Movie prime

ଚତୁର୍ଥୀ ରାତିରେ ଝିଅ ଦେଖିଲା ପୁଅର ଏମିତି କିଛି ସିଧା ଦୌଡ଼ି ପଳେଇଲା ଦେଖନ୍ତୁ ପ୍ରକୃତ କାରଣ ଏହି ଖବର ବର୍ତ୍ତମାନ ସବୁଆଡେ ଚର୍ଚ୍ଚା

 
Special Report
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର।
ସେହି ଭିତରୁ କିଛି ଘଟଣା ଖୁସି ଏବଂ ଦୁଃଖଦାୟକ ହୋଇଥାଏ। ତେବେ ବନ୍ଧୁଗଣ ରାଜଧାନୀର ଭରତପୁର ଅଞ୍ଚଳରେ ଘଟିଛି ଏହି ଘଟଣା। ସୋସିଆଲ ମିଡିଆରେ ପ୍ରେମ ହୋଇ ବିବାହ ପର୍ଯ୍ୟନ୍ତ କଥା ମଧ୍ୟ ଯାଇଥିଲା। 
ପୁରୀ ଜିଲ୍ଲା ବ୍ରହ୍ମଗିରିର ମୀନକେତନ ମଙ୍ଗରାଜ ଭାରତ ପୁରର ଏକ ଗେଷ୍ଟ ହାଉସ ରେ କାମ କରୁଥିଲେ। ସେତିକି ବେଳେ ଶଙ୍ଖଳା ଗାଁର ଜୟନ୍ତୀ ନାମକ ଏକ ଯୁବତୀଙ୍କ ସହ
Special Report
ଇନଷ୍ଟାଗ୍ରାମରେ ପ୍ରେମ ହୋଇଥିଲା। ଉଭୟଙ୍କ ପ୍ରେମ ବଢିବା ପରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ। ପ୍ରଥମେ ଜୟନ୍ତୀଙ୍କ ପରିବାର ଏହାକୁ ବିରୋଧ କରୁଥିଲେ। 
ହେଲେ ମୀନକେତନ ଏବଂ ଜୟନ୍ତୀ ବିବାହ ପରେ ଏକାଠି ରହୁଥିଲେ। କିନ୍ତୁ ବାହାଘର ଚଉଠି ପରଠାରୁ ଜୟନ୍ତୀ ମୀନକେତନଙ୍କ ସହିତ ଏକାଠି ରହିବାକୁ ମନାକରି ଦେଇଥିଲେ।
ଏମିତି କିଛି ଦିନ ଗଲାପରେ ଜୟନ୍ତୀ ଅନ୍ୟ କାହା ସହ ଚାଟ କରୁଥିବାର ମୀନକେତନ ଜାଣିବାକୁ ପାଇଥିଲେ। ଏହାକୁ ମୀନକେତନ ବିରୋଧ କରିବାରୁ ଜୟନ୍ତୀ ଘର ଛାଡ଼ି ଚାଲିଯିବେ କହୁଥିଲେ। 
ମୀନକେତନ ଜୟନ୍ତିଙ୍କୁ ଅନେକ ବୁଝେଇବା ପରେ ମଧ୍ୟ ଜୟନ୍ତୀ ବୁଝି ନଥିଲେ। ତେବେ ବନ୍ଧୁଗଣ ଏବେ ଜୟନ୍ତୀ ଅବ୍ୟ ଜଣେ ପୁଅଙ୍କ ସହିତ ପଳାଇଛନ୍ତି।
ଏହାପରେ ମୀନକେତନ ଓ ତାଙ୍କ ପରିବାର ବର୍ଗ ଥାନାରେ ଏତଲା ଦେଇଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏବଂ ଏହାକୁ ଦେଖି ସମାଜରେ ଲୋକମାନେ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.