Movie prime

ସ୍ବରାଜ ଙ୍କୁ ନିଜ ହାତରେ ଗାଧେଇ ଦେଲେ ଶିବାନୀ ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ ଭିଡିଓ ହେଲା VIRAl

 
Special Report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଆପଣମାନେ ସମସ୍ତେ ଅଭିନେତ୍ରୀ ଆଉ ଅଭିନେତାଙ୍କ ବିଷୟରେ ମଧ୍ୟ ଜାଣି ପାରୁଥିବେ ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ । ଯାହା ଆପଣଙ୍କୁ ଅନେକ କିଛି କଥା ଜଣାଇ ପାରିବ । ଆପଣମାନେ ସମସ୍ତେ ତ ଓଲିଉଡ ଜଗତକୁ ନେଇ ଯେଉଁସବୁ ଖବର ଆସେ ତାହା ବିଷୟରେ ଜାଣିଥିବେ ।
ଓଲିଉଡ ଜଗତର ମହାନ୍ କଳାକାର ସ୍ବରାଜଙ୍କୁ ଆପଣମାନେ ସମସ୍ତେ ତ ଜାଣିଥିବେ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରିଛନ୍ତି । 
ସେ ଛୋଟ ଥିବା ସମୟରେ ଏହି ଅଭିନୟ ଜଗତରେ ପାଦ ଦେଇଥିଲେ । ଆଉ ଏହାସହ ଆପଣମାନେ ଅଭିନେତ୍ରୀ ଶିବାନୀଙ୍କୁ ମଧ୍ୟ ଜାଣିଥିବେ । ସେ ମଧ୍ୟ ଛୋଟ ଥିବା ଅବସ୍ଥାରେ ଶିଶୁ କଳାକାର ଥିଲେ । ଆଉ ଏବେ ସେ ଅଭିନେତ୍ରୀ ହୋଇଛନ୍ତି ।
ଆପଣମାନେ ସମସ୍ତେ ଏହି ଦୁଇଜଣଙ୍କୁ ଭଲଭାବେ ଜାଣିଥିବେ । ଏହି ଅଭିନେତା ଏବଂ ଅଭିନେତ୍ରୀ ମିଶି ଅନେକ ଫିଲ୍ମ୍ ମଧ୍ୟ କରିଛନ୍ତି । ଏବେ ଏହି ଦୁଇଜଣଙ୍କୁ ନେଇ କିଛି ଖବର ସାମ୍ନାକୁ ଆସିଛି । 
ଅଭିନେତା ସ୍ବରାଜ ଏବଂ ଅଭିନେତ୍ରୀ ଶିବାନୀଙ୍କ ଦ୍ଵାରା ଅଭିନୀତ ଆଉ ଏକ ଫିଲ୍ମ୍ ଆସିବାକୁ ଯାଉଛି । ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ କି ଅଭିନେତା ସ୍ୱାରାଜଙ୍କୁ ଅଭିନେତ୍ରୀ ଶିବାନୀ ଗାଧୋଇ ଦେଉଛନ୍ତି । ଏହାସହ ସେମାନେ ସୁଟିଂ ସେଟରେ ବହୁତ ମଜା କରୁଛନ୍ତି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଏବେ ଅଭିନେତା ସ୍ବରାଜଙ୍କୁ ଅଭିନେତ୍ରୀ ଶିବାନୀ ଗାଧୋଇ ଦେଉଥିବାର ଏହି ଭିଡିଓ ତାଙ୍କର କୌଣସି ଏକ ଫିଲ୍ମର ସୁଟିଂ ସେଟର ଦୃଶ୍ୟ ବୋଲି ଜଣାପଡିଛି ।