Movie prime

ସ୍ତ୍ରୀ ସହ ସମ୍ପର୍କ ରଖିଲା ବେଳେ ସ୍ଵାମୀ ଲୁଚେଇ ରଖିଥିଲା କ୍ୟାମେରା, ଆଉ ପରେ ଭିଡିଓ କରିଦେଲା viral

 
Special Report
ବର୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଆଗ୍ରା ରେ ଜଣେ ଯୁବକ ନିଜ ପତ୍ନୀଙ୍କ ଅ-ଶ୍ଳୀ-ଳ ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ କରିଥିଲେ।
ଯେତେବେଳେ ପତ୍ନୀ ଏହି ବିଷୟରେ ଜାଣିବାକୁ ପାଇଥିଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।ଏହି ଘଟଣାଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ଆଗ୍ରାର ଜଗଦୀଶପୁର ପୋଲିସ ଷ୍ଟେସନ ଅଞ୍ଚଳରେ ସ୍ୱାମୀ ତାଙ୍କ ପତ୍ନୀଙ୍କୁ ମାଡ ମାରିବା ସହ ମୋବାଇଲକୁ ଛଡ଼ାଇ ନେଇଥିଲେ। ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଆପତ୍ତିଜନକ ଫଟୋ ଏବଂ ଭିଡିଓ ପୋଷ୍ଟ କରି ପତ୍ନୀଙ୍କୁ ବଦନାମ କରିଥିଲେ।
Special Report
ପୀଡିତା ମହିଳା ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ନିକଟରେ ନିବେଦନ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା।
ଜଗଦୀଶପୁର ନିବାସୀ ପୀଡିତା ପୋଲିସକୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ତାଙ୍କ ସ୍ୱାମୀ ତାଙ୍କୁ ମାଡ ମାରିବା ପରେ ମୋବାଇଲକୁ ଛଡ଼ାଇ ନେଇଥିଲେ। ଏହା ପରେ ଅଭିଯୁକ୍ତ ତାଙ୍କ ଫେସବୁକ,
ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଭାଇରାଲ କରି ତାଙ୍କୁ ବଦନାମ କରିଥିଲା। ସମ୍ପର୍କୀୟ ଏବଂ ବନ୍ଧୁମାନଙ୍କୁ ମେସେଜ କରି ହଇରାଣ କରୁଥିଲେ।
ବିରୋଧ କରିବାରୁ ହ-ତ୍ୟା କରିବାକୁ ଧମକ ଦେଇଥିଲେ।ସ୍ବାମୀ ଙ୍କ ଏଭଳି କାମ ଦେଖି ମହିଳା ଜଣଙ୍କ ଘରୁ ବାହାରି ବାପ ଘରେ ରହିଲେ।
Special Report
ଏହା ପରେ ଯେତେବେଳେ ପୀଡିତା ମାମଲା ଦାୟର କରିଥିଲେ ସେତେବେଳେ ସ୍ୱାମୀ ତାଙ୍କୁ କୋର୍ଟରେ ହ-ତ୍ୟା କରିବାକୁ ଧମକ ଦେବା ଆରମ୍ଭ କରିଥିଲେ। ଏହା ପରେ ପୀଡିତା ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ନିକଟରେ ନିବେଦନ କରିଥିଲେ। 
ପୋଲିସ କମିଶନର ଏହି ମାମଲାକୁ ଗମ୍ଭୀରତାର ସହ ନେଇଥିଲେ। ଯାହା ପରେ ଜଗଦୀଶପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା।
ଜଗଦୀଶପୁର ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଦେବେନ୍ଦ୍ର ଶେକର ପାଣ୍ଡେ କହିଛନ୍ତି ଯେ ଏହି ମାମଲା ପଞ୍ଜିକୃତ ହୋଇଛି। ବିଚାର ବିମର୍ଶ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.