Movie prime

ସୁରତ ରେ କାମ କରୁଥିବା ସ୍ଵାମୀ କୁ ଧୋକା ଦେଇ ପଡିଶା ଘର ପୁଅ ସହ ଶୋଇଗଲା ସ୍ତ୍ରୀ

 
Special Report
ନମସ୍କାର ପାଠକ ବନ୍ଧୁ।ଆପଣ ଙ୍କୁ ଜଣା ଥିବ ବର୍ତ୍ତମାନ ସମୟରେ ସ୍ଵାମି ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଏକ ସାଧାରଣ ଘଟଣା ହୋଇ ସାରିଛି।ଆପଣ ମାନେ ସବୁଦିନ ସୋସିଆଲ୍ ମିଡ଼ିଆରେ ଏପରି ଅନେକ ଘଟଣା ଦେଖିବାକୁ ପାଇବେ।
କେତେବେଳେ ସ୍ଵାମି ସ୍ତ୍ରୀ ଙ୍କ ନାମ ରେ ଥନା ରେ ଏତଲା ଦେଉଥିବା ବେଳେ କେତେବେଳେ ସ୍ତ୍ରୀ ସ୍ଵାମି ଙ୍କ ନାମ ରେ ଥାନା ରେ ଏତଲା ଦେଉଛି।
Special Report
ସୋସିଆଲ ମିଡ଼ିଆରେ ଏହି ଘଟଣା ଗୁଡିକ ସବୁଦିନ ଦେଖିବାକୁ ମିଳୁଛି।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ବରେହି ଗାଁ ରେ ।ଜଣେ ସ୍ଵାମି ନିଜ ସ୍ତ୍ରୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହିତ ମିଶି ତାଙ୍କୁ ଜୀବନ ରୁ ମାରି ଦେବା ପାଇଁ ଯୋଜନା କରୁଛନ୍ତି।ଏବଂ ସେମାନେ ଦୁହେଁ ନିଜ ସୋସିଆଲ ମିଡ଼ିଆରେ ଅନେକ ଖରାପ ଖରାପ ମ୍ୟାସେଜ୍ କରୁଛନ୍ତି।ଅନ୍ୟ ପଟେ ତାଙ୍କ ସ୍ତ୍ରୀ ମଧ୍ୟ ଆଗରୁ ସ୍ଵାମି ଙ୍କ ବିରୋଧ ରେ ଥାନା ରେ ଏତଲା ଦେଇ ସାରି ଥିଲେ।
Special Report
ସେ ଅଭିଯୋଗ ଆଣି ଥିଲେ କି ତାଙ୍କ ସ୍ଵାମି ତାଙ୍କୁ ଯୌତୁକ ଜନିତ ନିର୍ଜ୍ୟାତନା ଦେଉଛନ୍ତି।ତାଙ୍କ ୱାର୍ଟସ୍ ଅଫ ର ଲିଙ୍କ ନେଇ ଅନେକ ଙ୍କୁ ଖରାପ ଖରାପ ମ୍ୟାସେଜ୍ ଦେଉଛନ୍ତି।ଆହୁରି ଅନେକ ଅଭିଯୋଗ ସେ ତାଙ୍କ ସ୍ଵାମି ଙ୍କ ବିରୋଧ ରେ ଆଣିଥିଲେ।
ଏହି ଘଟଣା ଟି ହେଉଛି ଉତ୍ତରପ୍ରଦେଶ ର ବରେହି ଗାଁ ର।ଆଲୋକ ମୋର୍ଜ୍ୟ ହେଉଛନ୍ତି ସେହି ଯୁବକ ଯିଏ ନିଜ ସ୍ତ୍ରୀ ବିରୋଧ ରେ ଏଭଳି ଅଭିଯୋଗ ଆଣିଛନ୍ତି।ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ପିସିଏସ୍ ଅଫିସର।
Special Report
ଏବଂ ସେ ନିଜେ ହେଉଛନ୍ତି ଜଣେ ସାମାନ୍ୟ ହୋମ ଗାର୍ଡ।ପାରିବାରିକ କଳହ କୁ ନେଇ ସେମାନେ ଥାନା ର ଦ୍ଵାରସ୍ଥ ହୋଇଛନ୍ତି।ମାତ୍ର ପୋଲିସ ସେମାନଙ୍କ ପାଇଁ କୌଣସି ପ୍ରକାର କାର୍ଯ୍ୟ କରି ନାହିଁ।
ଆଲୋକ ଙ୍କ କହିବା ଅନୁଯାୟୀ ସେ ତାଙ୍କ ସ୍ତ୍ରୀ ଙ୍କୁ ପାଠ ପଢାଇ ଚାକିରୀ କରାଇଛନ୍ତି।ନିଜେ ପାଠ ନ ପଢି ସାମାନ୍ୟ ହୋମ ଗାର୍ଡ ହୋଇ ରହିଗଲେ।ହେଲେ ନିଜ ସ୍ତ୍ରୀ ଙ୍କୁ ସେ ପିସିଏସ୍ ଅଫିସର କଲେ।
Special Report
ହେଲେ ଶେଷ ରେ ଅନ୍ୟ ପୁରୁଷ ର ପ୍ରେମ ପାଇଁ ନିଜ ସ୍ଵାମି ଙ୍କୁ ମାରିବାକୁ ଯୋଜନା କରୁଛି।ଆଲୋକ ଙ୍କ କଥା କୁ ଶୁଣି ସମସ୍ତେ ଆଶ୍ଚଯ୍ୟ ହୋଇ ଯାଇଛନ୍ତି।ଏହି ପାରିବାରିକ୍ କଳହ ପାଇଁ ପୋଲିସ ମଧ୍ୟ ଏ ଯାଏ କୌଣସି ପ୍ରକାର ତଦନ୍ତ କରି ନାହିଁ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.