Movie prime

ନିଜ ଜେଜେ ବାପାଙ୍କ ବିବାହ ବାର୍ଷିକୀ ଧୁମ୍ ଧାମରେ ପାଳନ କଲେ ହିରୋ ସ୍ବରାଜ ଦେଖନ୍ତୁ ଏହି ଦୃଶ୍ୟ

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣମାନେ ସମସ୍ତେ ଓଡ଼ିଆ ସିନେ ଜଗତର ଅଭିନେତା ସ୍ବରାଜଙ୍କୁ ଭଲଭାବେ ଜାଣିଥିବେ। ସେ ଜଣେ ବହୁତ ଭଲ କଳାକାର ଅଟନ୍ତି। ସ୍ବରାଜ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ଜାଗା ତିଆରି କରିଛନ୍ତି।
ସ୍ବରାଜ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ସ୍ବରାଜ ଛୋଟ ଥିଲା ବେଳେ ଏହି ଅଭିନୟ ଦୁନିଆରେ ପାଦ ଦେଇଥିଲେ। ଆଉ ସ୍ବରାଜ ବହୁତ ସୁନ୍ଦର ଅଭିନୟ ମଧ୍ୟ କରନ୍ତି। 
ତେବେ ଦର୍ଶକ ବନ୍ଧୁ ସ୍ବରାଜଙ୍କର ପ୍ରଥମ ଲିଡ୍ ଆକ୍ଟର ଭାବରେ ଫିଲ୍ମ ଥିଲା ତୁ ମୋ ଲଭ୍ ଷ୍ଟୋରି ଯାହାକି ବକ୍ସ ଅଫିସରେ ବୋହୁତ ହିଟ୍ ହୋଇଥିଲା। ତାହ ସହ ସ୍ବରାଜ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ଓଡ଼ିଆ ସିରିଏଲ ସମ୍ପର୍କ ରୁ।
ପରେ ସ୍ବରାଜ ସବ୍ୟସଚ୍ଚିଙ୍କ ସହ ପାଗଳ ପ୍ରେମୀରେ ମଧ୍ୟ ଅଭିନୟ କରି ଲୋକପ୍ରିୟ ହାସଲ କରିଥିଲେ। ତେବେ ଚାଇଲ୍ଡି ଆକ୍ଟର ଭାବରେ ଛୋଟ ବେଳୁ କାମ କରି ଆସଛନ୍ତି ସ୍ବରାଜ। 
ସ୍ବରାଜ ସିନେ ଜଗତର ଜଣେ ଜଣାଶୁଣା ଅଭିନେତା ଅଟନ୍ତି। ଏବେ ତାଙ୍କୁ ନେଇ ଏକ ଖବର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି।
ତେବେ ବନ୍ଧୁଗଣ ସ୍ବରାଜ ବାରିକ ନିଜ ଜେଜେବାପାଙ୍କ ଆନିବର୍ଷରି କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳୁଛି ସ୍ବରାଜ ନିଜ ଜେଜେବାପା ଏବଂ ଜେଜେମାଆ ଙ୍କ ସହିତ ଅନେକ ଫଟୋ ଉଠାଇଛନ୍ତି। 
ଏବଂ ଏହି ଭିଡିଓ ରେ ଦେଖିବାକୁ ମିଳୁଛି ସ୍ବରାଜଙ୍କ ଜେଜେବାପା ଆଉ ଜେଜେମାଆ ଏକାଠି ମିଶି ଅନେକ ଫଟୋ ଉଠେଇ ଥିବାର। ଆଉ ମଧ୍ୟ ଦେଖିବାକୁ ମିଳୁଛି ସ୍ବରାଜ ତାଙ୍କ ଜେଜବାପା ଆଉ ଜେଜେମାଆଙ୍କ ଆନିବର୍ଷରିରେ ତାଙ୍କ ଜେଜବାପାଙ୍କୁ କେକ୍ ଖୁଆଇ ଦେଉଛନ୍ତି।
ଏବଂ ସ୍ବରାଜଙ୍କ ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟ ମଧ୍ୟ ଖୁସି ନଜର ଆସୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.