, ହ୍ୟୁମାନ ସାଗର ଜଣେ ଭଲ କଳାକାର ।
Special report
ସେ ଏତେ ତଳକୁ ଖସି ଗଲାଣି ଏହି ବିଷୟରେ ସେ କିଛି ଜାଣି ପାରୁନାହାଁନ୍ତି ବୋଲି କହିଛନ୍ତି । ଜଣେ ଭଲ ଲେଖକ, ଗାୟକ ମଧ୍ୟ । ସେ ଲେଖିଥିବା ଗୀତ ହେଉଛି ନବୀନ ବାବୁ । କିନ୍ତୁ ଏବେ ତାଙ୍କୁ ହଣା ଯାଇଛି । ତାଙ୍କୁ ମାରଧର କରାଯାଇଛି । ଆଉ ତାଙ୍କୁ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମାରିଛନ୍ତି ବୋଲି ଅଭିଯୋଗ ଆସିଛି ।
Special report
ଭଗବାନଙ୍କ ଆର୍ଶୀବାଦରୁ ଏବେ ଏହି ବ୍ୟକ୍ତି ଜଣକ ଭଲ ଅଛନ୍ତି । ଆଉ ମେଡିକାଲ କର୍ମଚାରୀ ଏବଂ ଡାକ୍ତର ସମସ୍ତେ ତାଙ୍କୁ ସାହାଯ୍ୟ କରିଥିଲେ । ନେତା ସୁର ରାଉତରାୟ ଏହି ଘଟଣାର ତଦନ୍ତ କରିବା ପାଇଁ ସେ ପୋଲିସଙ୍କୁ କହିଛନ୍ତି ।
ହ୍ୟୁମାନ ସାଗର ଜଣେ କଣ୍ଠଶିଳ୍ପୀ ସେ ଏଭଳି କରିବା ଠିକ୍ ନୁହେଁ । ଏହି ଘଟଣାକୁ ତୁରନ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବା ଉଚିତ୍ । ହ୍ୟୁମାନ ସାଗର ଜଣେ ଭଲ କଣ୍ଠଶିଳ୍ପୀ ଆଉ ଏବେ ସେ କ୍ରିମିନାଲ ପାଲଟି ଗଲେଣି । ଏଭଳି ଅନେକ କଥା ନେତା କହିଛନ୍ତି ।