Movie prime

କି ଫାଲତୁ କଥା କହୁଛ, କି ମୂଷା ବେ??? ହେ ତା ପଛରେ ଆଙ୍ଗୁଠି ମାରୁଚି ଆଉ କଣ ନା କହୁଚି ଜଗନ୍ନାଥ, ରାଗିଗଲେ ସୁର

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁବଣ ବର୍ତ୍ତମାନ୍ ସମୟରେ ସବୁଠାରୁ ଚର୍ଚ୍ଚିତ ଖବର ସମ୍ପର୍କରେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ। ଏବେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଖୁବ ଭାଇରାଲ୍ ହେବାରେ ଲାଗିଛି
Special Report
ଯେଉଁଥିରେ ମୂଷା ଟି ଜୟ ଜଗନ୍ନାଥ କହୁଛି ବୋଲି ଚର୍ଚ୍ଚା ହେଉଛି। ଆଉ ଏହି ଘଟଣା ଭାଇରାଲ୍ ହେବା ପରେ ଏହା ମଧ୍ୟ ଭାଇରାଲ୍ ହେବାରେ ଲାଗିଛି କି ମାଳିକା ରେ ଏହା ଉଲ୍ଲେଖ ଥିଲା କି ମୂଷା ଜୟ ଜଗନ୍ନାଥ କହିବ।
ଏବେ ଏହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଥିବା ବେଳେ ସବୁବେଳେ ଚର୍ଚ୍ଚାର ରହୁଥିବା ଖୋର୍ଦ୍ଧା ଜଟଣୀ ବିଧାୟକ ସୁର ରାଉତ ରାୟ ଏଭଳି କିଛି କହିଛନ୍ତି ଯାହାକୁ ଶୁଣି ଆପଣ ମାନେ ମଧ୍ୟ ଆଶ୍ଚର୍ୟ୍ଯ ହୋଇ ଯିବେ।
ସେ କହିଥିଲେ କି ମୂଷା ଯେଉଁ ଜୟ ଜଗନ୍ନାଥ କହୁଛି ବୋଲି ଏବେ ଭାଇରାଲ୍ ହେବାରେ ଲାଗିଛି ଏହା ଏକ ପ୍ରହସନ ଆଉ ଏସବୁ କୁ ଖୁବ ଶୀଘ୍ର ବନ୍ଦ୍ କରାଯାଉ। ସେ ଏହା ମଧ୍ୟ କହିଥିଲେ କି ଆମ ଜଗନ୍ନାଥ ଏତେ ଛୋଟ ନୁହଁନ୍ତି।
Special Report
ପୃଥିବୀ ର ଦେବତା ହେଉଛନ୍ତି ଶ୍ରୀ ଜଗନ୍ନାଥ ସବୁ ଧର୍ମ ଧର୍ମିର ଲୋକମାନେ ମଧ୍ୟ ଶ୍ରୀ ଜଗନ୍ନାଥ ଙ୍କୁ ଖୁବ ମାନି ଥାଆନ୍ତି। ଆଉ ଏଭଳି କିଛି କହିବା ଘୋର ଲଜ୍ୟା ବୋଲି କହିଥିଲେ।
ଏବଂ ଜଗନ୍ନାଥଙ୍କୁ ଏଭଳି ଅପଦସ୍ତ ନକରା ଯାଉ ଏହା ସହ ଏଭଳି ଶସ୍ତା ମଧ୍ଯ ନକରା ଯାଉ ବୋଲି କହିଛନ୍ତି। ଏହା ନହେଲେ ସେ ଆନ୍ଦୋଳନ କରିବାକୁ ପଛେଇବେ ନାହିଁ। ଏସବୁ ହେଉଛି ନିହାତି ଭାବରେ ମିଛ।
ଏହା କହି ବିଧାୟକ ସୁର ରାଉତ ରାୟ ଖୁବ ଜୋରେ ରାଗି ମଧ୍ୟ ଯାଇଥିଲେ। ଆଉ ଏସବୁ କଥାକୁ ସେ ଆଦୌ ବିଶ୍ବାସ କରୁ ନାହାଁନ୍ତି ସେଥିପାଇଁ ସେ ଅନେକ କଥା କହିଥିଲେ।
ଅନେକ ଲୋକମାନେ ମଧ୍ୟ ବିଧାୟକ ସୁର ରାଉତ ରାୟ ଙ୍କ କଥାରେ ରାଜି ହୋଇ ଛନ୍ତି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଏହା କେତେଦୂର ସତ ଓ ମିଛ ତାହା ଆପଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବାକୁ ଭୁଲି ଯିବେ ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.